୧୦ ବର୍ଷ ପରେ ବିଜେପି ଛାଡ଼ି ଶରଦ ପାୱାରଙ୍କ ପାଖକୁ ଫେରିଲେ ସୂର୍ଯ୍ୟକାନ୍ତା ପାଟିଲ
ନୂଆଦିଲ୍ଲୀ : କିଛି ଦିନ ତଳେ ବିଜେପି ଛାଡ଼ିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୂର୍ଯ୍ୟକାନ୍ତା ପାଟିଲ ଆଜି ଶରଦ ପାୱାରଙ୍କ ଏନସିପିରେ ସାମିଲ ହୋଇଛନ୍ତି। ଦୀର୍ଘ ୧୦ ବର୍ଷ ପରେ ସେ ଶରଦ ପାୱାରଙ୍କ ପାଖକୁ ଫେରିଛନ୍ତି। ୨୦୧୪ରେ ସେ ଶରଦ ପାୱାରଙ୍କୁ…
