ରାଜସ୍ଥାନ : ସୀମାନ୍ତ ଅଂଚଳରେ ଆସୁଛି ପାକିସ୍ତାନୀ ମୋବାଇଲ ନେଟଓ୍ବାର୍କ, ଚୋରାବେପାରୀ ବ୍ୟବହାର କରୁଛନ୍ତି ପାକିସ୍ତାନୀ ସିମ୍
ବାରମେର : ପଶ୍ଚିମ ରାଜସ୍ଥାନର ବାରମେର ଜିଲ୍ଲା କୁ ଲାଗି ଥିବା ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନୀ ମୋବାଇଲ ନେଟୱାର୍କ କାମ କରୁଛି । ପାକିସ୍ତାନ ସୀମାରେ ଲାଗିଥିବା ମୋବାଇଲଟାୱାରର ନେଟୱାର୍କ ଭାରତୀୟ ସୀମା ଭିତରେ ପ୍ରାୟ ୩-୪ କିଲୋମିଟର ପର୍ଯ୍ୟନ୍ତ ଆସୁଛି…
