February 2024

ତାଲିବାନର ବର୍ବରତା, ସର୍ବସାଧାରଣରେ ଦିଆଗଲା ମୃତ୍ୟୁଦଣ୍ଡ

କାବୁଲ: ଗୁରୁବାର ଦିନ ଦକ୍ଷିଣ-ପୂର୍ବ ଆଫଗାନିସ୍ତାନର ଏକ ଷ୍ଟାଡିୟମରେ ତାଲିବାନ ଦୁଇ ଜଣଙ୍କୁ ସାର୍ବଜନୀନ ଭାବେ ହତ୍ୟା କରିଛି। ଜଣେ ସାମ୍ବାଦିକଙ୍କ ସମେତ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଗଜନି ସହରର ଅଲି ଲାଲା ଅଞ୍ଚଳରେ ଏହି ଦୁଇ ଜଣଙ୍କୁ ଗୁଳି…

ଆଜି ରାଜ୍ୟରେ ୧୮ଟି ସହରର ତାପମାତ୍ରା ୩୫ ଡିଗ୍ରୀ, ସୋନପୁର ସବୁଠୁ ଉତ୍ତପ୍ତ

ରାଜ୍ୟରେ ଆଜି ୧୮ଟି ସହରର ସର୍ବୋଚ୍ଚ ଦିନ ତାପମାତ୍ରା ୩୫ ଡିଗ୍ରୀ ସେଲ୍‌ସିୟସ ବା ତା’ଠାରୁ ଅଧିକ ରେକର୍ଡ କରାଯାଇଛି। ସୋନପୁର ହୋଇଛି ସବୁଠୁ ଉତ୍ତପ୍ତ ସହରର। ଏଠାରେ ଆଜି ସର୍ବୋଚ୍ଚ ଦିନ ତାପମାତ୍ରା ୩୬.୩ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।…

ମଣିପୁର ହିଂସାର ମୂଳ ରାୟକୁ ବଦଳାଇଲେ ହାଇକୋର୍ଟ

ଭୟଙ୍କର ହିଂସା। ବ୍ୟାପକ ଅଗ୍ନିକାଣ୍ଡ, ହଜାର ହଜାର ଲୋକ ବିସ୍ଥାପିତ। ୨୦୦ରୁ ଅଧିକ ଲୋଙ୍କ ମୃତ୍ୟୁ। ଶେଷରେ ଏହି ହିଂସାର ମୂଳ କାରଣ ପାଲଟିଥିବା ରାୟକୁ ବଦଳାଇଲେ ମଣିପୁର ହାଇକୋର୍ଟ। ଗତବର୍ଷ ମାର୍ଚ୍ଚ ୨୭ ତାରିଖରେ ଦେଇଥିବା ନିର୍ଦ୍ଦେଶକୁ ଏବେ ରଦ୍ଦ…

କାଲିଠୁ ଚାଲିବ ନାଟମଣ୍ଡପ ମରାମତି କାମ, ଆଜି ରାତି ୨ଟାରୁ ଖୋଲିବ ଶ୍ରୀମନ୍ଦିର ଦ୍ୱାର

ପୁରୀ: ଶ୍ରୀମନ୍ଦିରରେ ନାଟମଣ୍ଡପ ମରାମତି କାମ ଆସନ୍ତାକାଲି (ଶୁକ୍ରବାର)ଠାରୁ ଆରମ୍ଭ ହେବ। ଏହି ମରାମତି କାମ ନେଇ ଏଏସ୍‌ଆଇ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। କିନ୍ତୁ ନାଟମଣ୍ଡପ ମରାମତି ପୂର୍ବରୁ ମହାପ୍ରଭୁଙ୍କ ନୀତିରେ ବଡ଼ ବିଭ୍ରାଟ ଦେଖା ଦେଇଛି। ଶ୍ରୀମନ୍ଦିର ନୀତିକାନ୍ତି…

ଓଡ଼ିଶାର ବିକାଶ ପାଇଁ କେବଳ ମୋଦି ହିଁ ଚିନ୍ତା କରୁଛନ୍ତି : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ବ୍ରହ୍ମପୁର : ଜୟ ଜଗନ୍ନାଥ, ମାଆ ବୁଢୀ ଠାକୁରାଣୀ କହି ବ୍ରହ୍ମପୁର ସଭାରେ ଭାଷଣ ଆରମ୍ଭ କରିଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଓଡିଶାରେ ଡବଲ ଇଂଜିନ ସରକାର ଗଠନ କରିବାରେ କେହି ବି ରୋକିପାରିବେ ନାହିଁ ।…

ଫୁଡ ପଏଜନିଂ ହୋଇ ୧୩ ଛାତ୍ରୀ ଅସୁସ୍ଥ, ୮ଜଣ ଚିକିତ୍ସାଧିନ ଅବସ୍ଥା ମେଡିକାଲରେ ଭର୍ତ୍ତି

ବ୍ରହ୍ମପୁର : ନର୍ସିଂ ସ୍କୁଲରେ ୧୩ ଛାତ୍ରୀ ଅସୁସ୍ଥ । ଫୁଡ ପଏଜନିଂ ହୋଇ ୧୩ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି । ବ୍ରହ୍ମପୁର ଉପକଣ୍ଠ ଚଣ୍ଡୀପଦର ନର୍ସିଂ ସ୍କୁଲର ଛାତ୍ରୀମାନେ ଅସୁସ୍ଥ ହୋଇପଡିଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼…

ଛାତ୍ର ବିଜେଡି ନେତା ଦଳରୁ ନିଲମ୍ବିତ; ହତ୍ୟା ଅଭିଯୋଗରେ ବନ୍ଧା ହୋଇଥିଲେ

ଜଣେ ବୃଦ୍ଧାଙ୍କୁ ହତ୍ୟା ମାମଲାରେ ଗିରଫ ଛାତ୍ର ବିଜେଡି ନେତାଙ୍କୁ ନିଲମ୍ବନ କରିଛି ଦଳ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି କରଣସାହିର ସରୋଜିନୀ ପଟ୍ଟନାୟକ ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ଅମିତ ପଟ୍ଟନାୟକଙ୍କୁ ବାହାର ରାସ୍ତା ଦେଖାଇଛି ବିଜେଡି। ସେ ଗଜପତି ଜିଲ୍ଲା…

୨୬ରେ କୃଷକଙ୍କ ଟ୍ରାକ୍ଟର ରାଲି, ମାର୍ଚ୍ଚ ୧୪ରେ ରାମଲୀଳା ମୈଦାନରେ ମହାପଞ୍ଚାୟତ

ନୂଆଦିଲ୍ଲୀ: ପଞ୍ଜାବର କୃଷକମାନଙ୍କ ଦ୍ୱାରା ଚାଲିଥିବା ଦିଲ୍ଲୀ ପଦଯାତ୍ରା ଏବଂ ପ୍ରତିବାଦ ମଧ୍ୟରେ ସଂଯୁକ୍ତ କୃଷକ ମୋର୍ଚ୍ଚା ମଧ୍ୟ ଗୁରୁବାର ଦିନ ଏକ ବୈଠକ କରିଛି । ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ କୃଷକ ନେତା ରାଜେୱାଲ କହିଛନ୍ତି, ପଞ୍ଜାବ-ହରିୟାଣା…

ଟମାଟୋ, ଅଣ୍ଡା କି ଗୁଳିମାଡ଼ କରନ୍ତୁ, କେହି ମୋତେ ଅଟକାଇ ପାରିବେନି : ପାଣ୍ଡିଆନ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଠାରେ ଆୟୋଜିତ ‘ଆମ ଓଡ଼ିଶା ନବୀନ ଓଡିଶା’ କାର୍ଯ୍ୟକ୍ରମରେ 5-Tଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଯୋଗଦେଇଥିବାବେଳେ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଏହି ସମୟରେ ପାଣ୍ଡିଆନଙ୍କ ଉପରକୁ ଟମାଟୋ ମାଡ଼…

୫୭୬ ଜଣ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ‌ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ସରକାର ବିଭିନ୍ନ ସରକାରୀ ହାଇସ୍କୁଲରେ ୫୭୬ ଜଣ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୩୬୮ ଜଣ ହିନ୍ଦୀ ଓ ୨୦୮ ଜଣ ସଂସ୍କୃତ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର…