ବାଲେଶ୍ଵର ସହରରେ ସୁଧୁରୁଛି ସ୍ଥିତି, ମିଳିଲା ମୋବାଇଲ-ଇଣ୍ଟରନେଟ୍ ସେବା

ବାଲେଶ୍ଵର : ବାଲେଶ୍ଵର ସହରରେ ଧୀରେ ଧୀରେ ସ୍ବାଭାବିକ ହେଉଛି ସ୍ଥିତି । ୮ ଦିନ ପରେ ସହରରେ ସହରରେ ମିଳିଲା ମୋବାଇଲ ଇଣ୍ଟରନେଟ୍ ସେବା । ସେପଟେ ସକାଳୁଆ ସ୍କୁଲ, କଲେଜ ଓ ଅଙ୍ଗନବାଡି କେନ୍ଦ୍ର ଆଜି ଖୋଲିଛି । ଆଜି…

ନାରାୟଣପାଟଣାରେ କୌଣସି ଅଜଣା ରୋଗ ନୁହେଁ ତାହା ହାଡ଼ଫୁଟି, କୌଣସି ମୃତ୍ୟୁ ନାହିଁ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: କୋରାପୁଟ ଜିଲ୍ଲା ନାରାୟଣପାଟଣାରେ କୌଣସି ଅଜଣା ରୋଗ ନୁହେଁ ବରଂ ଯାହା ଫଟୋ ଆସିଛି, ତାହା ହାଡ଼ଫୁଟି ବା ପାଣି ବସନ୍ତ ହୋଇଛି। ଏଠାରେ କୌଣସି ମୃତ୍ୟୁ ହୋଇନାହିଁ। ଏପରି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର।…

୫-ଟି ସ୍କୁଲରେ ଦୁର୍ନୀତି ହୋଇଥିଲେ କାର୍ଯ୍ୟାନୁଷ୍ଠାନ ହେବ: ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ଭୁବନେଶ୍ୱର: ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ଆକ୍ସନ ମୁଡରେ ବିଭିନ୍ନ ବିଭାଗୀୟ ମନ୍ତ୍ରୀ। ବର୍ତ୍ତମାନ ଗଣଶିକ୍ଷା ମନ୍ତ୍ରୀ ୫-ଟି ଅଧୀନରେ ଥିବା ରାଜ୍ୟର ବହୁ ସ୍କୁଲରେ ହୋଇଥିବା ରୂପାନ୍ତରଣ କାର୍ଯ୍ୟରେ ଦୁର୍ନୀତି ହୋଇଛି ନା ନାହିଁ ତାହାର ତଦନ୍ତ…

ଶପଥ ନେଲେ ମୋଦି, ୩ ଗୁଣ ଅଧିକ ପରିଶ୍ରମର ଦେଲେ ପ୍ରତିଶ୍ରୁତି

ଆଜିଠୁ ଆରମ୍ଭ ହୋଇଛି ଲୋକସଭାର ସ୍ୱତନ୍ତ୍ର ଅଧିବେଶନ। ଲୋକସଭାର କାମଚଳା ବାଚସ୍ପତି ଭାବେ ଭତ୍ତୃହରି ମହତାବ ଶପଥ ନେବା ପରେ ଜଣକ ପରେ ଜଣେ କରି ସାଂସଦ ଶପଥ ନେଉଛନ୍ତି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତର ତୃତୀୟ ଥର…

ମହଙ୍ଗା ପଡିଲା ବିଷଧର ନାଗ ସାପ ସହ ଖେଳ: ସାପ ଧରାଳିଙ୍କ ମୃତ୍ୟୁ

ବୀରମହାରାଜପୁର: ମହଙ୍ଗା ପଡିଲା ବିଷଧର ନାଗ ସାପ ସହ ଖେଳ । ବିଷଧର ନାଗ ସାପ କାମୁଡାରେ ସାପ ଧରାଳିଙ୍କ ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନା ପରିସରରେ ଘଟିଛି ଅଘଟଣ । ସୁଚନା ଅନୁସାରେ ଚମ୍ପାମଳ ଗାଁର ଜଣଙ୍କ…

ଢେଙ୍କାନାଳ ଷ୍ଟିଲ୍‌ ପ୍ଲାଣ୍ଟରେ ଅଘଟଣ: ଘଟଣାସ୍ଥଳରେ ୨ ମୃତ, ୭ ଗୁରୁତର

ଢେଙ୍କାନାଳ: ଝାଡ଼ବନ୍ଧଠାରେ ଥିବା ଢେଙ୍କାନାଳ ଷ୍ଟିଲ୍‌ ପ୍ଲାଣ୍ଟରେ ଅଘଟଣ। ମେକାନିକାଲ ଷ୍ଟ୍ରକଚର୍‌ ବା ଯାନ୍ତ୍ରିକ ଢାଞ୍ଚା ଭୁଶୁଡ଼ି ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ହୋଇଥିବା ସୂଚନା ରହିଛି। କାରଖାନାରେ ଥିବା ମେକାନିକାଲ ଷ୍ଟ୍ରକଚର ଭୁଶୁଡ଼ି…

ନିଲମ୍ବିତ ହେଲେ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ

ନୂଆଦିଲ୍ଲୀ: ଜାତୀୟ ଡୋପିଂ ନିରୋଧୀ ଏଜେନ୍ସି (ନାଡା) ରବିବାର ବଜରଙ୍ଗ ପୁନିଆଙ୍କୁ ଦ୍ୱିତୀୟ ଥର ପାଇଁ ନିଲମ୍ବିତ କରିଛି। ତାଙ୍କୁ ଜୁଲାଇ ୧୧ ସୁଦ୍ଧା ଏହାର ଜବାବ ଦେବାକୁ ପଡ଼ିବ । ତିନି ସପ୍ତାହ ତଳେ ନାଡା ଏହି ଅଭିଯୋଗ ସମ୍ପର୍କରେ…

ଆଇଇଡି ବିସ୍ଫୋରଣରେ ୨ ଯବାନ ସହିଦ

ସୁରକ୍ଷାକର୍ମୀଙ୍କ ଦ୍ବାରା କ୍ରମାଗତ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲେ ମଧ୍ୟ ନକ୍ସଲମାନେ ନିଜକୁ ପରିବର୍ତ୍ତନ କରୁନାହାନ୍ତି। ନକ୍ସଲମାନେ ସୁରକ୍ଷାବାହିନୀର ଯବାନ ଓ ସାଧାରଣ ଜନତାଙ୍କ ଧନଜୀବନକୁ ପ୍ରଭାବିତ କରିବା ପାଇଁ ସବୁବେଳେ ଉଦ୍ୟମ କରୁଛନ୍ତି। ନକ୍ସଲମାନେ ପଡୋଶୀ ଛତିଶଗଡ଼ର ସୁକମା ଜିଲ୍ଲାରେ ରବିବାର…

ଏଆଇସିସି ଅଧ୍ୟକ୍ଷ ଖଡ଼ଗେଙ୍କୁ ଭେଟିଲେ ଓଡ଼ିଶାର ୬ ବିଧାୟକ ଓ କୋରାପୁଟ ସାଂସଦ

ଭୁବନେଶ୍ୱର: ରାଜ୍ୟରେ ନୂଆ ସରକାର ଆରମ୍ଭ ହୋଇଥିବା ବେଳେ ବିଧାୟକ ଦଳ ନେତା କିଏ ହେବ ସେନେଇ ଚାଲିଛି ଜୋରଦାର ଚର୍ଚ୍ଚା। ଏହାରି ଭିତରେ ଏଆଇସିସି ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେଙ୍କୁ ଭେଟିଲେ ଓଡ଼ିଶାର ୬ ବିଧାୟକ। କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ…

ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା : ଅପରାଧିକ ମାମଲା ରୁଜ୍ଜୁ କଲା ସିବିଆଇ

ନୂଆଦିଲ୍ଲୀ: ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ଶିକ୍ଷା ମନ୍ତ୍ରଣାଳୟର ଅଭିଯୋଗ ପରେ ସିବିଆଇ ରବିବାର (ଜୁନ୍ ୨୩) ଏକ ଫୌଜଦାରୀ ମାମଲା ରୁଜୁ କରିଛି। ସିବିଆଇ ଆଇପିସି ଧାରା ୪୨୦ (ଠକେଇ) ଏବଂ ୧୨୦ ବି (ଷଡ଼ଯନ୍ତ୍ର) ଅନୁଯାୟୀ ଏଫଆଇଆର…