ଜମି ଦୁର୍ନୀତି ମାମଲା: ରାଜ୍ୟପାଳଙ୍କ ନିର୍ଦ୍ଦେଶ ବିରୁଦ୍ଧରେ ସିଦ୍ଧରମୈୟା କରିଥିବା ଆବେଦନ ଖାରଜ

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଜମି ଦୁର୍ନୀତି ମାମଲା ଉପରେ କରିଥିବା ଆବେଦନ ହାଇକୋର୍ଟରେ ଖାରଜ ହୋଇଯାଇଛି। ନିକଟରେ ଏହି ମାମଲା ଉପରେ ରାଜ୍ୟପାଳ ଥାୱର ଚାନ୍ଦ ଗେହଲଟ ସିଦ୍ଧରମୈୟାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ…

ଫରେଷ୍ଟର ସଞ୍ଜୟ ନାୟକ ମୃତ୍ୟୁ ଘଟଣା: ଡିଏଫଓଙ୍କ ନାଁରେ ଅଭିଯୋଗ ଆଣିଲେ ପରିବାର ଲୋକ

କଳାହାଣ୍ଡି : ଫରେଷ୍ଟର ସଞ୍ଜୟ ନାୟକ ଜୀବନ ହାରିବା ଘଟଣାରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି । ଏହି ଘଟଣାରେ ସ୍ଥାନୀୟ DFOଙ୍କ ସଂପୃକ୍ତି ଅଭିଯୋଗ ଆସିବା ପରେ ବିଭାଗୟ ତଦନ୍ତ ଆରମ୍ଭ କରିଛି ବନବିଭାଗ । ମାମଲାର ତଦନ୍ତ ଦୟିତ୍ବ ଜଣେ…

ବିବାଦୀୟ ଥାନାରେ ଶେଷରେ ଲାଗିଲା ସିସିଟିଭି

ଭୁବନେଶ୍ବର: ବିବାଦୀୟ ତଥା ବର୍ତ୍ତମାନର ଚର୍ଚ୍ଚିତ ଭରତପୁର ଥାନାରେ ପରିଶେଷରେ ସିସିଟିଭି ଲାଗଛି । ଖାଲି ସିସିଟିଭି ଲାଗିନି, ଏହାକୁ ମନିଟର ସହ ଯୋଡି ଚାଲୁ ମଧ୍ୟ କରାଯାଇଛି । ଥାନାର ବିଭିନ୍ନ ସ୍ଥାନକୁ ସିସିଟିଭି ପରିସରଭୁକ୍ତ କରାଯାଇଛି । ଥାନାରେ…

ଲେବାନନରେ ଇସ୍ରାଏଲର ସବୁଠାରୁ ବଡ଼ ହମଲା: ୫୫୮ ମୃତକଙ୍କ ମଧ୍ୟରେ ୫୦ ଶିଶୁ

ମଧ୍ୟପ୍ରାଚ୍ୟର ସୁଇଜରଲ୍ୟାଣ୍ଡ କୁହାଯାଉଥିବା ଲେବାନନ ଏବେ ପୂରା ଛାରଖାର ହୋଇଯାଇଛି। ଦକ୍ଷିଣ ଲେବାନନରେ ଇସ୍ରାଏଲ କରିଛି ସବୁଠାରୁ ବଡ଼ ହମଲା। ବିଦ୍ରୋହୀ ସଂଗଠନ ହେଜବୁଲ୍ଲାକୁ ଟାର୍ଗେଟ କରି ଇସ୍ରାଏଲ କରିଥିବା ଘନଘନ ରକେଟ ଓ ବୋମା ମାଡ଼ରେ ସବୁ କିଛି ମାଟିରେ…

ଧାରଣାରେ ସଫେଇ କର୍ମଚାରୀ, ଦୁର୍ଗନ୍ଧରେ ଫାଟି ପଡୁଛି କ୍ୟାପିଟାଲ ହସପିଟାଲ ପରିବେଶ

ଭୁବନେଶ୍ୱର: ଦୁର୍ଗନ୍ଧରେ ଫାଟି ପଡୁଛି କ୍ୟାପିଟାଲ ହସପିଟାଲ ପରିବେଶ । ସବୁ ଆଡ଼େ ପଡ଼ି ରହିଛି ଅଳିଆ ଆବର୍ଜନା । ଗତକାଲି ଠୁଁ ସଫେଇ କର୍ମଚାରୀ ଧାରଣାରେ ବସିଥିବା ବେଳେ ହସ୍ପିଟାଲ ଭିତର ପରିବେଶ ଅବସ୍ଥା ନ କହିବା ଭଲ । କାଜୁଆଲଟିରୁ…

ଟ୍ରକ୍‌ରେ ନିଆଁ ଲାଗି ପୋଡ଼ିଗଲା ୩୦ ଟନ୍‌ ଡାଲି

ନିଆଳି: ଚଳନ୍ତା ଡାଲି ଟ୍ରକ୍‌ରେ ଲାଗିଲା ନିଆଁ। ପୋଡ଼ିଗଲା ୩୦ ଟନ୍‌ ଡାଲି। କଟକ ଜିଲ୍ଲା ଅଡ଼ଶପୁର-ନିଆଳି ରାସ୍ତାର ଅମଣାକୁଦ ଛକରେ ଏହି ଘଟଣା ଘଟିଛି। ନିଆଁ ଆୟତ୍ତ କଲା ଅଡ଼ଶପୁର ଓ ନିଆଳି ଅଗ୍ନିଶମ ବାହିନୀ। ବଶଃତ ଟ୍ରକ୍‌ ଡ୍ରାଇଭରର…

ଭାରତରେ ଚିହ୍ନଟ ହେଲା ଏମପକ୍ସ କ୍ଲେଡ୍-୧ର ପ୍ରଥମ ମାମଲା

ନୂଆଦିଲ୍ଲୀ: ଭାରତରେ ଏମପକ୍ସ କ୍ଲେଡ୍-୧ର ପ୍ରଥମ ମାମଲା ସାମ୍ନାକୁ ଆସିଛି। ଗତ ସପ୍ତାହରେ କେରଳର ମଲ୍ଲାପୁରମରେ ଏହି ସଂକ୍ରମଣ ଚିହ୍ନଟ ହୋଇଛି। ସଂକ୍ରମିତ ବ୍ୟକ୍ତିଙ୍କ ବୟସ ୩୮ ବର୍ଷ ଏବଂ ସେ ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ରୁ ଘରକୁ ଫେରିଥିଲେ। ଏହି…

୨୦ ଦିନ ପରେ ମିଳିଲା ଯୁବକଙ୍କ ମୃତଦେହ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ମହାନଦୀ ସେତୁ ଉପରୁ ଚପଲ ବାଇକ୍ ଉଦ୍ଧାର ଘଟଣା । ୨୦ ଦିନ ପରେ ମିଳିଲା ଯୁବକଙ୍କ ମୃତଦେହ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଭୁଦୋବର ନିକଟସ୍ଥ ମହାନଦୀ କୂଳରେ ଏକ ମୃତ ଦେହ ଭାସୁଥିବା ଦେଖି…

କଙ୍ଗନାଙ୍କୁ କଂଗ୍ରେସର ଚେତାବାନୀ: ସୋନିଆ ଗାନ୍ଧିଙ୍କୁ କ୍ଷମା ମାଗ

ବିଜେପି ସାଂସଦ କଙ୍ଗନା ରାଣାୱତଙ୍କୁ କଡ଼ା ଚେତାବନୀ ଦେଇଛି କଂଗ୍ରେସ। ହିମାଚଳ ପ୍ରଦେଶର କ୍ଷମତାସୀନ କଂଗ୍ରେସ ସରକାର ବେଆଇନ ଭାବେ ବିପର୍ଯ୍ୟୟ ପରିଚାଳନା ପାଇଁ ଆସୁଥିବା ପାଣ୍ଠିକୁ ସୋନିଆ ଗାନ୍ଧିଙ୍କ ପାଖକୁ ପଠାଉଥିବା କଙ୍ଗନା ଅଭିଯୋଗ କରିଥିଲେ। ଏହା ଉପରେ ହିମାଚଳର…

କ୍ଷୀରରେ ଅପମିଶ୍ରଣ ଅଭିଯୋଗ, କମ୍ପାନୀ ପରିସରରେ ଚାଲିଛି ଯାଞ୍ଚ

କଟକ : ସାଲେପୁର ଆତୋଡା ମହାନଦୀ ପଠାରେ ଥିବା ରୋହିଣୀ କ୍ଷୀର କମ୍ପାନୀରେ ଅପମିଶ୍ରଣ ହେଉଥିବା ସୂଚନା । ଜଗତପୁର ପୋଲିସ ଓ ଫୁଡ୍ ବିଭାଗ ପକ୍ଷରୁ ଚଢାଉ । ବରିଷ୍ଠ ଅଧିକାରୀ ମାନଙ୍କ ପକ୍ଷରୁ କମ୍ପାନୀ ପରିସରରେ ବିଭିନ୍ନ ଦିଗକୁ ନେଇ…