ଆମେରିକାର ସମ୍ମାନଜନକ ପୁରସ୍କାର ନେବାକୁ ମନା କରିଦେଲେ ପ୍ରସିଦ୍ଧ ଲେଖିକା ଝୁମ୍ପା ଲାହିଡି
ନୂଆଦିଲ୍ଲୀ : ନ୍ୟୁୟର୍କର ନୋଗୁଚି ମ୍ୟୁଜିୟମ (ସଂଗ୍ରହାଳୟ)ର ଆୱାର୍ଡ ନେବାକୁ ମନା କରି ଦେଇଛନ୍ତି ପ୍ରସିଦ୍ଧ ଇଂରାଜୀ ଲେଖିକା ଭାରତୀୟ ବଂଶୋଦ୍ଭବ ଝୁମ୍ପା ଲାହିଡ଼ି। ପାଲେଷ୍ଟିନୀୟ ପୋଷାକ କେଫିୟେହ ପିନ୍ଧିବାକୁ ନେଇ ମ୍ୟୁଜିୟମ ତିନି ଜଣ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରିଥିବାରୁ…