ଶାନ୍ତ ରହିବାକୁ ଚେଷ୍ଟା କରୁଥିଲି, କିନ୍ତୁ ନର୍ଭସ୍ ଥିଲି – ମନୁ ଭାକର

ନୂଅଦିଲ୍ଲୀ : ଭାରତୀୟ ସୁଟର ମନୁ ଭାକର ଆଜି ୨୫ ମିଟର ବନ୍ଧୁକ ଚାଳନା ଫାଇନାଲରେ ଟିକେ ନର୍ଭସ୍ ଅନୁଭବ କରିଥିବା ସ୍ୱୀକାର କରିଛନ୍ତି। ଚତୁର୍ଥ ସ୍ଥାନରେ ରହି ପ୍ୟାରିସ ଅଲିମ୍ପିକ୍ସରେ ତୃତୀୟ ବ୍ୟକ୍ତିଗତ ପଦକ ପାଇବାରୁ ବଞ୍ଚିତ ହୋଇଛନ୍ତି ମନୁ…

ବିବାଦରେ ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ: ଦେଶର ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟ ଜାମିଆ ମିଲିଆ ଇସଲାମିଆକୁ ନେଇ ବିବାଦ ଦେଖାଦେଇଛି । ଏଠାକାର କେତେକ ପ୍ରଫେସର ସେଠାରେ କାମ କରୁଥିବା ବାଲ୍ମିକି ସମ୍ପ୍ରଦାୟର ଜଣେ ବ୍ୟକ୍ତିଙ୍କୁ ବଳପୂର୍ବକ ଧର୍ମ ପରିବର୍ତ୍ତନ ପାଇଁ ଚାପ ପକାଇବା ସହ ଜାତିଗତ ନିର୍ଯାତନା…

ଶାନ୍ତି ଚୁକ୍ତିର ୨୪ ଘଣ୍ଟା ଭିତରେ ମଣିପୁରରେ ପୁଣି ହିଂସା

ଇମ୍ଫାଲ : ମଣିପୁରରେ ଥମୁନି ହିଂସା। ଶାନ୍ତି ଚୁକ୍ତିର ୨୪ ଘଣ୍ଟା ଭିତରେ ଏଠାରେ ପୁଣି ଥରେ ହିଂସା ଘଟିଛି। ଗୋଟିଏ ପଟେ ମଣିପୁରର ଜିରିବାମରେ ଶାନ୍ତି ବଜାୟ ରଖିବା ପାଇଁ ମୋତେଇ ଏବଂ ହମାର ସମ୍ପ୍ରଦାୟ ମଧ୍ୟରେ ଏକ ଚୁକ୍ତି…

କାଠଯୋଡିରେ କୁମ୍ଭୀର, ତ୍ରିଶୁଳିଆ ବ୍ରିଜ୍‌ରେ ଅସମ୍ଭାଳ ଭିଡ୍‌

କଟକ : କାଠଯୋଡି ନଦୀ ମଝିରେ ଥିବା ଶୁଖିଲା ବାଲି ଉପରେ ଗୋଟିଏ କୁମ୍ଭୀର ଶୋଇଛି। ଏହି ଖବର ପ୍ରଚାରିତ ହେବା ପରେ ତ୍ରିଶୁଳିଆ ବ୍ରିଜ୍‌ରେ ଅସମ୍ଭାଳ ଭିଡ୍‌ ପରିଲକ୍ଷିତ ହୋଇଛି। ଯେଉଁଥିପାଇଁ ଅଜଥାରେ ଟ୍ରାଫିକ୍‌ ଜାମ୍‌ ହୋଇଛି। କମିଶନରେଟ୍‌ ପୁଲିସ୍‌…

ମଧ୍ୟପ୍ରାଚ୍ୟରେ ଭୟଙ୍କର ପରିସ୍ଥିତି : ଇସ୍ରାଏଲରେ ଥିବା ଭାରତୀୟଙ୍କୁ ସତର୍କ ରହିବାକୁ ପରାମର୍ଶ

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ପରିସ୍ଥିତି ଅଶାନ୍ତ ହେବାରେ ଲାଗିଛି। ହମାସ ଏବଂ ହିଜବୁଲ ସର୍ବୋଚ୍ଚ ନେତାଙ୍କ ମୃତ୍ୟୁ ପରେ ଇରାନ ଏବଂ ଏହାର ସମର୍ଥିତ ଗୋଷ୍ଠୀ ଇସ୍ରାଏଲ ଉପରେ ଡାଇରେକ୍ଟ ଆଟାକ୍ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଲେବାନନ…

୩୫ ଘଣ୍ଟା ଧରି ଟନେଲରେ ଫସି ରହିବା ପରେ ଉଦ୍ଧାର ହେଲେ ୪ ଶ୍ରମିକ, ଏବେ ବି ୪୭ ନିଖୋଜ

ସିମଲା : ଦୀର୍ଘ ୩୫ ଘଣ୍ଟାରୁ ଅଧିକ ସମୟ ଧରି ଜୀବନମରଣ ସହ ଟନେଲ ମଧ୍ୟରେ ସଂଘର୍ଷ କରୁଥିବା ହିମାଚଳ ପ୍ରଦେଶର ମଲାନା ହାଇଡ୍ରୋ ବିଜୁଳି ପ୍ରକଳ୍ପର ୪ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଏମାନେ ଡ୍ୟାମର ଟନେଲ ମଧ୍ୟରେ ଫସି…

ପରୀକ୍ଷାରେ ଜାଲିଆତି, ଘର ଭଡ଼ା ବୃଦ୍ଧିକୁ ଦାୟୀ କରି ଆତ୍ମହତ୍ୟା କଲେ UPSC ଆଶାୟୀ

ନୂଆଦିଲ୍ଲୀ : ଦିଲ୍ଲୀର ଏକ ଆଇଏଏସ କୋଚିଂ ସେଣ୍ଟରରେ ତିନି ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁର କିଛି ଦିନ ପରେ ଆଉ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ରାଜେନ୍ଦ୍ର ନଗର ସ୍ଥିତ ଏକ ହଷ୍ଟେଲରେ ଜଣେ UPSC ଆଶାୟୀ ଆତ୍ମହତ୍ୟା କରିଛନ୍ତି।…

ଅର୍ପଣ ଚାଉଳର ସଦୁପଯୋଗ କରାଯିବ, ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ପରେ ନିଆଯିବ ପଦକ୍ଷେପ: ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ବର: ଜଗନ୍ନାଥ ପ୍ରେମୀ ଦେଇଥିବା ‘ଅର୍ପଣ ଚାଉଳ’ ଖତ ଖାଉଥିବା ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି, ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ସେ ଚାଉଳର ସଦୁପଯୋଗ କେମତି ହେବ, ସେନେଇ…

ଏଏମ୍ ପ୍ରସାଦ ସିଆରପିଏଫ ସ୍ୱତନ୍ତ୍ର ଡିଜି, ଅରୁଣ ଷଡ଼ଙ୍ଗୀଙ୍କୁ ସ୍ଥାୟୀ ଡିଜି ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର : ରାଜ୍ୟ ଜେଲ୍ ବିଭାଗ ଡିଜି ୧୯୮୯ ବ୍ୟାଚ୍ ଆଇପିଏସ୍ ଅମ୍ରିତ ମୋହନ ପ୍ରସାଦଙ୍କୁ ସିଆରପିଏଫ ସ୍ପେଶାଲ ଡିଜି ଭାବେ ନିଯୁକ୍ତି ମିଳିଛି। ଏପଟେ ରାଜ୍ୟ ସରକାର ୧୯୯୦ ବ୍ୟାଚ୍ ଆଇପିଏସ୍ ଅରୁଣ ଷଡ଼ଙ୍ଗୀଙ୍କୁ ସ୍ଥାୟୀ ପୁଲିସ ଡିଜି(ପୁଲିସ ଫୋର୍ସ…

ପ୍ରଭୁ ରାମଙ୍କର କୌଣସି ଅସ୍ତିତ୍ବ ନଥିଲା: ଷ୍ଟାଲିନଙ୍କ ମନ୍ତ୍ରୀ

ଚେନ୍ନାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ମନ୍ତ୍ରୀ ଏସ.ଏସ୍ ଶିବଶଙ୍କର ପ୍ରଭୁ ରାମଙ୍କୁ ନେଇ ଦେଇଥିବା ବୟାନକୁ ନେଇ ବିବାଦ ଦେଖାଦେଇଛି | ସେ କହିଥିଲେ ଯେ ରାମଙ୍କ ଅସ୍ତିତ୍ୱର କୌଣସି ଐତିହାସିକ ପ୍ରମାଣ ନାହିଁ | ଏନେଇ ତାମିଲନାଡୁ ବିଜେପି…