ପୋଟେରୁ ଅଞ୍ଚଳରେ ବନ୍ୟା ପରିସ୍ଥିତି ବେହାଲ, ପାଣି ଘେରରୁ ୧୬୨ ଜଣଙ୍କୁ ଉଦ୍ଧାର
ମାଲକାନଗିରି : ବନ୍ୟା ପରିସ୍ଥିତିରେ ସୁଧାର ଆସିଛି। ହେଲେ ଲୋକଙ୍କ ଦୁଃଖ ବଢିଛି । ଜିଲ୍ଲାର ପୋଟେରୁ ଅଞ୍ଚଳରେ ଅଧିକ କ୍ଷତି ସହିବାକୁ ପଡିଛି । ତେବେ ତଳିଆ ଲୋକଙ୍କୁ ଓଡ୍ରାଫ ଏବଂ ଅଗ୍ନିଶମ ବିଭାଗ ଉଦ୍ଧାର କରି ଆଶ୍ରୟସ୍ଥଳୀରେ ପହଞ୍ଚାଇଛନ୍ତି ।…
