ଜୀବନକୁ ବାଜି ଲଗେଇ ଅଙ୍ଗନବାଡି ଯାଉଛନ୍ତି ଶିଶୁ

ଘଣ୍ଟାପଡା : ସ୍ୱାଧୀନତାର ଦୀର୍ଘ ୭୮ବର୍ଷ ବିତିଯାଇଛି ସତ କିନ୍ତୁ ଆଜି ବି ନାଳ ପାର ହୋଇ ଅଙ୍ଗନବାଡି ଯାଉଛନ୍ତି କୁନିକୁନି ଶିଶୁ । କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ଅନ୍ତର୍ଗତ ଉଡେର ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।…

ନନ୍ଦନକାନନରୁ ବାଲୁଖଣ୍ଡ ଅଭୟାରଣ୍ୟ ଗଲେ କୃଷ୍ଣସାର ମୃଗ

ଭୁବନେଶ୍ବର : ଭୁବନେଶ୍ୱର ସ୍ଥିତ ନନ୍ଦନକାନନରୁ କୋଣାର୍କ-ବାଲୁଖଣ୍ଡ ଅଭୟାରଣ୍ୟ ଗଲେ ୧୩ଟି କୃଷ୍ଣସାର ମୃଗ। ବୁଧବାର ବିଳମ୍ବିତ ରାତିରେ ଏକ ସ୍ୱତନ୍ତ୍ର ଭ୍ୟାନରେ ନନ୍ଦନକାନନ ଚିଡ଼ିଆଖାନାରୁ କୃଷ୍ଣସାର ମୃଗମାନଙ୍କୁ କୋଣାର୍କ ନିଆଯାଇଥିଲା। ଅଭୟାରଣ୍ୟରେ କୃଷ୍ଣସାର ମୃଗ ବଂଶ ବୃଦ୍ଧି ପାଇଁ ବନ…

ମେଜର ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା; ରୁଜୁ ହେବ ନୂଆ ମାମଲା, ଚିହ୍ନଟ ହେବେ ରୋଡ଼ ରୋମିଓ

ଭୁବନେଶ୍ବର : ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯାତନା ଓ ଦୁର୍ବ୍ୟବହାର ପ୍ରଦର୍ଶନ ଘଟଣା ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଆଇଆଇସିଙ୍କ ସମତେ ୫ ପୁଲିସ୍‌…

୧୦୦ ଦିନରେ କେବଳ କିଛି ରଙ୍ଗ ବଦଳିଛି: ଦେବାଶିଷ

କଟକ: ଓଡ଼ିଶାରେ ୧୦୦ ଦିନରେ ବିଜେପି ସରକାର ପହଁଚିଛି । ଯାହାକୁ ନେଇ ଆଜି ପୁରୀରେ ଶହେ ଦିନ ପୂର୍ତ୍ତି ଅବସରରେ ଏକ ବିଶାଳ ସମାବେଶରେ ଆୟୋଜନ କରିଛି ବିଜେପି। ଅନ୍ୟପଟେ  ସରକାରର  ୧୦୦ ଦିନକୁ ଟାର୍ଗେଟ କରିଛନ୍ତି ବିଜେଡି ରାଜ୍ୟସଭା…

ସେପ୍ଟେମ୍ବର ୨୪ ସୁଦ୍ଧା ରତ୍ନଭଣ୍ଡାର ସର୍ଭେ ସାରିବାକୁ ଚିଠି

ପୁରୀ : ସେପ୍ଟେମ୍ବର ୨୪ ସୁଦ୍ଧା ରତ୍ନଭଣ୍ଡାର ସର୍ଭେ ସାରିବାକୁ ଚିଠି। ଶ୍ରୀମନ୍ଦିର ରତ୍ନଭଣ୍ଡାରର ସମସ୍ତ ବୈଷୟିକ ସର୍ଭେ ସାରିବାକୁ ASI ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଆସନ୍ତା ୨୪ ପରଠୁ ଦଶହରା ଷୋଳ ପୂଜା ଓ କାର୍ତ୍ତିକ…

ଭୁବନେଶ୍ୱରରେ ହତ୍ୟା କଲା, କୋଣାର୍କ ଥାନା ଅଞ୍ଚଳରେ ଫିଙ୍ଗିଦେଲା

କୋଣାର୍କ : ଭୁବନେଶ୍ୱରରେ ପତ୍ନୀଙ୍କୁ ହତ୍ୟା କଲା! ଆଉ ମୃତଦେହକୁ କାରରେ ନେଇ ପୁରୀ ଜିଲ୍ଲା କୋଣାର୍କ ଥାନା ଅଞ୍ଚଳରେ ଫିଙ୍ଗିଦେଲା ସ୍ୱାମୀ! ପତ୍ନୀଙ୍କ ଚରିତ୍ର ସନ୍ଦେହ କରି ସ୍ୱାମୀ ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ…

ଭରତପୁର ଥାନାର କଳା କାହାଣୀ ବଖାଣିଲେ ପୀଡ଼ିତା; କହିଲେ- ରାତିରେ ଅନ୍ତବସ୍ତ୍ର ଖୋଲି ଗୋଇଠା ମାରିଥିଲେ

ଭୁବନେଶ୍ବର :ଅଭଦ୍ରାମୀର ସବୁ ସୀମା ଲଙ୍ଘିଛି କମିଶନରେଟ୍‌ ପୁଲିସ୍‌ର ଭରତପୁର ଥାନା ପୁଲିସ୍‌। ବିଳମ୍ୱିତ ରାତିରେ ଅଭିଯୋଗ କରିବାକୁ ଆସିଥିବା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ରାତି ତମାମ ଅକଥନୀୟ ନିର୍ଯାତନା ଦେଇଛି। ଖାଲି ନିର୍ଯାତନା ଦେଇନି ମେଜରଙ୍କ ବାନ୍ଧବୀଙ୍କୁ ମାଡ଼…

‘ରାଜ୍ୟର ସମସ୍ତ ଜିଲ୍ଲାରେ ହେବ ମେଡିକାଲ କଲେଜ’

ଭୁବନେଶ୍ବର : ‘ରାଜ୍ୟର ସମସ୍ତ ଜିଲ୍ଲାରେ ହେବ ମେଡିକାଲ କଲେଜ। ଖୁବ୍‌ ଶୀଘ୍ର ଏଥିନିମନ୍ତେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହୋଇ କାମ ଆରମ୍ଭ ହେବ ।’ ରାଜ୍ୟରେ ମୋହନ ସରକାରକୁ ଆଜି ୧୦୦ ଦିନ ପୂରୁଥିବା ବେଳେ ଏପରି ଘୋଷଣା କରିଛନ୍ତି…

ଶହେ ଦିନ ପୂର୍ତ୍ତି ଉତ୍ସବ : ସଂକଳ୍ପପତ୍ର ଆମ ପାଇଁ ଧର୍ମଗ୍ରନ୍ଥ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ସଂକଳ୍ପପତ୍ର ଆମ ପାଇଁ ଧର୍ମଗ୍ରନ୍ଥ । ଲୋକଙ୍କ ମତ ଓ ହିତକୁ ନେଇ ସରକାର ସବୁ ବେଳେ ଚାଲିବା କଥା । ରାଜ୍ୟରେ ମୋହନ ସରକାରକୁ ଆଜି ୧୦୦ ଦିନ ପୁରିବା ଅବସରରେ ପୁରୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ…

କୁଲଡିହା ଗଜ ଶିକାର ଘଟଣାରେ ୫ ବନ କର୍ମଚାରୀ ଗିରଫ

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଜଙ୍ଗଲରେ ୨ଟି ମୃତହାତୀର ଅଙ୍ଗ ଛେଦନ କରାଯାଇ ଏକ ପଥର ଗୁମ୍ଫାରେ ପୁରାଇ ଦିଆଯିବା ଘଟଣାରେ ବନବିଭାଗ ପକ୍ଷରୁ ଆଜି ୫ଜଣ ବନକର୍ମଚାରୀଙ୍କୁ ଗିରଫ କରାଯାଇଛି। ଯାହାକୁ ନେଇ ଖାକିରେ ଲାଗିଲା କଳଙ୍କ ବୋଲି…