ତୃତୀୟ ଟି-୨୦: ଜିମ୍ବାୱେକୁ ୨୩ ରନ୍‌ରେ ହରାଇଲା ଭାରତ

ହରାରେ: ହରାରେ ଆଜି ଖେଳାଯାଇଥିବା ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଜିମ୍ବାୱେକୁ ୨୩ ରନ୍‌ରେ ପରାସ୍ତ କରିଛି ଭାରତ। ଏହା ସହିତ ଏହି ସିରିଜ୍‌ରେ ୨-୧ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ। ଭାରତ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ ହରାଇ ୧୮୨ ରନ୍…

ରାଜ୍ୟ ସରକାରଙ୍କ ଅନୁମତି ମିଳିଲେ ରତ୍ନଭଣ୍ଡାର ଖୋଲାଯିବ: ବୀରବିକ୍ରମ ଯାଦବ

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଶେଷ ହୋଇଛି। ରତ୍ନଭଣ୍ଡାର ଖୋଲିବା ନେଇ ପ୍ରସ୍ତାବ ତାରିଖରେ ଉପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ମୋଡ଼ାଲିଟିଜ୍ ଫାଇନାଲ ହୋଇଛି। ରତ୍ନଭଣ୍ଡାର ତଦାରଖ କମିଟିର ଏସଓପି ଉପରେ…

ମହାନଦୀରୁ ବିରଳ ‘ବୁଧିଆ’ ମାଛ ଉଦ୍ଧାର

ସମ୍ବଲପୁର: ଜାଲରେ ପଡ଼ିଲା ଏକ ବିରାଟକାୟ ମାଛ। ସମ୍ବଲପୁରର ବୁର୍ଲାରେ ମହାନଦୀରୁ ଏହି ମାଛ ଉଦ୍ଧାର ହୋଇଛି। ଯାହାର ଓଜନ ୬୦ କେଜି ହେବ ବୋଲି ଜଣାପଡିଛି। ବୁର୍ଲା ସାଇଫନରୁ ଧରା ପଡ଼ିଥିବା ଏହି ମାଛର ନାମ ବୁଧିଆ ମାଛ ବୋଲି…

ସନ୍ଦେଶଖାଲି ମାମଲା; ରାଜ୍ୟର ବିନା ଅନୁମତିରେ ତଦନ୍ତ କରି ପାରିବନି CBI

ସନ୍ଦେଶଖାଲି ମାମଲାର ତଦନ୍ତ ଉପରେ ମମତା ବାନାର୍ଜୀ ସରକାରଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ବଡ଼ ବିଜୟ। ଏହି ମାମଲା ଉପରେ ରାଜ୍ୟ ସରକାର CBI ତଦନ୍ତକୁ ବିରୋଧ କରିଥିଲେ, ଯାହାକୁ ବୈଧ ଦର୍ଶାଇଛନ୍ତି ସର୍ବୋଚ୍ଚ ଅଦାଲତ। ରାଜ୍ୟର ବିନା ଅନୁମତିରେ ସନ୍ଦେଶଖାଲି ଯୌନ…

ପ୍ରଭୁଙ୍କ ପଡ଼ିଯିବା ଘଟଣା: ୩ଜଣିଆ କମିଟି ଗଠନ, ନିଳାଦ୍ରିବିଜେର ୧୦ ଦିନ ଭିତରେ ରିପୋର୍ଟ

ପୁରୀ: ପରିଚାଳନା କମିଟି ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା। ୧୪ରେ ରତ୍ନ ଭଣ୍ଡାର ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। କିନ୍ତୁ କେବେ ଖୋଲିବ ସେନେଇ ସରକାର ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ୧୪ ତାରିଖରେ…

ଏଲଏସିରେ ୧୦୮ କିଲୋଗ୍ରାମ ସୁନା ଜବତ: ଆଇଟିବିପି ଇତିହାସରେ ସବୁଠାରୁ ବଡ଼ ମାମଲା

ଲଦାଖ: ଇଣ୍ଡୋ-ତିବ୍ଦତିତୀୟ ସୀମା ପୋଲିସ (ଆଇଟିବିପି) ମଙ୍ଗଳବାର ପୂର୍ବ ଲଦାଖର ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲ୍ (ଏଲଏସି) ନିକଟନିଠାରୁ ୧୦୮ କିଲୋଗ୍ରାମ ସୁନା ବିସ୍କୁଟ ଜବତ କରିଛନ୍ତି। ଏହାର ମୂଲ୍ୟ ୮୪କୋଟି ଟଙ୍କା ହେବ ବୋଲି କୁହାଯାଉଛି। ସୁନା ସହିତ ଦୁଇ…

କାଲିର ଘଟଣାରୁ ଯାହା ଶିଖିବା କଥା ସେବାୟତ ଶିଖିଛନ୍ତି: ଗଜପତି

ପୁରୀ: ବଡ଼ଠାକୁର ପଡ଼ିଯିବା ଘଟଣା। ପରିଚାଳନା ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା। ଯାହା ଘଟିଲା ତାହା ସମସ୍ତଙ୍କୁ ମର୍ମାହତ କରିଛି । କାଲିର ଘଟଣାରୁ ଯାହା ଶିଖିବା କଥା ସେବାୟତ ଶିଖିଛନ୍ତି। ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେଥିପ୍ରତି…

କଶ୍ମୀରରେ ମୁସଲମାନ ଭୟଭୀତ ଅବସ୍ଥାରେ ଅଛନ୍ତି: ଫାରୁକ ଅବଦୁଲ୍ଲା

ଶ୍ରୀନଗର: ସୋମବାର ଦିନ ଜମ୍ମୁ-କଶ୍ମୀରର କାଥୁଆରେ ସେନା ଗାଡ଼ି ଉପରେ ହୋଇଥିବା ଆତଙ୍କବାଦୀଙ୍କ ଆକ୍ରମଣରେ ପାକିସ୍ତାନ ସଂପୃକ୍ତ ଥିବା ଜଣାପଡ଼ିଛି। ପାକ୍‌ ଆତଙ୍କବାଦୀବାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଘଟାଇଥିବା ଏହି ଆକ୍ରମଣରେ ଅନେକ ଆହତ ହୋଇଛନ୍ତି। ଏଥିରେ ୫ ଜଣ…

ବରର ବାପାଙ୍କ ଉପରେ ଚଢ଼ିଗଲା ବରଯାତ୍ରୀ ବସ୍, ବର ପିତାଙ୍କ ମୃତ୍ୟୁ

ନରସିଂହପୁର: ବାହାଘର ପ୍ରୋସେସନରେ ଅଘଟଣ। ପୁଅ ବାହାଘର ପ୍ରୋସେସନ୍‌ରେ ଚାଲିଗଲା ବାପାର ଜୀବନ। ପ୍ରୋସେସନ୍‌ ବେଳେ ବରଯାତ୍ରୀ ବସ୍ ଧକ୍କାରେ ବରର ବାପା ମୃତ।ନରସିଂହପୁର ଥାନା ଚତରାପଦା ଛକରେ ଚଢ଼ିଗଲା ବରଯାତ୍ରୀ ବସ୍। ସୂଚନା ଅନୁସାରେ, ବିବାହ ପାଇଁ ବରଯାତ୍ରୀ ଧରି…

୫ଟି ପ୍ରସ୍ତାବକୁ କ୍ୟାବିନେଟ୍‌ ମୋହର

ଭୁବନେଶ୍ବର: ଶେଷ ହେଲା ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ। ୫ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର। ବଢ଼ିଲା ସର୍ବନିମ୍ନ ମଜୁରୀ। ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚ କୁଶଳୀଙ୍କ ମଜୁରୀ ବଢ଼ିବା ଉପରେ ବାଜିଲା କ୍ୟାବିନେଟ୍ ମୋହର। ପୂର୍ବରୁ ଅଣକୁଶଳୀ ମଜୁରୀ…