ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଚନ୍ଦ୍ରବାବୁଙ୍କୁ ‘ମିଛୁଆ’ କହିଲେ ଜଗନ
ତିରୁପତି ମନ୍ଦିର ଲଡ଼ୁ ମାଛ ତେଲ, ଘୁଷିରି ଓ ଗୋରୁ ଚର୍ବିରୁ ପ୍ରସ୍ତୁତ ହେଉଥିବା ନେଇ ଚାଲିଥିବା ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କହିଛନ୍ତି ପୂର୍ବତନ…
