ଇନ୍ଷ୍ଟାଗ୍ରାମରେ ରିଲ୍ କରି ହସାଉଥିଲେ ଲୋକଙ୍କୁ, ନାଗସାପ କାମୁଡ଼ାରେ ଆଖି ବୁଜିଦେଲେ ଯୁବତୀ
ରାଜସ୍ଥାନର ଟୋଙ୍କ୍ ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଛି । ଇନଷ୍ଟାଗ୍ରାମରେ ରିଲ୍ କରି ଲୋକଙ୍କୁ ହସାଉଥିବା ଜଣେ ଯୁବତୀ ନାଗସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି । ଯୁବତୀଙ୍କୁ ନାଗସାପ ଦଂଶନ କରିଥିଲା । ଆଉ ନାଗ ଚୋଟରେ ସବୁଦିନ ପାଇଁ…