ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କ୍ୟାପଟେନ୍ ଓ ବାନ୍ଧବୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କ୍ୟାପଟେନ୍ ଓ ବାନ୍ଧବୀ। ଭରତପୁର ଥାନାରେ ଦୁର୍ବ୍ୟବହାର ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି କ୍ୟାପଟେନ୍ , ତାଙ୍କ ବାନ୍ଧବୀ ଓ ବାନ୍ଧବୀଙ୍କ ବାପା । ଲୋକସେବା ଭବନରେ ଭେଟି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା…

ବିଶିଷ୍ଟ ସାହିତ୍ୟିକ ଡ. ହରିହର ମିଶ୍ରଙ୍କ ପରଲୋକ

ପୁରୀ: ଆରପାରିରେ ବିଶିଷ୍ଟ ସାହିତ୍ୟିକ ତଥା ଓଡ଼ିଶା ସାହିତ୍ୟ ଏକାଡ଼େମୀର ପୂର୍ବତନ ସଭାପତି ଡ. ହରିହର ମିଶ୍ର l ଆଜି ସକାଳେ ପୁରୀସ୍ଥିତ ନିଜ ବାସଭବନରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି l ମୃତ୍ୟୁ ବେଳକୁ ତାଙ୍କୁ ୮୪…

ମୋଦିଙ୍କୁ ଶ୍ରୀଲଙ୍କାର ନବନିର୍ବାଚିତ ରାଷ୍ଟ୍ରପତିଙ୍କ ଧନ୍ୟବାଦ

ଶ୍ରୀଲଙ୍କାର ନବନିର୍ବାଚିତ ରାଷ୍ଟ୍ରପତି ଅନୁରା କୁମାରା ଦିଶାନାୟକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭେଚ୍ଛା ବାର୍ତ୍ତାର ପ୍ରତିକ୍ରିୟା ଦେଇ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସେ ଦୁଇ ଦେଶର ସମ୍ପର୍କକୁ ମଜବୁତ କରିବାର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କ ଏକ୍ସ ପୋଷ୍ଟରେ ପ୍ରତିକ୍ରିୟା…

ଭରତପୁର ଘଟଣାରେ ନ୍ୟାୟିକ ସହ କ୍ରାଇମବ୍ରାଞ୍ଚ ତଦନ୍ତ, ଭାରତରେ ପ୍ରଥମ କହିଲେ ଆଇନ ମନ୍ତ୍ରୀ

ଭୁବନେଶ୍ବର: ପୂରା ରାଜ୍ୟର ନଜର ଏବେ ଭରତପୁର କାଣ୍ଡ ଉପରେ । ପ୍ରତି ମିନିଟରେ ଏକ ନୂଆ ମୋଡ ନେଉଛି ଘଟଣା । ଏହି ଘଟଣାରେ କ୍ରାଇମବ୍ରାଞ୍ଜ ତଦନ୍ତ କରୁଥିବା ବେଳେ ଏବେ ଏହା ବିଚାର ବିଭାଗୀୟ ତଦନ୍ତ ପାଇଁ କୋର୍ଯଙ୍କ…

ଫାଣ୍ଡି କନେଷ୍ଟବଳଙ୍କ ଦବଙ୍ଗଗିରି, ଯୁବତୀଙ୍କୁ ବର୍ଷେ ହେଲା ୱାନ ସାଇଡ ଲଭ କରି କରୁଥିଲେ ପ୍ରେମ ନିବେଦନ

ଯାଜପୁର ଟାଉନ : ପଦାରେ ପଡିଲା କନେଷ୍ଟବଳଙ୍କ ୱାନ ସାଇଡ ଲଭର ଗୁମର । ବର୍ଷେ ହେଲା ଯୁବତୀଙ୍କୁ କରୁଥିଲେ ନାକେଦମ । ଜୋର ଜବରଦସ୍ତି କରୁଥୁଲେ ପ୍ରେମ ନିବେଦନ । ଆଉ ରାଜି ନହେଲେ ମାଡ ମାରୁଥିଲେ, ମାନସିକ ନିର୍ଯାତନା ଦେଉଥିଲେ…

ଭରତପୁର ଘଟଣା: ଗଣମାଧ୍ୟମରେ ପ୍ରକାଶ ପାଇବନି ସେନା ଅଧିକାରୀ ଓ ବାନ୍ଧବୀଙ୍କ ନାଁ

ଭୁବନେଶ୍ବର: ତେଜିବାରେ ଲାଗିଛି ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ମହିଳା ବନ୍ଧୁଙ୍କୁ ନିର୍ଯାତନା ଦେବା ଘଟଣା । ପ୍ରଥମେ ନ୍ୟାୟିକ ତଦନ୍ତ ଆଉ ତା ପରେ ହାଇକୋର୍ଟଙ୍କ ତାଗିତ୍ । ଏହି ଘଟଣାରେ ସେନା ଅଧିକାରୀ ଓ ତାଙ୍କ…

କେଜ୍ରିଓ୍ୱାଲଙ୍କ ପାଇଁ ଆସନ ଖାଲି ରଖିଲେ ଆତିଶୀ, କହିଲେ- ଭରତ ଭଳି କାମ କରିବି

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆତିଶୀ। ସୋମବାର ସଚିବାଳୟରେ ପହଞ୍ଚି ସେ ନିଆରା ଢ଼ଙ୍ଗରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି। କେଜ୍ରିଓ୍ୱାଲଙ୍କ ପାଇଁ ସେ ଆସନ ଖାଲି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଆତିଶୀଙ୍କ କାର୍ଯ୍ୟାଳୟରେ ଦୁଇଟି ଚୌକି ଲଗାଯାଇଛି।…

ଭରତପୁର ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ଭରତପୁର ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି l ତଦନ୍ତ ନିର୍ଦ୍ଦେଶ ବିଜ୍ଞପ୍ତି ପ୍ରକାଶ କଲା ଗୃହ ବିଭାଗ l ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ତଦନ୍ତ ନେଇ ବିଜ୍ଞପ୍ତି ପ୍ରକାଶ କରିଛି ଗୃହ…

ଶେଷ ହେଲା ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ସର୍ଭେ

ପୁରୀ: ବିଶ୍ବ ପ୍ରସିଦ୍ଧ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ କାମ ଆଜି ଶେଷ ହୋଇଛି। ତିନିଦିନ ପାଇଁ ଏହି କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଥିଲେ ମଧ୍ୟ ମହାପ୍ରଭୁଙ୍କ ଆଶୀର୍ବାଦରୁ ଦ୍ବିତୀୟ ଦିନରେ ଏହା ଶେଷ ହୋଇଛି। ଦ୍ୱିତୀୟ ଦିନରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଭିତର…

ଏକଲବ୍ୟ ପୁରସ୍କାର ପାଇବେ ସନ୍ତରଣକାରୀ ପ୍ରତ୍ୟାଶା ରାୟ

ଭୁବନେଶ୍ବର: ଏକଲବ୍ୟ ପୁରସ୍କାରରେ ସମ୍ମାନିତ ହେବେ ସନ୍ତରଣକାରୀ ପ୍ରତ୍ୟାଶା ରାୟ । ପ୍ରତ୍ୟାଶାଙ୍କୁ ୩୨ ତମ ଏକଲବ୍ୟ ପୁରସ୍କାରର ବିଜେତା ଘୋଷଣା କରିଛନ୍ତି ଜୁରୀ । ଜଣେ ଉଦୀୟମାନ ସନ୍ତରଣକାରୀ ଭାବେ ବହୁ ରେକର୍ଡ ସୃଷ୍ଟି କରିଥିବା ପ୍ରତ୍ୟାଶା ‘ଇମ୍ପାକ୍ଟ’ ପରିଚାଳିତ…