ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧର ସଙ୍କଟ: ଇରାନକୁ ଧୂଳିସାତ କରିବ ଇସ୍ରାଏଲ
ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଚାଲିଥିବା ଲେବାନନ୍ ଓ ଇସ୍ରାଏଲ ଯୁଦ୍ଧ ମଧ୍ୟରେ ସିଧାସଳଖ ଇରାନ୍ ପ୍ରବେଶ କରିଛି। ହେଜବୋଲ୍ଲାର ମୁଖ୍ୟଙ୍କୁ ହତ୍ୟା ଓ ଲେବାନନରେ ଗ୍ରାଉଣ୍ଡ ଅପରେସନକୁ ବିରୋଧ କରି ଇସ୍ରାଏଲ ଉପରେ ଇରାନ ଆକ୍ରମଣ ପରେ ପ୍ରତିଶୋଧ ନେବାକୁ ପ୍ରସ୍ତୁତି…
