ଯବାନଙ୍କ ଶିବିର ଉପରେ ମାଓବାଦୀଙ୍କ ରକେଟ ମାଡ଼

ମାଲକାନଗିରି: ଯବାନଙ୍କ ଶିବିର ଉପରେ ମାଓବାଦୀଙ୍କ ରକେଟ ମାଡ଼। ଛତିଶଗଡ଼ର ନାରାୟଣପୁରରୁ ଆସିଛି ଏଭଳି ସାଂଘାତିକ ଚିତ୍ର। ନାରାୟଣପୁର ଜିଲ୍ଲା କୋହକାମେଟା ଥାନା ଇରକଭଟ୍ଟି ଶିବିର ଉପରେ ମାଓବାଦୀମାନେ ଲଗାତାର ଭାବେ ୟୁବିଜିଏଲ ଫାୟର କରୁଥିବା ଚିତ୍ର ଦେଖିବାକୁ ମିଳିଛି। ମାଓବାଦୀମାନେ…

ଜୁନ ୧୨ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ

ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟ ଆସନ୍ତା ଜୁନ୍ ୧୨ ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ଅକ୍ଟୋବର ମାସ ପର୍ଯ୍ୟନ୍ତ ପରିଦର୍ଶକମାନଙ୍କ ପାଇଁ  ବନ୍ଦ ରହିବ ଶିମିଳିପାଳ । ବର୍ଷା ଋତୁ ଆସୁଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି…

ସରକାର ଗଠନ ପୂର୍ବରୁ ଆଡଭାନୀ ଓ ମୁରଲୀମନୋହର ଯୋଶୀଙ୍କୁ ଭେଟିଲେ ମୋଦି

ଦେଶରେ ଏନଡିଏ ୩.୦ ସରକାର ଗଠନ ହେବାକୁ ଯାଉଛି। ଦେଶରେ ଗଠନ ହେବାକୁ ଥିବା ମେଣ୍ଟ ସରକାରରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ। ଆଜି ଏନଡିଏ ସଂସଦୀୟ ଦଳ ବୈଠକରେ ସେ ନେତା ଭାବେ ନିର୍ବାଚିତ ହୋଇଛନ୍ତି। ଏଥିସହ ସମସ୍ତଙ୍କୁ ସାଙ୍ଗରେ…

ପୁଣି ଶୁଭିଲା ପ୍ରଚଣ୍ଡ ଶବ୍ଦ, କେଉଁଠୁ ଆସୁଛି କିଛି ଜଣା ପଡୁନାହିଁ

ବାଲେଶ୍ବର: ପୁଣି ଶୁଭିଲା ପ୍ରଚଣ୍ଡ ଶବ୍ଦ, ଭୟଭୀତ ହୋଇ ଘରୁ ବାହାରି ଆସିଲେ ଲୋକେ । ହେଲେ କେଉଁଠୁ ଆସୁଛି କିଛି ଜଣାପଡୁନି । କିଛି ଏଭଳି ଘଟଣା ଆଜି ପୁଣି ଶୁଣିବାକୁ ମିଳିଛି ବାଲେଶ୍ବର ନୀଳଗିରି ଅଞ୍ଚଳ ଓ ଭଦ୍ରକ…

ପୁରୀ ବାଣ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି, ଏସଆରସିଙ୍କ ଦ୍ବିତୀୟ ତଦନ୍ତ ବୈଠକ

ପୁରୀ : ପୁରୀ ବାଣ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି । ଶ୍ରୀକ୍ଷେତ୍ରରେ ଭଉଁରୀଯାତ୍ରା ବେଳେ ବାଣ ବିସ୍ଫୋରଣ ଘଟଣାରେ ବୃଦ୍ଧି ପାଉଛି ମୃତ୍ୟୁ ସଂଖ୍ୟା । ଆଜି ଚିକିତ୍ସାଧୀନ ଥିବା ଆଉ ଜଣେ ଗୁରୁତରଙ୍କ ମୃତ୍ୟୁ ହୋଇଥିବା ସୂଚନା…

ଚନ୍ଦ୍ରବାବୁ ନାଇଡୁଙ୍କ ପତ୍ନୀ ୭ ଦିନରେ ୫୮୪ କୋଟି ଟଙ୍କା ରୋଜଗାର କଲେ

ଗୁଣ୍ଟୁର: ଲୋକସଭା ନିର୍ବାଚନର ଫଳାଫଳ ଆସିବାର ୩ ଦିନ ବିତିଗଲାଣି। ଏଥର ବିଜେପି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରି ନାହିଁ ଏବଂ ସହଯୋଗୀମାନଙ୍କ ସହାୟତାରେ ସରକାର ଗଠନ କରିବାକୁ ଯାଉଛି। ଏଥିପାଇଁ ତେଲୁଗୁ ଦେଶମ ପାର୍ଟି (ଟିଡିପି) ମଧ୍ୟ ବିଜେପିକୁ ସମର୍ଥନ…

ତିନିରଥର ୪୨ ଚକ ନିର୍ମାଣ ଶେଷ

ପୁରୀ: ରଥ ନିର୍ମାଣ ପ୍ରକ୍ରିୟାରେ ଗୁରୁବାର ଥିଲା ବ୍ୟସ୍ତବହୁଳ ଦିନ। ମୁଖ୍ୟ ବିଶ୍ୱକର୍ମା ମୁହାଁଟରେ ବିନ୍ଧ ଅନୁକୂଳ କରିବା ସହ ବଡ଼ଦାଣ୍ଡରେ ରଥର ଦଣ୍ଡା ଅନୁକୂଳ ହୋଇଥିଲା। ପୁଣି ଯନ୍ତା ଗାଡ଼ରେ ପଡି ତିନି ରଥର ଶେଷ ସିଙ୍ଗଜା ପ୍ରସ୍ତୁତ ହୋଇଛି।…

‘ଗଲା ୧୦ ବର୍ଷ ଟ୍ରେଲର ଥିଲା, ଆଗକୁ ଗତି ବଢିବ’

ଲୋକସଭା ନିର୍ବାଚନ ପରେ ଦେଶରେ ମୋଦି ୩.୦ ଆରମ୍ଭ ହେବାକୁ ଯାଉଛି। ଆସନ୍ତା ରବିବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ମୋଦି। ଏହା ପୂର୍ବରୁ ଆଜି ଏନଡିଏ ସଂସଦୀୟ ଦଳ ବୈଠକ ବସିଥିଲା, ଯେଉଁଥିରେ ସର୍ବସମ୍ମତି କ୍ରମେ ନରେନ୍ଦ୍ର ମୋଦିଙ୍କୁ ନେତା…

ଜୁନ୍ ୧୦ ସୁଦ୍ଧା ଓଡ଼ିଶାରେ ପ୍ରବେଶ କରିପାରେ ଦକ୍ଷିଣ ପଶ୍ଚିମ ମୌସୁମୀ: ସିଇସି

ଭୁବନେଶ୍ୱର: ଆରବ ସାଗରରୁ ଦକ୍ଷିଣ-ପଶ୍ଚିମ ବାୟୁ ପ୍ରବାହରେ ଦକ୍ଷିଣ ପଶ୍ଚିମ ମୌସୁମୀ ଦକ୍ଷିଣ ଓଡ଼ିଶାରେ ଜୁନ୍ ୧୦ ସୁଦ୍ଧା ପ୍ରବେଶ କରିପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି…

ଇସ୍ତଫା ଦେଲେ ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା

ଓଡ଼ିଶାର ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସ୍ଥାନରେ ସରକାରୀ ଓକିଲ ଜ୍ୟୋତିପ୍ରକାଶ ପଟ୍ଟନାୟକ ଇନଚାର୍ଜ ଆଡଭୋକେଟ୍ ଜେନେରାଲ ଭାବେ ଦାୟିତ୍ୱ ତୁଲାଇବେ । ଶ୍ରୀ ପଟ୍ଟନାୟକ ନିଜ ଦାୟିତ୍ୱ ସହ ଅତିରିକ୍ତ ଭାବେ…