ବିଲକିସ୍‌ ବାନୋ ମାମଲା: ଦୋଷୀଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ବହୁ ଚର୍ଚ୍ଚିତ ୨୦୦୨ ମସିହା ଗୁଜରାଟ ଦଙ୍ଗା ପୀଡ଼ିତ ବିଲକିସ୍‌ ବାନୋ ମାମଲାର ଦୁଇ ଦୋଷୀ ରାଧେଶ୍ୟାମ ଓ ରାଜୁ ଭାଇକୁ ବଡ଼ ଝଟକା ଦେଇଛନ୍ତି ସୁପ୍ରିମକୋର୍ଟ। ଉଭୟ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲେ ହେଁ ସର୍ବୋଚ୍ଚ ଅଦାଲତ ଏହାକୁ…

ଲାକ୍ଷାଦ୍ୱୀପରେ ନିର୍ମାଣ ହେବ ୨ଟି ସାମରିକ ଏୟାରଫିଲ୍ଡ

ଲାକ୍ଷାଦ୍ୱୀପର ଅଗାତି ଓ ମିନିକୋୟ ଆଇଲାଣ୍ଡ୍‌ରେ ଦୁଇଟି ନୂତନ ଏୟାରଫିଲ୍ଡ ନିର୍ମାଣ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପରେ ଭାରତ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଅଗାତିଠାରେ ଥିବା ପୁରୁଣା ରନୱେକୁ ସୁଧୁରାଯାଇ ଏହାକୁ ବୃଦ୍ଧି କରାଯିବ…

ଯୋଗୀଙ୍କୁ ବମ୍‌ରେ ଉଡ଼ାଇବାକୁ ଧମକ ଦେଇଥିଲେ ଯୁବକ, ଉଠାଇ ନେଲା ପୁଲିସ୍‌

ରାତାରାତି ଫେମସ୍‌ ହେବା ପାଇଁ ଯୁବକ ଘଟାଇଲେ ଅଜବ କାଣ୍ଡ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥଙ୍କୁ ବମ୍‌ରେ ଉଡ଼ାଇଦେବାକୁ ଦେଇଦେଲେ ଖୁଲମଖୁଲା ଧମକ । ଫଳରେ ଫେମସ୍‌ ହେବା ପରିବର୍ତ୍ତେ ଯୁବକଜଣକ ଏବେ ଜେଲ୍‌ ଚାରିକାନ୍ଥରେ ଦିନ କାଟୁଛନ୍ତି। ଏପରି ଅଭାବନୀୟ…

ଦିଲ୍ଲୀ ସରକାର ମାଗିଲେ ୧୦ ହଜାର କୋଟି ଟଙ୍କା, କେନ୍ଦ୍ର ବଜେଟ୍‌ ପୂର୍ବରୁ ଏହି ଦାବି ରଖିଲେ ଅର୍ଥମନ୍ତ୍ରୀ ଆତିଶୀ

ଜାତୀୟ ରାଜଧାନୀର ବିକାଶ ପାଇଁ କେନ୍ଦ୍ର ସରକାରଙ୍କଠାରୁ ୧୦,୦୦୦ କୋଟି ଟଙ୍କା ମାଗିଛନ୍ତି ଦିଲ୍ଲୀ ସରକାରଙ୍କ ଅର୍ଥମନ୍ତ୍ରୀ ଆତିଶୀ । ସେ କହିଛନ୍ତି ଯେ ଦିଲ୍ଲୀରୁ କେନ୍ଦ୍ର ସରକାରଙ୍କୁ ୨ ଲକ୍ଷ କୋଟି ଟଙ୍କାର ଟିକସ ମିଳୁଛି, କିନ୍ତୁ ଏହାର ପ୍ରତିବଦଳରେ…

ବଢ଼ିଲା ଆଇଏଏସ ପୂଜା ଖେଡକରଙ୍କ ଅଡ଼ୁଆ, ମାମଲା ରୁଜ୍ଜୁ କଲା ୟୁପିଏସସି

ନୂଆଦିଲ୍ଲୀ: ଆଇଏଏସ୍ ପୂଜା ଖେଡକରଙ୍କ ସମସ୍ୟା ବଢ଼ିଛି। ଆଇଏଏସ୍ ଅଫିସର ପୂଜା ଦିଲ୍ଲୀପ ଖେଡକରଙ୍କ ବିରୋଧରେ ସଂଘ ଲୋକସେବା ଆୟୋଗ ବା ୟୁପିଏସସି ଏକ  ମାମଲା ରୁଜୁ କରିଛି। ଜାଲିଆତି ଅଭିଯୋଗରେ ମାମଲା ରୁଜୁ କରାଯିବା ସହ ତାଙ୍କର ଆଇଏଏସ ପଦ…

ବୈଜୟନ୍ତ ପଣ୍ଡା ହେଲେ ପାର୍ଲାମେଣ୍ଟ ବିଜନେସ୍ ଆଡଭାଇଜରୀ କମିଟି ସଦସ୍ୟ

ସଂସଦର ବିଜନେସ ଆଡଭାଇଜରୀ କମିଟି ପାଇଁ ମନୋନୀତ ହେଲେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ବିଭିନ୍ନ ଦଳର ୧୪ ଜଣ ସାଂସଦଙ୍କୁ କମିଟି ପାଇଁ ମନୋନୀତ କରିଛନ୍ତି ବାଚସ୍ପତି ଓମ୍ ବିର୍ଲା। ଯେଉଁଥିରେ ଓଡ଼ିଶାରୁ କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ…

ନିଟ-ୟୁଜି ପ୍ରଶ୍ନପତ୍ର ଘୋଟାଲା ମାମଲା; ୪ ଡାକ୍ତରୀ ଛାତ୍ର ଗିରଫ

ନିଟ-ୟୁଜି ପ୍ରଶ୍ନପତ୍ର ଘୋଟାଲା ମାମଲାରେ ୪ ଜଣ ଡାକ୍ତରୀ ଛାତ୍ରଙ୍କୁ ଗିରଫ କରିଛି ସିବିଆଇ। ସଂପୃକ୍ତ ଅଭିଯୁକ୍ତମାନେ ବିହାର ପାଟନା ଏମ୍ସର ଡାକ୍ତରୀ ଛାତ୍ରମାନେ ବୋଲି ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ୪ ଡାକ୍ତରୀ ଛାତ୍ର ଏମବିବିଏସ୍ ତୃତୀୟ ବର୍ଷର…

ଗଛରେ ପିଟିହେଲା ଆମ୍ବୁଲାନ୍ସ; ରୋଗୀ ମୃତ, ୩ ଗୁରୁତର

ଯାଜପୁର: ଭାରସାମ୍ୟ ହରାଇ ଗଛରେ ପିଟିହେଲା ଆମ୍ବୁଲାନ୍ସ। ଦୁର୍ଘଟଣାରେ ଜଣେ ରୋଗୀର ମୃତ୍ୟୁ ଘଟିଥିବା ବେଳେ ଆମ୍ବୁଲାନ୍ସ ଡ୍ରାଇଭର ସମେତ ୩ ଗୁରୁତର ଆହତ ହୋଇଛନ୍ତି। ଯାଜପୁର ଜିଲ୍ଳା ବିଞ୍ଝାରପୁର ଥାନା ଅନ୍ତର୍ଗତ ବରହମପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ…

ଓଡ଼ିଶାରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ, ଯୋଗ ଦେଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ପୁରୀ: ପଦାଧିକାରୀ ବୈଠକ ପରେ ପୁରୀରେ ଆରମ୍ଭ ହୋଇଛି ବିଜେପିର କାର୍ଯ୍ୟକାରିଣୀ ବୈଠକ। ଏହାକୁ ଉଦଘାଟନ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ ଓ ବିଭିନ୍ନ ପଦାଧିକାରୀ ଏହି ବୈଠକରେ ଯୋଗ…

ଭିମସାରରେ ଯୁବତୀଙ୍କ ଅସ୍ତ୍ରୋପଚାର: ମୁଣ୍ଡ ଭିତରୁ ବାହାର କରାଗଲା ୭୩ଟି ଇଞ୍ଜେକେସନ ଛୁଞ୍ଚି

ବଲାଙ୍ଗୀର : ମୁଣ୍ଡ ଭିତରୁ ବାହାରିଲା ପୁଳା ପୁଳା ଛୁଞ୍ଚି । ଯିଏ ଦେଖୁଛି ସିଏ ହତବାକ୍ । ଗୋଟିଏ କି ଦୁଇଟି ନୁହେଁ ଖପୁରୀ ଭିତରେ ଖଞ୍ଜା ହୋଇଥିଲା ୭୩ଟି ଇଞ୍ଜେକସନ୍ ଛୁଞ୍ଚି । ଅନ୍ଧବିଶ୍ୱାସର ଅଭାବନୀୟ କାହାଣୀ, ଆଉ…