ତୃଟିଶୂନ୍ୟ ରଥଯାତ୍ରା ପରିଚାଳନା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଲେ ମୁଖ୍ୟମନ୍ତ୍ରୀ

ପୁରୀ: ରଥଯାତ୍ରାକୁ ନଜରର‌େ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାର‌େ ପୁରୀ ଟାଉନ ହଲଠାରେ ଆଜି ଅନୁଷ୍ଠିତ ହ‌ୋଇଯାଇଛି ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ। ଏହି ଅବସରରେ ସେ ରଥଯାତ୍ରାର ସୁପରିଚାଳନା ପାଇଁ ସମସ୍ତ ସେବାୟତଗଣ, ପ୍ରଶାସନ, ବିଭିନ୍ନ ସାମାଜିକ ସଂଗଠନ…

‘୮୦ରୁ ୮୦ ସିଟ୍ ଜିତିଲେ ବି ଇଭିଏମ୍‌ ଉପରେ ଭରସା ନାହିଁ’

'ଇଭିଏମ୍‌ ଉପରେ ଭରସା ନାହିଁ। କାଲି ନଥିଲା କି ଆଜି ବି ନାହିଁ। ୮୦ରୁ ୮୦ ସିଟ୍‌ ଜିତି ଗଲେ ବି ଇଭିଏମ୍‌ ଉପରେ ଭରସା ହେବ ନାହିଁ।' ଇଲେକ୍ଟ୍ରୋନିକ୍‌ ଭୋଟିଂ ମେସିନ୍‌ ତଥା ଇଭିଏମ୍‌କୁ ନେଇ ଆଜି ସାଂସଦରେ ଏଭଳି…

ସିଲ୍ ହେଲା ବଲ୍ଲେ ବଲ୍ଲେ ଢ଼ାବା

ଯାଜପୁର: ତାଲା ପଡ଼ିଲା ଯାଜପୁର ଧର୍ମଶାଳାର ବଲେ ବଲେ ଢାବାରେ। ବିନା କାଗଜପତ୍ରରେ ଏହି ଢାବା ବେଆଇନ ଭାବେ ଚାଲିଥିବା ଅଭିଯୋଗ ହେବା ପରେ ଖୋଳତାଡ ଆରମ୍ଭ ହୋଇଥିଲା । ଢ଼ାବାକୁ ସିଲ କରିବାକୁ ନୋଟିସ୍ କରିଥିଲେ ବିଡ଼ିଓ । ଆଜି…

ଚଳିତ ମାସ ହୋଇପାରେ NEET-PG Exam, ପରୀକ୍ଷାର ୨ ଘଣ୍ଟା ପୂର୍ବରୁ ତିଆରି ହେବ ପ୍ରଶ୍ନ

NEET-UG ପରୀକ୍ଷା ବିବାଦ ମଧ୍ୟରେ ସ୍ନାତକୋତ୍ତର ବା PG ପରୀକ୍ଷା ପାଇଁ ଆସିଛି ସୂଚନା। ଚଳିତ ମାସ କିମ୍ବା ଆସନ୍ତା ମାସ ମଧ୍ୟରେ NEET-PG ପରୀକ୍ଷା ହୋଇପାରେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ସବୁଠୁ ବଡ଼ କଥା ହେଉଛି କି, ସୂତ୍ରରୁ…

ବଢ଼ିଲା ଯୁକ୍ତ ଦୁଇ ନାମଲେଖା ଆବେଦନ ଅବଧି

ଭୁବନେଶ୍ୱର: ବଢ଼ିଲା +୨ ପ୍ରଥମ ବର୍ଷ ନାମଲେଖା ପାଇଁ ଆବେଦନ ଅବଧି। ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ନାମଲେଖା ଅବଧି ବୃଦ୍ଧି କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ । ପୂର୍ବରୁ ଆବେଦନର ଶେଷ ତାରିଖ ଜୁଲାଇ ୬ ଥିଲା ।…

ରାହୁଲ ଗାନ୍ଧୀ ଜଣେ ମିଥ୍ୟାବାଦୀ, ହିଂସ୍ର ଓ ଆତଙ୍କବାଦୀ: ମନମୋହନ ସାମଲ

ଭୁବନେଶ୍ବର: ରାହୁଲ ଗାନ୍ଧୀ ଲୋକସଭାରେ ହିନ୍ଦୁମାନଙ୍କୁ ହିଂସ୍ର ଓ ମିଛୁଆ କହିବାକୁ ନେଇ କଂଗ୍ରେସ ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସେ କହିଛନ୍ତି, କଂଗ୍ରେସ ୫୬ ବର୍ଷ ଦେଶକୁ ଶାସନ କରିଛି ତେଣୁ ସେମାନଙ୍କର ବିରୋଧୀ ଦଳରେ…

ରାଜ୍ୟରେ ୩ ହଜାର ଟଙ୍କାକୁ ବଢିବ ଭତ୍ତା, ଚାଲିଛି ପ୍ରସ୍ତୁତି: ସାମଜିକ ସୁରକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଜନତାଙ୍କ ପାଇଁ ଖୁସି ଖବ। ଏଣିକି ବଢିବ ଭତ୍ତା ଟଙ୍କା। ଭତ୍ତା ଟଙ୍କାକୁ ୩୦୦୦ ଟଙ୍କାକୁ ବୃଦ୍ଧି କରାଯିବ। ଏନେଇ ସାମଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଘୋଷଣା କରିଛନ୍ତି। ମଧୁବାବୁ ପେନସନ ଯୋଜନାରେ ବୃଦ୍ଧବୃଦ୍ଧା, ବିଧବା, ଦିବ୍ୟାଙ୍ଗ ଭତ୍ତା…

ଜମ୍ମୁ କଶ୍ମୀରରେ ଜନମତ ସଂଗ୍ରହ ଦାବି ଏକ ଅପରାଧ: UAPA ନ୍ୟାୟାଧିକରଣ

ଜମ୍ମୁ କଶ୍ମୀରରେ ଜନମତ ସଂଗ୍ରହ ପାଇଁ ଦାବି କରିବା କିମ୍ବା 'ଆତ୍ମନିର୍ଭରଶୀଳତାର ଅଧିକାର' ପାଇଁ ଓକିଲାତି କରିବା ଏକ ଅପରାଧ ବୋଲି UAPA ନ୍ୟାୟାଧିକରଣ କହିଛନ୍ତି। UAPA ନ୍ୟାୟାଧିକରଣ ଏକ ଆଦେଶରେ କହିଛନ୍ତି ଯେ, ଜମ୍ମୁ କଶ୍ମୀରରେ ଜନମତ ସଂଗ୍ରହ ପାଇଁ ଦାବି କରିବା କିମ୍ବା…

ରାଷ୍ଟ୍ରପତିଙ୍କ ଗସ୍ତ ଅଞ୍ଚଳ ନୋ ଡ୍ରୋନ୍‌ ଜୋନ୍‌ ଘୋଷିତ

ଭୁବନେଶ୍ୱର: ଆସନ୍ତା ୬ ତାରିଖରେ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୬ ତାରିଖ ସନ୍ଧ୍ୟାରେ ଆସି ୯ ତାରିଖ ପର୍ଯ୍ୟନ୍ତ ରହିବେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ମନୋଜ…

ଶେଷ ପର୍ଯ୍ୟାୟରେ ତିନି ରଥ ନିର୍ମାଣ କାର୍ଯ୍ୟ

ପୁରୀ : ପୁରୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ଶେଷ ପର୍ଯ୍ୟାୟରେ ତିନି ରଥ ନିର୍ମାଣ କାର୍ଯ୍ୟ  l ଶେଷ ସ୍ପର୍ଶ ଦେଉଛନ୍ତି କାରିଗର  l ବର୍ତ୍ତମାନ ସୁଦ୍ଧା ତିନି ରଥର ପ୍ରଭା ନିର୍ମାଣ ଶେଷ ହେବା ସହ ତିନିରଥ ର ଦୁଆର…