ଆଳୁ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ଓଡିଶାରେ ଆଳୁ ଦର ହୁ ହୁ ହୋଇ ବଢିବା ପରେ ବିରୋଧୀଦଳର ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ଚିଠି ଲେଖିଛନ୍ତି।ଏହି ଅତ୍ୟାବଶ୍ୟକ ସାମଗ୍ରୀର ସୁପରିବହନ କରିବାକୁ ଚିଠିରେ ଅନୁରୋଧ କରିଛନ୍ତି। ନବୀନ…

୧୧ ଓଭରରେ ମ୍ୟାଚ୍ ଜିତି ଏସିଆ କପ୍ ଫାଇନାଲରେ ପହଞ୍ଚିଲା ଭାରତ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଦଳ ଏସିଆ କପ୍ ଟି -୨୦ ୨୦୨୪ର ଫାଇନାଲରେ ପ୍ରବେଶ କରିଛି | ହରମାନପ୍ରୀତ କୌରଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଶୁକ୍ରବାର ସେମିଫାଇନାଲରେ ବାଂଲାଦେଶକୁ ୧୦ ୱିକେଟରେ ପରାସ୍ତ କରିଛି। ଟିମ୍ ଇଣ୍ଡିଆ ପ୍ରଥମେ ବୋଲିଂରେ…

ଜମ୍ମୁରେ ହାଇ ଆଲର୍ଟ ଜାରି, ଆର୍ମି ସ୍କୁଲ୍ ଛୁଟି ଘୋଷଣା

କିଛି ଦିନ ହେବ ସୀମାରେ ଆତଙ୍କୀ ହମଲା ଜାରି ରହିଛି। ଏହାରି ମଧ୍ୟରେ ଜମ୍ମୁରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ସୂଚନା ଅନୁସାରେ, ପଞ୍ଜାବର ପଠାନକୋଟ ଜିଲ୍ଲାର ଜଣେ ମହିଳା ଉକ୍ତ ଅଞ୍ଚଳରେ…

ବିଧାନସଭାରେ ଉଠିଲା ଭୂତ ରାସନକାର୍ଡ ପ୍ରସଙ୍ଗ

ଭୁବନେଶ୍ବର: ବିଧାନସଭା ଶୂନ୍ୟକାଳରେ ଉଠିଲା ଭୂତ ରାସନ କାର୍ଡ ହିତାଧିକାରୀ ପ୍ରସଙ୍ଗ। ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଛନ୍ତି। ରାଜ୍ୟରେ ୨୫ ଲକ୍ଷ ଭୂତ କାର୍ଡ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ସେ…

ବଦଳିଲା ରାହୁଲ ଗାନ୍ଧୀଙ୍କ ଘରର ଠିକଣା

ଲୋକସଭାରେ ବିରୋଧୀ ଦଳର ନେତା ତଥା ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦିଲ୍ଲୀରେ ପୁଣି ଥରେ ନିଜର ଠିକଣା ବଦଳାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ରାହୁଲଙ୍କୁ ସୁନହରୀବାଗ ରୋଡ୍‌ରେ ଏକ ନୂତନ ବଙ୍ଗଳା ଅଫର୍‌ କରିଛନ୍ତି । କେବଳ…

ଏମସିଏଲ ଅଧିକାରୀଙ୍କୁ ଦୁର୍ବ୍ଯବହାର ଅଭିଯୋଗ, ବିଜେଡି ନେତ୍ରୀଙ୍କ ସମେତ ୪ ଗିରଫ

ଝାରସୁଗୁଡା: ମହାନଦୀ କୋଲଫିଲ୍ଡସ ଲିମିଟେଡ (ଏମସିଏଲ) ର ଜଣେ ଅଧିକାରୀଙ୍କୁ ଜୋତା ଫିଙ୍ଗିବା ଅଭିଯୋଗରେ ପୋଲିସ ଶୁକ୍ରବାର ଦିନ ବିଜେଡି ନେତ୍ରୀ ତଥା ପୂର୍ବତନ ସରପଞ୍ଚ ପାର୍ବତୀ ବେହେରାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ଏହି ଘଟଣା ଲଖନପୁର ବ୍ଲକର…

ଅଗ୍ନିବୀରଙ୍କ ପାଇଁ ଯୋଗୀଙ୍କ ବଡ଼ ଘୋଷଣା, ଉତ୍ତରପ୍ରଦେଶ ପୁଲିସରେ ମିଳିବ ନିଯୁକ୍ତି

ଲକ୍ଷ୍ନୌ: ଅଗ୍ନିବୀରଙ୍କୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଅଗ୍ନିବୀରଙ୍କୁ ସଂରକ୍ଷଣ ଦେବେ ରାଜ୍ୟ ସରକାର । ସେମାନଙ୍କୁ ୟୁପି ପୁଲିସ ଏବଂ ପିଏସିରେ ସଂରକ୍ଷଣର ସୁବିଧା ଦିଆଯିବ । ଯୋଗୀ କହିଛନ୍ତି ଯେ ଅଗ୍ନିବୀରମାନଙ୍କୁ…

ଅନଲାଇନ ଗେମରୁ କୋଟିପତି; ଘରେ ପଶିଲା ଇଡି

ଅନଲାଇନ୍ ଗେମ ଖେଳି କୋଟି କୋଟି ଟଙ୍କା ରୋଜଗାର କରୁଥିଲେ। ବ୍ୟାଙ୍କ ଆକାଉଣ୍ଟରେ କୋଟିକୋଟି ଟଙ୍କା କାରବାରକୁ ନେଇ ୬ଜଣଙ୍କ ଘରେ ଚଢ଼ାଉ କରିଛି ଇଡି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ବଡ଼ଗୋଗୁଆ ଗାଁରେ ରହୁଥିବା ୬ଜଣଙ୍କ ଘରେ ଇଡି…

ଜୁଲାଇ ୨୯ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରେ ବନ୍ଦ ରହିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି। ଏବେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଜାରି ରହିଥିବାରୁ ଆସନ୍ତା ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ…

ବିଲକୁ ନେଇ ରାଜ୍ୟ-ରାଜ୍ୟପାଳ ବିବାଦ; କେନ୍ଦ୍ରକୁ ନୋଟିସ୍ ପଠାଇଲେ ସୁପ୍ରିମକୋର୍ଟ

କେରଳ ଓ ପଶ୍ଚିମବଙ୍ଗ ସରକାର ଏବଂ ସେମାନଙ୍କ ରାଜ୍ୟପାଳଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ନେଇ କେନ୍ଦ୍ର ସରକାରଙ୍କୁ ନୋଟିସ୍ ପଠାଇଛନ୍ତି ସୁପ୍ରିମକୋର୍ଟ। ବିଧାନସଭାରେ ବିଲ୍ ପାରିତ ହେବା ସତ୍ତ୍ୱେ ରାଜ୍ୟପାଳ ଅନୁମୋଦନ ଦେଉନଥିବା ଅଭିଯୋଗ କରି ଏହି ଦୁଇ ରାଜ୍ୟ ସରକାର…