ବିକ୍ରି ପୂର୍ବରୁ ଶିକାରୀ ଠାରୁ ୨୫କିଲୋ ସମ୍ବର ମାଂସ ଜବତ

କପ୍ତିପଦା: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜଙ୍ଗଲର ବିକାଶ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ବନ୍ୟଜନ୍ତୁଙ୍କୁ ନିରାପଦରେ ରଖିବା ପାଇଁ ଜଙ୍ଗଲରେ ବୃକ୍ଷରୋପଣ, ପିଇବା ପାଇଁ ପାଣିର ବ୍ୟବସ୍ଥା, ଜଗୁଆଳି ମୁତୟନ କରୁଛନ୍ତି। କିନ୍ତୁ…

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଅଫିସରଙ୍କ ତାଲିକାରେ ମୃତ ଅଧିକାରୀଙ୍କ ନାଁ, ବାଦ ଦେଲା ପ୍ରଶାସନ

ଭୁବନେଶ୍ବର : ଆସନ୍ତା ୧୭ ତାରିଖରେ ନିଜ ଜନ୍ମ ଦିନରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ସେ ବହୁ ପ୍ରତିକ୍ଷିତ ‘ସୁଭଦ୍ରା’ ଯୋଜନା ସହ ବିଭିନ୍ନ ସରକାରୀ ଯୋଜନା ଓ ପ୍ରକଳ୍ପର ଶୁଭାରମ୍ଭ କରିବେ ।…

ରାଷ୍ଟ୍ରୀୟ ଲୋକଅଦାଲତରେ ୮୩,୬୭୫ ମାମଲାର ଫଇସଲା

ଭୁବନେଶ୍ୱର: ଜାତୀୟ ଆଇନ ସେବା ପ୍ରାଧିକରଣ ଓ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଆଜି ଖୋର୍ଦ୍ଧା ଜିଲା ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଜିଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସର ଯଥା-ଭୁବନେଶ୍ୱର, ଖୋର୍ଦ୍ଧା, ବାଣପୁର, ଜଟଣୀ,…

ଆପ୍‌ ସରକାର ବ୍ୟାନ କରିଥିଲେ, କିନ୍ତୁ କେଜ୍ରିୱାଲଙ୍କ ପାଇଁ ଫୁଟିଲା ବାଣ

ନୂଆଦିଲ୍ଲୀ : ପ୍ରଦୂଷଣ ପାଇଁ ଦିଲ୍ଲୀରେ କ୍ଷମତାସୀନ ଆପ ସରକାର ସବୁ ପ୍ରକାରର ବାଣ ଉପରେ ବ୍ୟାନ ଲଗାଇଛନ୍ତି। ଦିଲ୍ଲୀରେ କୌଣସି ବାଣର ବିକ୍ରି, ଉତ୍ପାଦନ କିମ୍ବା ବ୍ୟବହାର ହୋଇପାରିବ ନାହିଁ ବୋଲି ସୋମବାର ଆପ୍‌ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା।…

ଏସିଆନ ହକି ଚାମ୍ପିଅନ୍ସ ଟ୍ରଫି; ପାକିସ୍ତାନକୁ ହରାଇଲା ଭାରତ

ନୂଆଦିଲ୍ଲୀ : ଚାଇନାରେ ଚାଲିଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫିର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ପାକିସ୍ତାନକୁ ଧୂଳି ଚଟାଇଛି ଭାରତୀୟ ହକି ଟିମ। ଆଜିର ମ୍ୟାଚ୍‌କୁ ଭାରତ ୨-୧ରେ ଜିତି ନିଜର ଅପରାଜେୟ ଧାରା ଜାରି ରଖିଛି। ଗ୍ରୁପ ପର୍ଯ୍ୟାୟରେ ଅପରାଜେୟ…

କୋଲାକାତାରେ ବଡ଼ ବିସ୍ଫୋରଣ, ଜରି ଗୋଟାଳି ମୃତ

କୋଲକାତା : କେନ୍ଦ୍ରୀୟ କୋଲାକାତାର ବ୍ଲୋଚମାନ ଷ୍ଟ୍ରିଟ ଓ ଏସ୍‌ଏନ ବାନାର୍ଜୀ ରୋଡକୁ ସଂଯୋଗ କରୁଥିବା ସ୍ଥାନରେ ବଡ଼ଧରଣର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଜଣେ ୫୮ ବର୍ଷୀୟ ଜରି ଗୋଟାଳିଙ୍କ ମୃତ୍ୟୁ ହୋଇଛି। ଶନିବାର ଦିନ ୧.୪୫ରେ ହୋଇଥିବା ଏହି…

ଯୌନ ନିର୍ଯାତନା ଅଭିଯୋଗ ଆଣିବାରୁ… ୫୦ ଦଳିତ ପରିବାର ସାମାଜିକ ବାସନ୍ଦ

ନୂଆଦିଲ୍ଲୀ : ଉଚ୍ଚ ଜାତିର ଜଣେ ଯୁବକଙ୍କ ବିରୋଧରେ ଜଣେ ନାବାଳିକାଙ୍କ ପରିବାର ଯୌନ ନିର୍ଯାତନା ଅଭିଯୋଗ ଆଣିବାରୁ ୫୦ ଦଳିତ ପରିବାରକୁ ସାମାଜିକ ବାସନ୍ଦ କରାଯାଇଛି। ଥାନାରୁ ଅଭିଯୋଗ ଉଠାଇନେବାକୁ ରାଜି ନ ହେବାରୁ ଉଚ୍ଚ ଜାତିର ଲୋକମାନେ ସେମାନଙ୍କୁ…

ଦଳିତ ପିଲାକୁ ଉଲଗ୍ନ କଲେ, ସର୍ବସମ୍ମୁଖରେ ବଳପୂର୍ବକ ନଚାଇଲେ

ନୂଆଦିଲ୍ଲୀ : ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟ କରିବା ଭଳି ଘଟଣା। କିଛି ଲୋକ ମିଳିତ ଭାବେ ରାଜସ୍ଥାନର କୋଟାରେ ଘଟାଇଛନ୍ତି ଅଭାବନୀୟ କାଣ୍ଡ। ସେମାନେ ଜଣେ ୧୨ ବର୍ଷୀୟ ଦଳିତ ପିଲାକୁ ସଂପୂର୍ଣ୍ଣ ଉଲଗ୍ନ କରିଛନ୍ତି। ଏହାପରେ ତାଙ୍କୁ ସର୍ବସମ୍ମୁଖରେ ନଚାଇବା…

କେନ୍ଦ୍ରର ବଡ଼ ନିଷ୍ପତ୍ତି: ୪୮୯୨ ଟଙ୍କା ଦେଇ କିଣିବେ ସୋୟାବିନ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି। ମଧ୍ୟପ୍ରଦେଶରେ ଉତ୍ପାଦିତ ହୋଇଥିବା ସୋୟାବିନକୁ କ୍ୱିଣ୍ଟାଲ ପିଛା ଧାର୍ଯ୍ୟ ଏମଏସ୍‌ପି ୪,୮୯୨ ଟଙ୍କାରେ କିଣିବାକୁ କେନ୍ଦ୍ର ସରକାର ରାଜି ହୋଇଛନ୍ତି। ଏନେଇ ମଧ୍ୟପ୍ରଦେଶ ସରକାର କେନ୍ଦ୍ରକୁ ଅନୁରୋଧ କରିଥିଲେ। ‌ଏହି ଅନୁରୋଧକୁ…

‘ରାହୁଲ ଗାନ୍ଧି ମୁସଲିମ ନା ଖ୍ରୀଷ୍ଟିଆନ?’

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସୋଶାଲ ମିଡିଆରେ ଏକ ଭିଡିଓ ଶେଆର କରିଛନ୍ତି, ଯେଉଁଥିରେ ଦିଲ୍ଲୀର ଲୋକ କଲ୍ୟାଣ ମାର୍ଗରେ ଥିବା ତାଙ୍କ ବାସଭବନରେ ସେ ଏକ ବାଛୁରୀ ସହ ଖେଳୁଥିବା ଦେଖିବାକୁ ମିଳୁଛି। ଏହି ବାଛୁରୀ ସହ…