ଝାରସୁଗୁଡ଼ାରେ ଚାଞ୍ଚଲ୍ୟ: ବ୍ଲାଷ୍ଟଫର୍ଣ୍ଣେସରେ ପଡ଼ି ଶ୍ରମିକ ଜୀବନ୍ତ ଦଗ୍ଧ
ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ଅନ୍ତର୍ଗତ ଏସଏମସି ଷ୍ଟିଲ୍ ପ୍ଲାଣ୍ଟରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଏସଏମସି ଷ୍ଟିଲ୍ ପ୍ଲାଣ୍ଟରେ ଦ୍ବିତୀୟ ୟୁନିଟର ବ୍ଲାଷ୍ଟଫର୍ଣ୍ଣେସରେ ପଡ଼ି ଜଣେ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଛନ୍ତି। ମୃତକଙ୍କ ନାମ ଦେବ…