2026

ସନ୍ଦେହଜନକ ଅବସ୍ଥାରେ ଅବସରପ୍ରାପ୍ତ ନର୍ସଙ୍କ ମୃତଦେହ ଉଦ୍ଧାର

ଭଦ୍ରକ: ଅବସରପ୍ରାପ୍ତ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ପରିବାର । ଭଦ୍ରକ ଟାଉନ ଥାନା ବନ୍ତ ଛକରେ ଘର ଭିତରୁ ଅବସରପ୍ରାପ୍ତ ନର୍ସଙ୍କ ମୃତଦେହ ମିଳିଛି । ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ମିଳିଛି । ସୂଚନା…

୧୦୦କିମି ସାଇକେଲ ଯାତ୍ରା କରି ଚାଷୀଙ୍କ ସମସ୍ୟା ବୁଝିଲେ ଉପଜିଲ୍ଲାପାଳ

ନରସିଂହପୁର: ସାଇକେଲରେ ଯାଇ ଚାଷୀଙ୍କ ସମସ୍ୟା ବୁଝିଲେ ଉପଜିଲ୍ଲାପାଳ। ଆଠଗଡ଼ ଉପଜିଲ୍ଲାପାଳଙ୍କର ୧୦୦କିମି ସାଇକେଲ ଯାତ୍ରା । ଆଠଗଡ଼ ଉପ ଜିଲ୍ଲାପାଳ ଅଫିସରୁ ବାହାରି ତିଗିରିଆ ବଡମ୍ବା ନରସିଂହପୁର ଗସ୍ତ କରିଛନ୍ତି ଆଠଗଡ଼ ଉପ-ଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା । ଏହି…

ରାଜଧାନୀରେ କିନ୍ନରଙ୍କୁ ହତ୍ୟା

ଭୁବନେଶ୍ବର: ରାଜଧାନୀରେ କିନ୍ନରଙ୍କୁ ହତ୍ୟା । ଉତ୍ତରାକୌଶଲ୍ୟାଗଙ୍ଗ ନିକଟରେ ବୀଭତ୍ସ ହତ୍ୟାକାଣ୍ଡ। ଦୁର୍ବୃତ୍ତମାନେ ଜଣେ କିନ୍ନରଙ୍କୁ ଖିନଭିନ୍ କରି ହାଣି ହତ୍ୟା କରିଛନ୍ତି। ମୃତକ କିନ୍ନରଙ୍କ ନା ଅଞ୍ଜଳି। ତାଙ୍କ ଘର କଟକ ସାଲେପୁରରେ । ସେ ଭୁନେଶ୍ବରରେ ରହୁଥିଲେ। ଗତକାଲି…

ଚୌଦ୍ଵାର ଜେଲରେ କଏଦୀଙ୍କ ମୃତ୍ୟୁ

କଟକ: ଚୌଦ୍ଵାର ଜେଲରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ । ବର୍ଷେ ହେବ ସଜ୍ଜା ଭୋଗୁଥିଲେ । ବିଚାରାଧୀନ କଏଦୀ ଭାବେ ହାଇ ସିକ୍ୟୁରିଟି ସେଲରେ ଥିଲ । ମୃତ କଏଦୀ ଜଟକ ଦରଘାବଳାର ଥାନା ହାତୀପୋର୍ଖରୀ ଅଂଚଳର ମହମ୍ମଦ କଲିମ୍ ଖାନ୍…

ପ୍ରତିରକ୍ଷା ମନ୍ତ୍ରଣାଳୟକୁ ୭.୮ ଲକ୍ଷ କୋଟି ଟଙ୍କାର ବଜେଟ, ସେନାର ହେବ ଆଧୁନିକରଣ

ନୂଆଦିଲ୍ଲୀ : ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତାଙ୍କର ବଜେଟ୍ ଭାଷଣ ୮୫ ମିନିଟ୍ ରହିଥିଲା । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରତିରକ୍ଷା ମନ୍ତ୍ରଣାଳୟ ପାଇଁ ୭.୮ ଲକ୍ଷ କୋଟି…

ମାଘ ପୂର୍ଣ୍ଣିମାରେ ପ୍ରୟାଗରାଜରେ ବୁଡ଼ ପକାଇଲେ ୯୦ ଲକ୍ଷ ଶ୍ରଦ୍ଧାଳୁ

ପ୍ରୟାଗରାଜ : ଆଜି ପ୍ରୟାଗରାଜରେ ଆୟୋଜିତ ହୋଇଥିବା ମାଘ ପୂର୍ଣ୍ଣିମାର ସ୍ନାନ ଉତ୍ସବରେ ପ୍ରାୟ ୯୦ ଲକ୍ଷ ଶ୍ରଦ୍ଧାଳୁ ସଙ୍ଗମ ଏବଂ ଗଙ୍ଗାରେ ପବିତ୍ର ବୁଡ଼ ପକାଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ପ୍ରବଳ ଥଣ୍ଡା ହେବା ସତ୍ତ୍ବେ ଶନିବାର…

ଦେଶରେ ନିର୍ମାଣ ହେବ ଆଉ ୩ଟି ଏମ୍ସ, ୭ଟି ରେଳ କରିଡର୍

ନୂଆଦିଲ୍ଲୀ : ବଜେଟ୍ ଉପସ୍ଥାପନ କରୁଛନ୍ତି ନିର୍ମଳା ସୀତାରମଣ । ଏହା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନବମ ବଜେଟ୍ । ସଂସଦରେ ବଜେଟ୍ ୨୦୨୬-୨୭ ଆଗତ କରୁଛନ୍ତି ନିର୍ମଳା । ବିଗତ ୧୧ ବର୍ଷର ଆର୍ଥିକ ଅଭିବୃଦ୍ଧି ନେଇ ରଖିଲେ ତଥ୍ୟ।…

ରାଜ୍ୟର ଆର୍ଥିକ ଅଭିବୃଦ୍ଧିକୁ ଆହୁରି ପ୍ରଖର କରିବ ଚଳିତ ବଜେଟ୍: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଚଳିତ ଆର୍ଥିକ ୨୦୨୬-୨୦୨୭ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ । ତେବେ ଏହି ବଜେଟକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ କହିଛନ୍ତି କି,ଏହି ବଜେଟ୍ ଐତିହାସିକ । ଏହି…

ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କଲେ ନବୀନ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଦ୍ୱାରା ରବିବାର ଉପସ୍ଥାପିତ ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ତାଙ୍କ ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି, ବଜେଟ୍‌ ଉପରେ ମୁଁ ମୋର ନିରାଶା ପ୍ରକାଶ କରୁଛି। ବଜେଟ୍‌ରେ…

ମହାମହିମଙ୍କ ସୁରକ୍ଷା ଦାୟିତ୍ଵରେ ୩୦ ପ୍ଲାଟୁନ ଫୋର୍ସ

ଭୁବନେଶ୍ବର: ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କମିଶନରେଟ୍ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛି । ସୁରକ୍ଷା ଦାୟିତ୍ଵରେ ୩୦ ପ୍ଲାଟୁନ ପୁଲିସ ଫୋର୍ସ ନିଯୋଜିତ କରାଯିବା ନେଇ କମିଶନରେଟ୍ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି |ବ୍ଲୁ ବୁକ…