ଔଷଧ ତିଆରି କମ୍ପାନୀ ବିସ୍ଫୋରଣ ଘଟଣା; ୪ ମୃତ, ୨୦ ଆହତ

ଆନ୍ଧ୍ରପ୍ରଦେଶର ଅନାକାପଲ୍ଲେ ଏସେନ୍ସିଆ ଔଷଧ ତିଆରି କମ୍ପାନୀ ବିସ୍ଫୋରଣ ଘଟଣାରେ ଚାରି ଜଣଙ୍କ ମୃତ୍ୟୁ। ସଦ୍ୟତମ ରିପୋର୍ଟ ଅନୁସାରେ, ଏହି ବିସ୍ଫୋରଣରେ ଏଯାବତ୍ ଚାରି ଜଣଙ୍କ ଜୀବନ ଯାଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଏନେଇ ଅନାକାପଲ୍ଲେ ଏସପି ଦୀପିକା…

ମମତାଙ୍କ ପରେ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ଜଗନ୍ନାଥ

ଭୁବନେଶ୍ବର: ମମତାଙ୍କ ପରେ ଜଗନ୍ନାଥ । ରାଜ୍ୟସଭା ଉପ ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ ।  ବିଜେପି ବିଧାୟକଙ୍କ ଉପସ୍ଥିତିରେ ଦାଖଲ କଲେ ନାମାଙ୍କନ ପତ୍ର । ତାଙ୍କ ନାମାଙ୍କନରେ ପ୍ରସ୍ତାବକ ପଡିଛନ୍ତି ୧୦ ଜଣ…

ଭାରତୀୟ ହକି ଖେଳାଳିଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ୱାଗତ

ଭୁବନେଶ୍ୱର: ନିକଟରେ ଶେଷ ହୋଇଥିବା ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ବ୍ରୋଞ୍ଜ ଜିତିଥିବା ଭାରତୀୟ ହକି ଦଳ ବୁଧବାର ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। କ୍ରୀଡ଼ା ପ୍ରେମୀଙ୍କ ସମେତ ବହୁ ସଂଖ୍ଯାରେ ଲୋକେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ…

ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ବ ସହାୟକ

ବୌଦ୍ଧ: ଭିଜିଲାନ୍ସ ଜାଲରେ ବୌଦ୍ଧ ଜିଲ୍ଲା ଜେଆରଏ ଚୌଧୁରୀ ପପୁନ କୁମାର ଦାସ l ବୌଦ୍ଧ ଜିଲ୍ଲା ସଂଗ୍ରହାଳୟରେ ଏକ ଆକ୍ୱାରିୟମ୍ ପ୍ରୋଜେକ୍ଟ ପ୍ରତିଷ୍ଠା କରିବାକୁ ଦୀର୍ଘ ଦିନ ଧରି ପଡିରହିଥିବା ବିଲକୁ ମଞ୍ଜୁରୀ କରିବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ…

ଜୟ ଶାହ ହେବେ ICC ଅଧ୍ୟକ୍ଷ!

ଜୟ ଶାହ ହେବେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ଅଧ୍ୟକ୍ଷ! ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ ଇନ୍ ଇଣ୍ଡିଆ (BCCI) ସଚିବ ତଥା କେନ୍ଦ୍ର ଗୃହମନ୍ତ୍ରୀଙ୍କ ପୁଅ ଜୟ ଶାହ ଆଇସିସି ଅଧ୍ୟକ୍ଷ ହେବା ନେଇ ବିଶେଷ ସୂତ୍ରରୁ ସୂଚନା…

ଆତ୍ମସମର୍ପଣ କଲା ଛତିଶଗଡ଼ି ନାବାଳକ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲା ନାବାଳକ ମାଓବାଦୀ l ଦକ୍ଷିଣ ପଶ୍ଚିମାଞ୍ଚଳ ଜିଆଇଜିଙ୍କ ନିକଟରେ ଆତ୍ମସମର୍ପଣ କରିଛି ନାବାଳକ ମାଓବାଦୀ l ନାବାଳକ ମାଓବାଦୀ ଜଣଙ୍କ ଛତିଶଗଡ଼ ସୁକମା ଅଞ୍ଚଳର ହୋଇଥିବା ବେଳେ ଗତ ୮ ମାସ ହେଲା ସେ ମାଓବାଦୀ କାର୍ଯ୍ୟରେ…

ବିକ୍ରି ହେବ ଏମଭି ଦେବୀ ଜାହାଜ, ନିର୍ଦ୍ଦେଶ ଦେଲେ ଓଡିଶା ହାଇକୋର୍ଟ

କଟକ : ବିକ୍ରି ହେବ ପାରାଦୀପ ବନ୍ଦରରେ ଗିରଫ ହୋଇଥିବା ଏମଭି ଦେବୀ ଜାହାଜ । ବିକ୍ରି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ । ଭଡା ପଇଠ ନକରିବାରୁ ଏହି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ପାରାଦୀପ ଇଣ୍ଟରନାସନାଲ କାରଗୋ ପ୍ରାଇଭେଟ…

ସେପ୍‌ଟେମ୍ବର ମାସ ଶେଷ ସୁଦ୍ଧା ସବୁ ଘରକୁ ବିଜୁଳି

ଭୁବନେଶ୍ୱର: ସେପ୍‌ଟେମ୍ବର ମାସ ଶେଷ ସୁଦ୍ଧା ସବୁ ଘରକୁ ମିଳିବ ବିଜୁଳି l ବିଦ୍ୟୁତକରଣ ହେଇନଥିବା ଘର ଗୁଡିକୁ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ବିଜୁଳି ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଏଥିସହ ସବୁ ଘରକୁ ବିଜୁଳି…

ଆର୍‌ଜି କର୍‌ ଏକ୍ସ-ପ୍ରିନ୍ସିପାଲଙ୍କ ଜଘନ୍ୟ କାଣ୍ଡ, ବିକ୍ରି କରି ଦେଉଥିଲେ ଅଚିହ୍ନା ଶବ

ଆର୍‌ଜି କର ମେଡିକାଲ କଲେଜରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ନିଆଁ ଜଳୁଛି। ଏହାକୁ ବିରୋଧରେ ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି। ଏହାରି ଭିତରେ ଆର୍‌ଜି କର ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ…

ଖଜା ଦୋକାନକୁ ନେଇ ହତ୍ୟା ଘଟଣା: ୯ ଗିରଫ

ପୁରୀ: ପୁରୀ ଖଜା ଦୋକାନକୁ ନେଇ ହତ୍ୟା ଘଟଣାରେ ୯ ଗିରଫ l ଗିରଫ ୯ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ୭ ଜଣ ନାବାଳକ ଥିବା ସୂଚନା ମିଳିଛି l ଦୀନେଶ ଖୁଣ୍ଟିଆ ହତ୍ୟାର ପ୍ରତିଶୋଧ ପାଇଁ ହୋଇଥିଲା ମର୍ଡର l…