୩ ମାସ ହେଲା ମିଳିନି ଭତ୍ତା, ବ୍ଲକ ଅଫିସ ଆଗରେ ଧାରଣା
ବଲାଙ୍ଗୀର: ଭତ୍ତା ପ୍ରଦାନରେ ବିଳମ୍ବକୁ ନେଇ ଗରିବ ଏବଂ ଅସହାୟ ହିତାଧିକାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳରେ ଏହାର ଏକ ବଡ଼ ପ୍ରଭାବ ଦେଖିବାକୁ ମିଳିଛି। ଦୀର୍ଘ ୩ ମାସ ହେଲା ବାର୍ଦ୍ଧକ୍ୟ…