ଶଙ୍ଖଭଵନରେ ବୌଦ୍ଧ ବିଜେଡିର କର୍ମକର୍ତ୍ତା ସାଙ୍ଗଠନିକ ସମ୍ମିଳନୀ: କର୍ମୀଙ୍କ ସହିତ ୱାନ ଟୁ ୱାନ କଥାହେଲେ ନବୀନ, ସଂଗଠନ ମଜଭୁତ ପାଇଁ କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ
ଭୁବନେଶ୍ବର : ଆଜି ବୌଦ୍ଧ ଜିଲା ଅନ୍ତର୍ଗତ ଉଭୟ ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନମଣ୍ଡଳୀର ସାଂଗଠନିକ କର୍ମକର୍ତ୍ତା ସମ୍ମିଳନୀ ଭୁବନେଶ୍ୱରସ୍ଥିତ ଶଙ୍ଖଭଵନ ଠାରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ମିଳନୀରେ ସମନ୍ୱୟ କମିଟି ଅଧ୍ୟକ୍ଷ ତଥା…
