July 2024

ଝୁଲନ୍ତା ଅବସ୍ଥାରେ ଏସସିଓଙ୍କ ମୃତଦେହ ଉଦ୍ଧାର

ଯାଜପୁର: ଝୁଲନ୍ତା ଅବସ୍ଥାରେ ଏସସିଓଙ୍କ ମୃତଦେହ ଉଦ୍ଧାର। ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିସରରୁ ଏସସିଓ (SCO) ସୁରେଶ ମଲ୍ଲିକଙ୍କ ମୃତଦେହ ଉଦ୍ଧାର ହୋଇଛି। ବରୀ ବ୍ଲକ ଦାୟିତ୍ବରେ ଥିଲେ ସୁରେଶ। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଅହମ୍ମଦପୁର ଅଞ୍ଚଳରେ ଥିବା…

୨୫ ଯାଏ ବିଚାର ବିଭାଗୀୟ ହାଜତକୁ ଗଲେ କେଜ୍ରିୱାଲ

ଇଡି କେସ୍‌ରେ ଅନ୍ତରୀଣ ଜାମିନ ପାଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସିବିଆଇ ମାମଲାରେ ଝଟକା ଲାଗିଛି। ଆଜି ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ କେଜ୍ରିୱାଲଙ୍କ ବିଚାର ବିଭାଗୀୟ ହାଜତ ଅବଧିକୁ ୨୫ ଯାଏ ବୃଦ୍ଧି କରିଛନ୍ତି। ଅବକାରୀ ନୀତି ଦୁର୍ନୀତି…

କାଲିଠୁ ବଢ଼ିବ ବର୍ଷା, ୧୪ ବେଳକୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସମ୍ଭାବନା

ଭୁବନେଶ୍ୱର : କାଲିଠୁ ବଢ଼ିବ ବର୍ଷା । ୧୪ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟର ସମ୍ଭାବନା ରହିଛି । ଏହାର ପ୍ରଭାବରେ ବଢିବ ବର୍ଷାର ପରିମାଣ । ରାଜ୍ୟରେ କାଁ ଭାଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗିରହିଛି ।…

ତାପଙ୍ଗ ଖଣି ପାଣିରୁ ମିଳିଲା ନିଖୋଜ ଓମ୍‌ ପ୍ରକାଶଙ୍କ ମୃତଦେହ

ଖୋର୍ଦ୍ଧା: ତାପଙ୍ଗ ଖଣି ପାଣିରୁ ମିଳିଲା ଓମ୍‌ ପ୍ରକାଶଙ୍କ ମୃତଦେହ। ୫ ଦିନ ପରେ ଆଜି ସକାଳେ ଖଣି ପାଣିରେ ଭାସିଲା ମୃତଦେହ। ଓମ୍‌ ପ୍ରକାଶ ରଥଙ୍କ ମୃତଦେହକୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ। ସୋମବାର ରିଲ୍ସ କରିବା ବେଳେ ପାଣିରେ…

ଭୂସ୍ଖଳନ ପରେ ଭାସିଗଲା ବସ୍; ୬୩ ଜଣଙ୍କ ପତ୍ତା ମିଳୁନି

ନେପାଳରେ ଭୟଙ୍କର ଭୂସ୍ଖଳନ। ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ ହେବା ଫଳରେ ନଦୀରେ ୨ଟି ବସ୍ ଭାସି ଯାଇଥିବା ସୂଚନା ମିଳିଛି। ଫଳରେ ବସରେ ଥିବା ୬୩ ଜଣ ଯାତ୍ରୀ ନିଖୋଜ ହୋଇ ଯାଇଛନ୍ତି। ସୂଚନା ଅନୁସାରେ, କେନ୍ଦ୍ରୀୟ ନେପାଳ ମଦନ-ଆଶ୍ରିତ…

ବିଏମସିକୁ ହାଇକୋର୍ଟଙ୍କ ତାଗିଦ୍, ୩ ଦିନ ମଧ୍ୟରେ ମୃତ୍ୟୁ ସାର୍ଟିଫିକେଟ ଦିଅ

କଟକ : ବିଏମସିକୁ ହାଇକୋର୍ଟଙ୍କ ତାଗିଦ୍ । କୋଭିଡରେ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତିଙ୍କ ଅସହାୟ ପତ୍ନୀଙ୍କୁ ୩ ଦିନ ମଧ୍ୟରେ ମୃତ୍ୟୁ ସାର୍ଟିଫିକେଟ ସହିତ ଅନ୍ୟାନ୍ୟ କାଗଜପତ୍ର ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ । ଏହା ସହ…

ଅର୍ଦ୍ଧସୈନିକ ବାହିନୀରେ ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ବିରୋଧୀ ଦଳମାନେ ସରକାରଙ୍କୁ ଟାର୍ଗେଟ କରିଚାଲିଥିବାବେଳେ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏବେ ପୂର୍ବତନ ଅଗ୍ନିବୀରମାନଙ୍କୁ ଅର୍ଦ୍ଧସାମରିକ ବାହିନୀରେ ୧୦ ପ୍ରତିଶତ ସଂରକ୍ଷଣ ଦିଆଯିବ। ସିଆଇଏସଏଫ ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବ ।…

ଧର୍ମଶାଳାରେ ବିଭିନ୍ନ କ୍ରସର ୟୁନିଟରେ ରେଡ୍

ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧୀନରେ ଚାଲୁଥିବା ବିଭିନ୍ନ କ୍ରସର ୟୁନିଟରେ ଖଣି ବିଭାଗର ଚଢ଼ାଉ। ଧର୍ମଶାଳା ତହସିଲ ଅଧୀନ ବାଜବଟି ମୌଜାରେ ବିଭିନ୍ନ କ୍ରସର ୟୁନିଟରେ ଲଘୁ ଖଣି ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି। ଗଢି ଉଠିଥିବା…

୭ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି, ଆବଶ୍ୟକ ପଡ଼ିଲେ ରାଜ୍ୟସ୍ତରୀୟ ଟିମ୍‌ ମାଥିଲି ଯିବେ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର/ମାଥିଲି: ମାଲକାନଗିରି ଜିଲ୍ଲା ମାଥିଲିରେ ଝାଡାବାନ୍ତି ବ୍ୟାପିବା ପ୍ରସଙ୍ଗ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ୧୫ ଜଣ ଲୋକ ଗୋଟିଏ ଗାଁରୁ ପ୍ରଭାବିତ ହୋଇଛନ୍ତି। ବ୍ଲକ ଆରଆରଟି ଟିମ ଘଟଣାସ୍ଥଳକୁ ଯାଇ ଆଲର୍ଟ ରହିଛନ୍ତି। ଜିଲ୍ଲା…

ଆଡ଼ପ ପହଣ୍ଡିରେ ଅଘଟଣ: ନବୀନଙ୍କୁ ଉତ୍ତର ଦେଇ ମୋହନ କହିଲେ- ଆପଣଙ୍କର ପରାମର୍ଶ ସମ୍ମାନର ସହିତ ଗ୍ରହଣୀୟ ହେବ

ଭୁବନେଶ୍ବର: ଶ୍ରୀଜିଉମାନଙ୍କୁ ଆଡ଼ପ ମଣ୍ଡପରେ ବିଜେ କରାଯିବା ପୂର୍ବରୁ ଗତ ମଙ୍ଗଳବାର ଦିନ ପହଣ୍ଡି ସମୟରେ ଘଟିଥିବା ଅଘଟନ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଲେଖିଥିବା ଚିଠିର ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ…