ସିମ୍‌ ବକ୍ସରେ ଲାଗିଥିଲା ସ୍ମାର୍ଟ ସୁଇଚ୍‌, ଢାକାରୁ ଅପରେଟ୍‌ କରୁଥିଲା ଆସାଦୁର

ଭୁବନେଶ୍ବର :ଧୀରେ ଧୀରେ ଖୋଲିବାରେ ଲାଗିଛି ସିମ୍‌ ବକ୍ସ ପଛର ସାଂଘାତିକ ତଥ୍ୟ। ସ୍ମାର୍ଟ ସୁଇଚ୍‌ ଦ୍ୱାରା ହେଉଥିଲା ସିମ୍‌ ବକ୍ସ କଣ୍ଟ୍ରୋଲ। ଢାକାରେ ବସି ଆସାଦୁର ଭୁବନେଶ୍ୱର ଓ ରାଞ୍ଚିରେ ବସିଥିବା ସିମ୍‌ ବକ୍ସକୁ ଅପରେଟ୍‌ କରିବା ସହ କଣ୍ଟ୍ରୋଲ…

ଚିକିଟି ମଦ ମୃତ୍ୟୁ; RDC ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ

ଭୁବନେଶ୍ବର : ଚିକିଟି ମଦ ମୃତ୍ୟୁ ଘଟଣାରେ RDC ସ୍ତରୀୟ ତଦନ୍ତ ପାଇଁ ଆଜି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଗତ ୨ ଦିନ ଧରି ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀ ଦଳ ହଟ୍ଟଗୋଳ ଜାରି ରଖିଛନ୍ତି।…

୧୦ ମାସରେ ଲକ୍ଷ୍ମୀ ବସ୍‌ ପାଇଁ କ୍ଷତି ହେଲାଣି ୩୭୪ କୋଟି ଟଙ୍କା

ଭୁବନେଶ୍ବର : ଘୋଡ଼ା ୬ ଟଙ୍କାକୁ ଦାନା ୯ ଟଙ୍କା। ମାତ୍ର ୧୦ ମାସ ମଧ୍ୟରେ ଲକ୍ଷ୍ମୀ ବସ୍‌ ପରିଚାଳନାରେ କ୍ଷତି ହେଲାଣି ୩୭୪ କୋଟି ଟଙ୍କା। ଆଖି ତରାଟିଲା ଭଳି ଏହି ତଥ୍ୟ ସାମନାକୁ ଆସିଛି ବିଧାନସଭାରେ ପରିବହନ ମନ୍ତ୍ରୀଙ୍କ…

ବିଜେଡିକୁ ଚକ୍‌ମା ଦେଲା ବିଜେପି; ଖଲ୍ଲିକୋଟ ବ୍ଲକକୁ ହାତେଇଲା

ଖଲ୍ଲିକୋଟ : ଗଞ୍ଜାମ ରାଜନୀତି ସରଗରମ ହୋଇଛି। ଆଜି ହୋଇଥିବା ଉପନିର୍ବାଚନରେ ବିଜେଡିକୁ ଚକ୍‌ମା ଦେଇଛି ବିଜେପି। ଆଉ ଖଲ୍ଲିକୋଟ ବ୍ଲକକୁ ହାତେଇଛି। ପୂର୍ବତନ ବିଜେଡି ବିଧାୟକଙ୍କ ସ୍ୱାମୀଙ୍କୁ ପରାସ୍ତ କରି ବିଜେପି ଉଡାଇଛି ବିଜୟ ବାନା। ଖଲ୍ଲିକୋଟ ବ୍ଲକ୍‌ରେ ମୋଟ…

ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ୬ଟି ଗେଟ୍‌

ଭୁବନେଶ୍ବର : ଗତ କିଛି ଦିନ ହେବ ରାଜ୍ୟରେ ନିରନ୍ତର ବର୍ଷା ଲାଗି ରହିଛି | ସେପଟେ ଉପରମୁଣ୍ଡରେ ବର୍ଷା କାରଣରୁ ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଗୁରୁବାର ହୀରାକୁଦ ଡ୍ୟାମ୍‌ର ୬ଟି ଗେଟ୍‌…

ଉତ୍କଳ ବିଶ୍ବବିଦ୍ୟାଳୟରେ ‘ଭାରତୀୟ ଶିଳାଲେଖ ଏବଂ ପୁରାତନ ଲିପି ସମ୍ବନ୍ଧରେ ଜାତୀୟ କର୍ମଶାଳା

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାଚୀନ ଭାରତୀୟ ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱ ବିଭାଗ ଆନୁକୂଲ୍ୟରେ ‘ଭାରତୀୟ ଶିଳାଲେଖ ଏବଂ ପୁରାତନ ଲିପି’ ସମ୍ବନ୍ଧରେ ଏକ ଜାତୀୟ କର୍ମଶାଳା ଆରମ୍ଭ ହୋଇଛି। ଅଗଷ୍ଟ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କର୍ମଶାଳାରେ…

ମୁଁ ବି ହସ୍ପିଟାଲ ଚଟାଣ ଉପରେ ଶୋଇଥିଲି: CJI

ନୂଆଦିଲ୍ଲୀ : 'ମୋତେ ବି ଦିନେ ସରକାରୀ ହସ୍ପିଟାଲର ଚଟ୍ଟାଣ ଉପରେ ଶୋଇବାକୁ ପଡିଥିଲା। ମୋର ଜଣେ ସମ୍ପର୍କୀୟ ଅସୁସ୍ଥ ଥିଲେ।' କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଏଭଳି କିଛି କହିଛନ୍ତି ପ୍ରଧାନ…

‘ଜମ୍ମୁ-କଶ୍ମୀର ସହ ରକ୍ତ ସମ୍ପର୍କ ଅଛି… ସେମାନଙ୍କ ଯନ୍ତ୍ରଣା ଦୂର କରିବା ମୋର ଲକ୍ଷ୍ୟ’

ଶ୍ରୀନଗର : ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପରେ ଜମ୍ମୁ-କଶ୍ମୀରରେ ପ୍ରଚାର ଆରମ୍ଭ କରିଛି କଂଗ୍ରେସ। ଆଜି କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଶ୍ରୀନଗର ଗସ୍ତ କରି ଜନସାଧାରଣଙ୍କୁ ସମ୍ବୋଧିତ…

ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟରୁ A1, A2 ଲେବଲ୍ ହଟାଇବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଏଣିକି ଆଉ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟରେ ରହିବନି ଲେବଲ୍। ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ପ୍ୟାକେଟରେ A1 ଓ A2 ଲେବଲ୍ ଲେଖିବାକୁ ବାରଣ କରିଛି ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI)। ସମସ୍ତ…

ଆତଙ୍କୀ ସେଲ୍‌ର ପର୍ଦ୍ଦାଫାସ, ଭାରତ ବିରୋଧରେ ଚାଲିଥିଲା ଷଡ଼ଯନ୍ତ୍ର

ନୂଆଦିଲ୍ଲୀ : କୁଖ୍ୟାତ ଆତଙ୍କୀ ସଂଗଠନ ଅଲକାଏଦା ଦ୍ୱାରା ଅନୁପ୍ରାଣିତ ହୋଇ ଭାରତରେ ଚାଲିଥିବା ଗୋଟିଏ ଆତଙ୍କୀ ସେଲର ପର୍ଦ୍ଦାଫାସ ହୋଇଛି। ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍‌ ଟେରର ମଡ୍ୟୁଲର ଫର୍ଦ୍ଦାଫାସ କରି ୧୪ ଜଣଙ୍କୁ ଗିରଫ କରିଛି। ଝାରଖଣ୍ଡ, ରାଜସ୍ଥାନ…