କମିବନି ଶ୍ରୀମନ୍ଦିର ଭକ୍ତନିବାସ ପାର୍କିଂ ଫି

ପୁରୀ: କମିବ ନାହିଁ ପୁରୀ ଭକ୍ତ ନିବାସ ପାର୍କିଂ ଫି । ଭକ୍ତ ଚାହିଁଲେ ଅନ୍ୟ ପାର୍କିଂରେ ଗାଡ଼ି ରଖି ପାରିବେ । ଶ୍ରୀମନ୍ଦିର ଭକ୍ତନିବାସ ପାର୍କିଂ ଫି କମିବ ନାହିଁ । ନିର୍ଦ୍ଧାରିତ ଦ୍ୱାରା ଅନୁସାରେ ସେଇ ୫୦୦ ଟଙ୍କା…

ପିୟୁସି ପ୍ରକ୍ରିୟାରେ ଅବ୍ୟବସ୍ଥା ନେଇ ଉଦବେଗ ପ୍ରକାଶ କଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ପିୟୁସି ପ୍ରକ୍ରିୟାରେ ବ୍ୟାପକ ଅବ୍ୟବସ୍ଥା ନେଇ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବିଜେପି ସରକାରଙ୍କ ଦ୍ୱାରା ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍‌ କାର୍ଯ୍ୟକାରୀ କରିବାରେ ଘୋର ଭୁଲ ପରିଚାଳନା ଏବଂ ବାରମ୍ବାର ନୀତିଗତ…

ବାପାର କୁରାଢ଼ୀ ଚୋଟରେ ପୁଅ ମୃତ

ଠାକୁରମୁଣ୍ଡା: ବାପାର କୁରାଢ଼ୀ ଚୋଟରେ ପୁଅର ମୃତ୍ୟୁ ହୋଇଛି । ଏପରି ଲୋମହର୍ଷଣକାରୀ ଘଟଣା ଘଟିଛି ମୟୂରଭଞ୍ଜ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଭରାଣ୍ଡିଆ ଗ୍ରାମରେ । ସେହି ଗ୍ରାମର ଅନାମ ବାଉଁଶିଆ ନିଜ ବଡପୁଅ ତପନ ବାଉଁଶିଆକୁ ଏକ କୁରାଢ଼ୀରେ ହାଣି…

ଆତ୍ମସମର୍ପଣ କଲେ ୬୩ ହାର୍ଡକୋର ମାଓବାଦୀ

ମାଲକାନଗିରି : ୬୩  ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ  ।  ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡ଼ା ଏସପିଙ୍କ ପାଖରେ ୬୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୧୮ ଜଣ ମହିଳା ଥିବାବେଳେ ୪୫ ଜଣ ପୁରୁଷ ମାଓବାଦୀ ଅଛନ୍ତି ।…

ସ୍କୁଲରେ କବାଡି ଖେଳୁଥିବା ବେଳେ ଛାତ୍ର ମୃତ

ଯୋଡ଼ା: ମୋ ନାତିକୁ ଫେରାଇ ଦିଅ । କୁଆଡ଼େ ଗଲୁରେ ମୋ ଘରର କୂଳ ନନ୍ଦନ । ବୁଢ଼ୀ ମା’ଟା କାନ୍ଦି କାନ୍ଦି ବାହୁନି ହେଉଛି । ସେପଟେ ମା’ ବି କାନ୍ଦି କାନ୍ଦି ଧୈର୍ଯ୍ୟହରା । କାନ୍ଦି କାନ୍ଦି ତଳେ…

ଦନ୍ତା ଆକ୍ରମଣରେ ଦୁଇ ଯୁବକ ମୃତ

କରଞ୍ଜିଆ : ଗୋଠଛଡା ଦନ୍ତା ଆକ୍ରମଣରେ ଦୁଇ ଯୁବକଙ୍କ ମୃତ୍ୟୁ । ଦୁଇଜଣଙ୍କ ମୃତ୍ୟୁ ପରେ ମୃତଦେହକୁ ଜଗି ରହିଛି ନରହନ୍ତା ଦନ୍ତାହାତୀ । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଓଡିଶା ଓ ଝାଡ଼ଖଣ୍ଡ ସୀମାନ୍ତ ବେଣୀସାଗର…

ନିର୍ମାଣଧିନ ପୋଲ ମାଟି ଭୁଶୁଡି ଦମ୍ପତି ମୃତ, ୧୨ ଘଣ୍ଟା ପରେ ମୃତଦେହ ଉଦ୍ଧାର

ବାଲିଗୁଡା: ୧୨ ଘଣ୍ଟା ପରେ ମାଟି ତଳୁ ଉଦ୍ଧାର ହେଲା ମୃତଦେହ । ମୁଣ୍ଡ ବିହୀନ ମୃତ ଦେହ ଉଦ୍ଧାର କଲା ରେସକ୍ୟୁ ଟିମ୍ । ଗତକାଲି କନ୍ଧମାଳ ଜିଲ୍ଲା ବାଲିଗୁଡା କଟାରିସାହି ନିକଟରେ ଥିବା ଜାଡାବାନ୍ଦା ଘାଟରେ ନିର୍ମାଣଧିନ ବ୍ରିଜରେ ମାଟି…

ଅଜଣା ଗାଡି ଧକ୍କାରେ ଦୁଇ ଯୁବକ ମୃତ

ଖୋର୍ଦ୍ଧା: ମାଡ଼ିଗଲା ଗାଡ଼ି, ଚାଲିଗଲା ୨ ଜୀବନ ।  ଖୋର୍ଦ୍ଧା ସଦରଥାନା ୧୬ ନମ୍ବର ଦଧିମାଛଗାଡିଆ ଛକ ନିକଟରେ ଅଜଣା ଗାଡି ଧକ୍କାରେ ଦୁଇ ଯୁବକ ମୃତ ।  ମୃତ ଯୁବକ ଦୁଇ ଜଣ ବିକାଶ ବରାଳ ଓ ଶୁଭ୍ରାଂଶୁ ସୁନ୍ଦରାୟ । …

ଜାନୁଆରୀରେ ୧୦ ଲକ୍ଷ ହିତାଧିକାରୀଙ୍କୁ ମିଳିବ ପକ୍କା ଘର: ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ୱର: ସୁଲଭ ଗୃହ ନିର୍ମାଣ ପାଇଁ ପ୍ରୋତ୍ସାହନ ସ୍ୱରୂପ ଓଡ଼ିଶା ସରକାର ଜାନୁଆରୀ ମାସରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY) ଅଧୀନରେ ପ୍ରାୟ ୧୦ ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ହସ୍ତାନ୍ତର କରିବେ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ…

‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ନିୟମରେ ପରିବର୍ତ୍ତନ

ଭୁବନେଶ୍ବର: ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ରେ ବଡ ପରିବର୍ତ୍ତନ କଲେ ରାଜ୍ୟ ସରକାର । ଏଥିରେ ଗ୍ରାମସଭାର ଭାଗୀଦାରି ବୃଦ୍ଧି କରାଯାଇଛି । ଏହି ଯୋଜନାରେ ନିର୍ମାଣ ହେଉଥିବା ପ୍ରକଳ୍ପରେ କୌଣସି ପ୍ରକାର କ୍ଷତିର ଭରଣା ସମ୍ପୃକ୍ତ ସଂସ୍ଥା କରିବ ।…