ବାହାରିଲା ନିଷ୍କର୍ଷ, ସନ୍ଧ୍ୟାରୁ ବାରିପଦା ଷ୍ଟାଣ୍ଡରୁ ଗଡ଼ିବ ବସ୍
ବାରିପଦା : ବାହାରିଲା ନିଷ୍କର୍ଷ। ଆଜି ସନ୍ଧ୍ୟାରୁ ବାରିପଦା ବସ୍ ଷ୍ଟାଣ୍ଡରେ ଅନ୍ୟ ସହର ଅଭିମୁଖେ ଗଡ଼ିବ ବସ୍। ମୟୂରଭଞ୍ଜ ଏସ୍ପି ଏସ୍. ସୁଶ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଅନ୍ୟପକ୍ଷରେ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ରକ୍ତାକ୍ତ ସଂଘର୍ଷ…
