ହେମନ୍ତ ସୋରେନ୍ଙ୍କୁ ଭେଟିବାକୁ ଜେଲ୍ରେ ପହଞ୍ଚିଲେ ପତ୍ନୀ; ପାଳିଲେ ବିବାହ ବାର୍ଷିକ
ଝାରଖଣ୍ଡ: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିବା ପରେ ସେ ଜେଲ୍ରେ ଥିବା କଥା ଆପଣ ଜାଣନ୍ତି। ହେଲେ ବୁଧବାର ଦିନ ସେ ଜେଲ ଭିତରେ ଥାଇ ମଧ୍ୟ ନିଜର ବିବାହ ବାର୍ଷିକ ପାଳନ…
