ଗଡ଼ିଲାନି ସିଦ୍ଧ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ବଜ ରଥ
କେନ୍ଦ୍ରାପଡା : ଗଡ଼ିଲାନି ସିଦ୍ଧ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ବଜ ରଥ। ପହଣ୍ଡି ପରେ ରଥାରୁଢ଼ ନୀତି ସମ୍ପନ୍ନ। ସନ୍ଧ୍ୟା ହେବାରୁ ରଥ ଗଡ଼ିଲାନି। ଆସନ୍ତାକାଲି ନୀତିକାନ୍ତି ପରେ ଦିନ ୨ଟାରୁ ରଥ ଟଣା ଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। କେନ୍ଦ୍ରାପଡ଼ା…