କେରଳ ଟ୍ରାଜେଡି: ଆଜି ଜନ୍ମମାଟିରେ ପହଂଚିବ ବିଷ୍ଣୁ ପ୍ରସାଦଙ୍କ ମରଶରୀର

ଓ୍ୱାୟନାଡ: କେରଳରେ ଘଟିଥିବା ଭୂସ୍ଖଳନରେ ପ୍ରାଣ ହରାଇଥିବା ଓଡ଼ିଆ ପୁଅ ବିଷ୍ଣୁ ପ୍ରସାଦଙ୍କ ମରଶରୀର ଆଣିବାକୁ ପ୍ରୟାସ ଆରମ୍ଭ ହୋଇଛି l ଆଜି ଓଡ଼ିଶାରେ ପହଂଚିବ ଡାକ୍ତର ବିଷ୍ଣୁପ୍ରସାଦଙ୍କ ମରଶରୀର l ଏନେଇ ସୂଚନା ଦେଇଛନ୍ତି କେରଳ ଯାଇଥିବା ବରିଷ୍ଠ ଅଧିକାରୀ…

ନିର୍ବାଚନୀ ବଣ୍ଡ: ଏସ୍‌ଆଇଟି ତଦନ୍ତକୁ ସୁପ୍ରିମକୋର୍ଟଙ୍କ ନା

ପ୍ରତ୍ୟାହୃତ ହୋଇ ସାରିଥିବା ନିର୍ବାଚନୀ ବଣ୍ଡ ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ହୋଇଥିବା ଆବେଦନକୁ ଆଜି ସୁପ୍ରିମକୋର୍ଟ ଖରାଜ କରି ଦେଇଛନ୍ତି। ନିର୍ବାଚନୀ ବଣ୍ଡ ଜରିଆରେ ବିଭିନ୍ନ ରାଜନୀତିକ ଦଳ ପାଇଥିବା ଚାନ୍ଦାର ଅପବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି। ଏହାର ତଦନ୍ତ…

ବିଷ ପିଇ ଜୀବନ ହରିବାକୁ ଉଦ୍ୟମ କରୁଥିଲେ ପରିବାର ୩ ସଦସ୍ୟ, ମୁମୂର୍ଷୁ ଅବସ୍ଥା ଉଦ୍ଧାର

କଟକ : ଗୋଟିଏ ଘରୁ ପରିବାରର ତିନି ଜଣ ସଦସ୍ୟଙ୍କୁ ମୁର୍ମୁଷ ଅବସ୍ଥା ଉଦ୍ଧାର କଲା ପୋଲିସ । କଟକ ସିଡିଏ ସେକ୍ଟର ୬ ଅଞ୍ଚଳରେ ଏକ ଘର ଭିତରେ ବାପା ମା ଓ ପୁଅକୁ ଉଦ୍ଧାର କରିଛି ମର୍କତନଗର ଥାନା…

ଭୂସ୍ଖଳନର ୪ ଦିନ ପରେ ଜୀବନ୍ତ ଉଦ୍ଧାର ହେଲେ ୪ ଜଣ

ୱାୟନାଡ ଭୂସ୍ଖଳନର ଦୁଃଖଦ ପରିସ୍ଥିତି ମଧ୍ୟରେ ଏକ ଖୁସି ଖବର ସାମ୍ନାକୁ ଆସିଛି। ଉଦ୍ଧାରାକୀ ଟିମ୍ ୪ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣେ ମହିଳା ଥିବାବେଳେ ୨ ଜଣ ପୁରୁଷ ଅଛନ୍ତି। ସୂଚନା ଅନୁସାରେ, ଆଜି ଭାରତୀୟ ସେନା…

ସମସ୍ତଙ୍କୁ ସଚେତନ କରାଯାଉଛି, ଖୁବ୍ ଶୀଘ୍ର ସ୍କୁଲଗୁଡ଼ିକୁ ତାଗିଦ୍ କରାଯିବ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ସ୍କୁଲକୁ ଛାତ୍ରଛାତ୍ରୀ ଦୁଇ ଚକିଆ ଯାନ ନେଇ ଆସିବା ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସମସ୍ତଙ୍କୁ ସଚେତନ କରାଯାଉଛି। ଖୁବ୍ ଶୀଘ୍ର ସ୍କୁଲଗୁଡ଼ିକୁ ତାଗିଦ୍ କରାଯିବ। ଏନେଇ ବିଭାଗୀୟ ଅଧିକାରୀ…

ବନ୍ଧା ହେଲେ ଗୋଲାମୁଣ୍ଡା ବିଡିଓ

ଭବାନୀପାଟଣା: ଲାଞ୍ଚ ନେବା ଭାରି ପଡିଲା । କାଲି ଧରାପଡିଥିଲେ । ଆଉ ଆଜି ବାନ୍ଧିଲା ଭିଜିଲାନ୍ସ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକଙ୍କୁ ଶୁକ୍ରବାର ଗିରଫ କରିଛି ଭିଜିଲାନ୍ସ । ଗୁରୁବାର ଅର୍ଥାତ୍ ଗତକାଲି ଅପରାହ୍ଣରେ ପ୍ରାୟ…

ରାହୁଲ ଗାନ୍ଧୀଙ୍କ ଉପରେ ହୋଇପାରେ ଆକ୍ରମଣ: ସଞ୍ଜୟ ରାଉତ

ମୁମ୍ବାଇ: ଶିବସେନା ସାଂସଦ ସଞ୍ଜୟ ରାଉତ ଶୁକ୍ରବାର ଦିନ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ସାଂସଦ ତଥା ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କୁ ଆକ୍ରମଣ କରାଯାଇପାରେ। ରାଉତ କହିଛନ୍ତି ଯେ…

ରାଜନଗରରେ ବ୍ୟାପୁଛି ଝାଡାବାନ୍ତି, ଦୁଇ ଶ୍ରମିକ ମୃତ

ରାଜନଗର: ରାଜନଗରରେ ଝାଡାବାନ୍ତିରେ ଦୁଇ ଶ୍ରମିକ ମୃତ । ମୃତକ ହେଲେ ବାରିପଦା ବାହାଦୁରପୁର ଗାଁର ସରସ୍ଵତୀ କାଳନ୍ଦୀ ଓ ମୟୁରଭଞ୍ଜ କେନ୍ଦୁଛାଟିଆ ଗାଁର ଅଜିତ୍ ଦେହୁରୀ । ଉଭୟ ଚାଷ କାର୍ଯ୍ୟ କରିବା ପାଇଁ କେନ୍ଦ୍ରପଡ଼ା ଜିଲ୍ଲା ରାଜନଗର ବ୍ଲକର ମାଣପଡ଼ା…

ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ: ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଫଳରେ ଆସନ୍ତାକାଲି ଯାଏଁ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର…

ୱାୟନାଡରେ ପ୍ରକୃତିର ତାଣ୍ଡବ; ମୃତ୍ୟୁସଂଖ୍ୟା ୩୦୦ ଟପିଲା

କେରଳର ୱାୟନାଡରେ ତାଣ୍ଡବ ରଚିଛି ପ୍ରକୃତି। ବନ୍ୟା ଓ ଭୂସ୍ଖଳନ ଚାଲି ଯାଇଛି ସତ, ହେଲେ ଛାଡ଼ିଯାଇଛି ପ୍ରଳୟର ଛାପ। ଯେଉଁଠି ଖୋଜିଲେ, ସେଇଠୁ ମିଳୁଛି ଶବ। ସଦ୍ୟତନ ରିପୋର୍ଟ ଅନୁସାରେ, ମୃତ୍ୟୁସଂଖ୍ୟା ୩୦୦ ପାର୍ ହୋଇଛି। ସୂଚନା ଅନୁସାରେ, ୱାୟନାଡ ଭୂସ୍ଖଳନରେ…