April 2024

କଟକ ଏବଂ ଜଗତସିଂହପୁର ପାଇଁ ନିଯୁକ୍ତି ହେଲେ ନୂଆ ଜିଲ୍ଲାପାଳ

ଭୁବନେଶ୍ଵର: କଟକ ଏବଂ ଜଗତସିଂହପୁର ପାଇଁ ନିଯୁକ୍ତି ହେଲେ ନୂଆ ଜିଲ୍ଲାପାଳ । ଆଏଏସ ଅରିନ୍ଦମ ଡାକୁଆଙ୍କୁ କଟକ ଜିଲ୍ଲାପାଳ ଭାବେ ନିଯୁକ୍ତି କରାଯାଇଥିବା ବେଳେ ଆଏଏସ ଅନୁପମ ଶାହାଙ୍କୁ ଜଗତସିଂହପୁର ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି । ପୂର୍ବରୁ କଟକ,…

କଂଗ୍ରେସର ‘ନ୍ୟାୟ ପତ୍ର’ରେ ୨୫ ଗ୍ୟାରେଣ୍ଟି

ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ଏହାପୂର୍ବରୁ କଂଗ୍ରେସ ଜାରି କରିଛି ତା’ର ଘୋଷଣା ପତ୍ର। ଏହାକୁ ସେ ‘ନ୍ୟାୟ ପତ୍ର’ ନାଁ ଦେଇଛି। ଏହି ନ୍ୟାୟ ପତ୍ରରେ ରହିଛି ୫ ନ୍ୟାୟ ଓ ୨୫ ଗ୍ୟାରେଣ୍ଟି। କଂଗ୍ରେସ ମୁଖ୍ୟା କାର୍ଯ୍ୟାଳୟରେ ଦଳର…

ସ୍ୱାମୀ ସହ ଝଗଡ଼ା କରି ୯ ମାସର ଝିଅକୁ ଧରି ନଦୀକୁ ଡେଇଁ ପଡ଼ିଲେ ସ୍ତ୍ରୀ

କେନ୍ଦ୍ରାପଡା: ସ୍ୱାମୀଙ୍କ ସହ ଝଗଡ଼ା କରି ୯ ମାସର ଝିଅକୁ କୋଳରେ ଧରି ଖରସ୍ରୋତା ନଦୀକୁ ଡେଇଁ ପଡ଼ିଲେ ସ୍ତ୍ରୀ। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅଞ୍ଚଳରେ। ସୂଚନା ଅନୁସାରେ ଆଳି ଥାନା ଅନ୍ତର୍ଗତ ଖନ୍ଦୋଳ ଗାଁର…

ଆତୀଶିଙ୍କ ବଢ଼ିଲା ଅଡୁଆ, ନୋଟିସ୍‌ ଜାରି କଲେ ନିର୍ବାଚନ କମିଶନର

ଥମୁନି ଦିଲ୍ଲୀ କ୍ୟାବିନେଟ୍ ମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ନେତ୍ରୀ ଆତୀଶଙ୍କ ଅଡୁଆ। ‘ବିଜେପି ତାଙ୍କୁ ଦଳରେ ମିଶିବାକୁ ଅଫର କରିଥିବା ବୟାନ ଦେଇ ପଶିଛନ୍ତି ଆତୀଶି। ତାଙ୍କର ଏହି ବୟାନକୁ ନେଇ ଏବେ ନିର୍ବାଚନ କମିଶନର ତାଙ୍କୁ ନୋଟିସ…

ସଞ୍ଜୟ କୌଶଲ ହେଲେ କେନ୍ଦ୍ରାଂଚଳ ଆଇଜି

ଜାତୀୟ ନିର୍ବାଚନ କମିଶନ ରାଜ୍ୟର ୮ଜଣ ସର୍ବଭାରତୀୟ ଅଫିସରଙ୍କୁ ନିର୍ବାଚନ ସଂକ୍ରାନ୍ତ କାର୍ଯ୍ୟରୁ ଦୂରେଇ ରଖିବାକୁ ନିର୍ଦ୍ଦେଶ ଦେବା ପରେ ଆଜି ନୂତନ ନିଯୁକ୍ତି ହୋଇଛି । ତେବେ ନିର୍ବାଚନ କମିଶନ ଖୋର୍ଦ୍ଧା ଓ ବ୍ରହ୍ମପୁର ପୁଲିସ ଏସପିଙ୍କ ବଦଳି ପାଇଁ…

ଅଂଶୁଘାତ ଆଶଙ୍କାକୁ ଦୃଷ୍ଟିରେ ରଖି ମାର୍ଗଦର୍ଶିକା ଜାରି କଲା ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ

ଭୁବନେଶ୍ଵର: ପ୍ରଚଣ୍ଡ ରୌଦ୍ରତାପ ଜନିତ ଅଂଶୁଘାତ ଆଶଙ୍କାକୁ ଦୃଷ୍ଟିରେ ରଖି ମାର୍ଗଦର୍ଶିକା ଜାରି କଲା ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ । ସମ୍ପୁର୍ଣ୍ଣ ଖରାରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ଚଳିତ ଏପ୍ରିଲ ମାସରୁ ଜୁନ ୧୫ ପର୍ଯ୍ୟନ୍ତ ପ୍ରତ୍ୟହ ପୂର୍ବାହ୍ନ…

ବେଆଇନ ଦେଶୀମଦ ପ୍ରସ୍ତୁତି ଓ ବିକ୍ରି କରିବା ଅଭିଯୋଗରେ ୫ ଗିରଫ

ଭୁବନେଶ୍ୱର: ଦିନକୁ ଦିନ ଦେଶୀମଦ କାରବାର ବୃଦ୍ଧି ପାଇବାରେ ଲାଗିଛି। ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ବେଆଇନ ଦେଶୀ ମଦ ପ୍ରସ୍ତୁତିକୁ ରୋକିବା ପାଇଁ ପୋଲିସ କଡ଼ାକଡ଼ି କରିଛି। ଭୁବନେଶ୍ବର-କଟକର ପୋଲିସ କମିଶନର ସଂଜୀବ ପଣ୍ଡା ଏବଂ ଭୁବନେଶ୍ବର ଡିସିପିଙ୍କ ନିର୍ଦ୍ଧେଶ…

କଟକର ନୂତନ ଡିସିପି ଭାବେ ଦାୟିତ୍ୱ ନେଲେ ପ୍ରକାଶ ଆର

କଟକ : କଟକର ନୂତନ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କଲେ ୨୦୦୮ ବ୍ୟାଚ ର ଆଇପିଏସ ପ୍ରକାଶ ଆର । ଡ଼ଃ କନୱର ଭିଶାଲ ସିଂ ଙ୍କ ବଦଳି ପରେ ପ୍ରକାଶ ଆର ନେଲେ ଦାୟିତ୍ୱ । ଦାୟିତ୍ୱ ଗ୍ରହଣ…

କଳାହାଣ୍ଡିରୁ ବାଘ ଛାଲ ଜବତ, ୨ ଗିରଫ

କଳାହାଣ୍ଡି: ଓଡ଼ିଶା ବନ୍ୟପ୍ରାଣୀ ଲୋଭରେ ପଡୋଶୀ ତସ୍କରୀ । ଅବାଧରେ ଚାଲିଛି ବାଘ ଛାଲ ଡିଲ୍ । ଓଡ଼ିଶାର ସୀମାବର୍ତ୍ତୀ ଜିଲ୍ଲା କଳାହାଣ୍ଡିରୁ ଜବତ ହେଲା ବାଘ ଛାଲ । ନର୍ଲା ରେଳ ଷ୍ଟେସନ ପାଖରେ ବିକ୍ରି ପାଇଁ ଡିଲ ବେଳେ…

ଚୋରି ହୋଇଥିବା ୭ ଦିନର ଶିଶୁପୁତ୍ର ଉଦ୍ଧାର, ଜଣେ ମହିଳା ଅଟକ

ବାଲେଶ୍ବର : ବାଲେଶ୍ବର ମେଡିକାଲରୁ ଚୋରି ହୋଇଥିବା ୭ ଦିନର ଶିଶୁପୁତ୍ର ଉଦ୍ଧାର ହେଲା । ଶିଶୁପୁତ୍ରକୁ ଉଦ୍ଧର କରିବା ସହ ଜଣେ ମହିଳାଙ୍କୁ ଅଟକ ରଖିଛି ପୋଲିସ । ଚୋରି ଶିଶୁପୁତ୍ରକୁ ରେମୁଣା ଥାନା ଅଧୀନ ଦୁର୍ଗାଦେବୀ ଅଞ୍ଚଳରୁ ଉଦ୍ଧାର…