ଅଗଷ୍ଟ ୩ ସୁଦ୍ଧା ପ୍ରତିଦିନ ସୁପ୍ରିମକୋର୍ଟରେ ଚାଲିବ ଲୋକ ଅଦାଲତ
ନୂଆଦିଲ୍ଲୀ: ସୁପ୍ରିମ୍ କୋର୍ଟ ଆଜି ନିଜର ପ୍ରଥମ ସ୍ବତନ୍ତ୍ର ଲୋକ ଅଦାଲତର ଶୁଭାରମ୍ଭ କରିଛନ୍ତି। ଏହି ଲୋକ ଅଦାଲତ ଜରିଆରେ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ସମସ୍ତ ମାମଲାର ଶୁଣାଣି ଖୁବ୍ ଶୀଘ୍ର କରିବାକୁ ଚେଷ୍ଟା କରୁଛନ୍ତି। ଆଜିଠାରୁ ଅଗଷ୍ଟ ୩ ତାରିଖ…