ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍କୁ ଅଟକାଇଲେ ମହିଳା
ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱରର ବିଚ୍ ରାସ୍ତାରେ ଜଣେ ମହିଳା ହାଇଡ୍ରାମା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍କୁ ପଶି ଆସିଲେ। ଆଉ ପ୍ରତିବାଦ କରିଥିଲେ। ତେବେ ପ୍ରତିବାଦ କରିଥିବା ମହିଳା କିଏ ଓ କ’ଣ ପାଇଁ କାର୍କେଡ୍କୁ ପଶି ଆସିଲେ, ତାହା ଜଣାପଡ଼ି…