ତିନି ଲକ୍ଷ ପାଇଁ ନିଜ ଅପହରଣର ନାଟକ ରଚିଥିଲା ଅଭିଯୁକ୍ତ

ନୂଆପଡା: ନିଜ କାହାଣୀର ନିଜେ ନାୟକ ଏବଂ ନିଜେ ହିଁ ଖଳନାୟକ । ଟଙ୍କା ପାଇଁ ନିଜେ ରଚିଥିଲେ ନିଜର ଅପହରଣ । ବାପାଙ୍କ ପାଖକୁ ୩ ଲକ୍ଷ ଟଙ୍କା ଆଦାୟ କରିବା ପାଇଁ ନିଜେ ନିଜର ଅପହରଣ ନାଟକ ରଚିଥିଲେ…

ଜୁନ ୨୫ ଏଣିକି ‘ସମ୍ବିଧାନ ହତ୍ୟା ଦିବସ’

ଏଣିକି ପ୍ରତିବର୍ଷ ଜୁନ ୨୫କୁ ଦେଶରେ ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯିବ। ଏ ସମ୍ପର୍କରେ ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ ଘୋଷଣା କରିଛନ୍ତି। ଏଥିସହ ଏନେଇ ଭାରତ ସରକାରଙ୍କ ପକ୍ଷରୁ ଗୋଟିଏ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୭୫ ମସିହା…

୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଯୋଗାଣ ଅଧିକାରୀଙ୍କୁ ମାଡିବସିଲା ଭିଜିଲାନ୍ସ

ବଲାଙ୍ଗୀର: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ ଯୋଗାଣ ଅଧିକାରୀ । ବଲାଙ୍ଗୀର ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଭାକର ପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ । ଜଣେ ରାଇସ୍ ମିଲର୍ସଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ…

ୟୁକ୍ରେନ ଲୋକେ ନିଜ ହାତଗୋଡ଼ ଭାଙ୍ଗିବା ପାଇଁ ଡାକ୍ତରଙ୍କ ପାଖରେ ଦେଉଛନ୍ତି ଲମ୍ବା ଲାଇନ

କିଭ୍: ରୁଷିଆ ସହିତ ଯୁଦ୍ଧ ମଧ୍ୟରେ ୟୁକ୍ରେନରେ ଏକ ଅଦ୍ଭୁତ ଧାରା ଦେଖାଯାଉଛି। ଏଠାରେ ଅନେକ ଲୋକେ ନିଜ ହାତ ଓ ଗୋଡ଼ ଭାଙ୍ଗିବା ପାଇଁ ଡାକ୍ତରଙ୍କ ପାଖରେ ଲମ୍ବା ଲାଇନ ଦେଉଛନ୍ତି। ଏହା ସହିତ ଟେଲିଗ୍ରାମରେ ଅନେକ ବିଜ୍ଞାପନ ମଧ୍ୟ…

ବିଜେଡି ହିଁ ବିଜେଡିକୁ ହରାଇଛି: ନୃସିଂହ ସାହୁ

ଭୁବନେଶ୍ୱର: ବିଜେଡି ପରାଜୟକୁ ନେଇ ନୃସିଂହ ସାହୁଙ୍କ ବିସ୍ଫୋରକ ବୟାନ। ବିଜେଡି ହିଁ ବିଜେଡିକୁ ହରାଇଛି ବୋଲି କହିଲେ ନୃସିଂହ। ବିଭିନ୍ନ ଜାଗାରେ ମୂଷା ରହିଥିଲେ, ସେଥିପାଇଁ ହାରିଲୁ ବୋଲି କହିଛନ୍ତି ନୃସିଂହ ସାହୁ । ନୃସିଂହ କହିଛନ୍ତି ଯେ, ବହୁତ…

ମହାରାଷ୍ଟ୍ରରେ ହୋଟେଲ ରାଜନୀତି : ନିଜ ନିଜ ବିଧାୟକଙ୍କୁ ଲୁଚାଇବା ପରେ ଏବେ ଭୋଟିଂ ଜାରି

ମୁମ୍ବାଇ: ମହାରାଷ୍ଟ୍ର ବିଧାନ ପରିଷଦର ୧୧ଟି ଆସନ ପାଇଁ ଶୁକ୍ରବାର ନିର୍ବାଚନ ହେଊଛି। ଶାସକ ଦଳ ତଥା ସହଯୋଗୀ ଦଳ ସହିତ ବିରୋଧୀ ମହା ବିକାଶ ଅଘାଡି (ଏମଭିଏ) ନିଜ ନିଜ ବିଧାୟକଙ୍କୁ ଲୁଚାଇବାରେ ବ୍ୟସ୍ତ ଅଛନ୍ତି। ନିର୍ବାଚନରେ ​​କ୍ରସ-ଭୋଟିଂକୁ ଭୟ…

ଓସିଏ ସଭାପତି ପଦରୁ ପ୍ରଥମେ ବବି ଦାସ ଇସ୍ତଫା ଦେବା ଉଚିତ୍: ସମୀର ଦେ

ଭୁବନେଶ୍ବର: ଓସିଏରୁ ବବି ଦାସଙ୍କ ଇସ୍ତଫା ଦାବି କଲେ ସମୀର ଦେ। ଫାଓ ସଭାପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ପରେ ଏଭଳି ଏକ ଦାବୀ କରିଛନ୍ତି ସମୀର। ସମୀର କହିଛନ୍ତି ଯେ, ଓସିଏ ସଭାପତି ପଦରୁ ପ୍ରଥମେ ବବି ଦାସ…

ଆମେ ସଂକଳ୍ପପତ୍ରରେ ଥିବା ପ୍ରତିଶ୍ରୁତି ପାଳନ କରିବୁ, ଆମ ପାଇଁ ଚ୍ୟାଲେଞ୍ଜ କିଛି ନାହିଁ: ପୃଥୀରାଜ ହରିଚନ୍ଦନ

ଭୁବନେଶ୍ବର: ସରକାରକୁ ମାସେ ପୂରିଲା। ଆମେ ୧୦୦ ଦିନର ମାପଦଣ୍ଡରେ ସଂକଳ୍ପ ପତ୍ରରେ ଥିବା ପ୍ରତିଶ୍ରୁତି ପାଳନ କରିବୁ। ଆମ ପାଇଁ ଚ୍ୟାଲେଞ୍ଜ କିଛି ହେବ ନାହିଁ। ଏଭଳି ଦୃଢ଼ୋକ୍ତି କରିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ଶ୍ରୀ ହରିଚନ୍ଦନ କହିଛନ୍ତି,…

ଗତ ବର୍ଷ ତୁଳନାରେ ଏବର୍ଷ ବେଶୀ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ରାଜ୍ୟରେ ଏଯାବତ୍ ମୋଟ ୫୧୬ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ। ଗତବର୍ଷ ୨୭୮ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଚଳିତ ବର୍ଷ ୫୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର।…

ରାଜଧାନୀର ବାର୍ ମାଲିକଙ୍କୁ ଚେତାବନୀ, ବିଳମ୍ବିତ ରାତି ଯାଏଁ ଖୋଲା ରହିଲେ ହେବ ଲାଇସେନ୍ସ ରଦ୍ଦ

ଭୁବନେଶ୍ୱର : ବାର୍ ମାଲିକଙ୍କୁ ଅବକାରୀ ବିଭାଗର ଚେତାବନୀ । ନିୟମ ଉଲ୍ଲଂଘନ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଦରକାର ପଡ଼ିଲେ ଲାଇସେନ୍ସ ରଦ୍ଦ କରିବାକୁ ବି ପଛାଇବ ନାହିଁ । ଅବକାରୀ ବିଭାଗ। ଏଭଳି ଚେତାବନୀ ଦେଇଛି ରାଜ୍ୟ ଅବକାରୀ ବିଭାଗ।…