ଓଡ଼ିଶାର ବାସ୍ତବ ଆର୍ଥିକ ଅଭିବୃଦ୍ଧି ହାର ୭.୯ ପ୍ରତିଶତ ରହିବା ନେଇ ଆକଳନ

ଭୁବନେଶ୍ବର: ୨୦୨୫-୨୬ ଆର୍ଥିକ ବର୍ଷରେ ଓଡ଼ିଶାର ଅର୍ଥନୀତିର ଆକାର ଗତ ଆର୍ଥିକ ବର୍ଷ ଠାରୁ ୯.୫ ପ୍ରତିଶତ ବୃଦ୍ଧି ପାଇ ୯.୯ଲକ୍ଷ କୋଟି ହେବ ବୋଲି ଆଜି ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା…

ନିଲାମ ସୁନା ଠକେଇ ଅଭିଯୋଗ : ବ୍ୟାଙ୍କ ଆଗରେ ଧାରଣା

ଚାନ୍ଦବାଲି : ଚାନ୍ଦବାଲିରେ ନିଲାମ ସୁନା କ୍ରୟ କରି ଠକେଇର ଶିକାର ହେବାର ଅଭିଯୋଗ ଆଣି ଚାନ୍ଦବାଲି ଥାନାରେ ଏତଲା ଦାଖଲ କରିଥିବା ବେଳେ ଗୁରୁବାର ପଞ୍ଚାନନ ସାହୁ ଓ ପରିବାର ଚାନ୍ଦବାଲି ଏଚଡିଏଫସି ବ୍ୟାଙ୍କ ଆଗରେ ଧାରଣା ଦେଇ ପ୍ରତିବାଦ…

୩୧ ନୂଆ ଜିଲ୍ଲା ପାଇଁ ପ୍ରସ୍ତାବ

ଭୁବନେଶ୍ବର : ରାଜ୍ୟରେ ଆଉ ୩୧ଟି ନୂଆ ଜିଲ୍ଲା ପାଇଁ ସରକାରଙ୍କ ନିକଟକୁ ପ୍ରସ୍ତାବ ଦିଆଯାଇଛି। ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ବିଧାନସଭାରେ ବିଧାୟକ ବିଜୟ ଦଳବେହେରାଙ୍କ ଅଣତାରକା ପ୍ରଶ୍ନରେ ଲିଖିତ ଉତ୍ତର ରଖି ବଡ଼…

୩୫ ଗୋରୁ ଉଦ୍ଧାର, କଣ୍ଟେନର ଚାଳକ ଓ ୨ ସହଯୋଗୀ ଅଟକ

ମୟୂରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ୪୯ନଂ ଜାତୀୟ ରାଜପଥର ନୂଆଗାଁ ଓ ସାନ ମଣଦା ମଧ୍ୟସ୍ଥଳରୁ ଏକ ଗୋରୁ ବୋଝେଇ କଣ୍ଟେନର ଜବତ ହୋଇଛି। କଣ୍ଟେନର ଭିତରୁ ୩୫ଟି ଗୋରୁ ଉଦ୍ଧାର ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କୌଣସି ସୂତ୍ରରୁ…

ପ୍ରେସ୍‌ କଲୋନୀରେ ଯୁବକଙ୍କୁ ଗୁଳିମାଡ ଘଟଣା: ମଧୁପାଟଣା ଥାନାରେ ଉତ୍ତେଜନା

କଟକ : କଟକ ପ୍ରେସ୍‌ କଲୋନୀରେ ଯୁବକକୁ ଗୁଳିକାଣ୍ଡ ଘଟଣାରେ ଆଜି ମଧୁପାଟଣା ଥାନାରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକ ଏବଂ ପରିବାର ଥାନାରେ ଥାନା ଅଧିକାରୀ ଙ୍କୁ ଜବାବ ତଲବ କରିବା ସହ ଅପରାଧୀ କୁ କାହିଁକି…

ସାତ ବର୍ଷ ଝିଅର ନିଆରା ରେକର୍ଡ, ସମୁଦ୍ର ପଥରେ ୧୩ କି.ମି ଅତିକ୍ରମ କରିବାରେ ସବୁଠାରୁ ସାନ

ନୂଆଦିଲ୍ଲୀ  : ଆସାମର ସାତ ବର୍ଷୀୟ କିଉଚେନଘନ୍ ଫୁକାନ୍ । ଏପରି ଏକ ସଫଳତା ହାସଲ କରିଛନ୍ତି ଯାହା ଅନେକଙ୍କ ପାଇଁ ସ୍ୱପ୍ନ। ସେ ଏଲିଫାଣ୍ଟ୍ ଦ୍ୱୀପରୁ ମୁମ୍ବାଇର ଗେଟ୍ ୱେ ଅଫ୍ ଇଣ୍ଡିଆ ପର୍ଯ୍ୟନ୍ତ ପହଁରିବାର ଉପଲବ୍ଧି ହାସଲ କରିଛନ୍ତି। ପ୍ରାୟ ୧୩…

ଗଞ୍ଜାମ ସଡ଼କ ଦୁର୍ଘଟଣା: ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ ରାସ୍ତା ନିରାପତ୍ତା କମିଟି

ଭୁବନେଶ୍ୱର ୧୮/୦୨ : ଗଞ୍ଜାମ ଦୁର୍ଘଟଣା ପ୍ରସଙ୍ଗରେ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ । ବ୍ରହ୍ମପୁର ହଳଦିଆପଦର ନିକଟ ଜାତୀୟ ରାଜପଥ ଉପରେ ହୋଇଥିବା ଦୁର୍ଘଟଣା ନେଇ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ ରାସ୍ତା ନିରାପତ୍ତା କମିଟି । ମାର୍ଚ୍ଚ ୫ ସୁଦ୍ଧା ବିସ୍ତୃତ…

ଦ୍ବାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର  : ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପରିଚାଳିତ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା-୨୦୨୬ ଆଜି ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯାଇଛି। ରାଜ୍ୟର ହଜାର ହଜାର ଛାତ୍ରଛାତ୍ରୀ ଏହି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ ଅଂଶ ନେଉଛନ୍ତି।  ଆଜି ସକାଳଠାରୁ ବିଭିନ୍ନ ଉଚ୍ଚ…

ଚାଷୀ ମାରଣା ନୀତିକୁ ବିରୋଧ: ନିମାପଡ଼ାରେ ବିଜେଡିର ବିକ୍ଷୋଭ

ନିମାପଡା: ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ସରକାରଙ୍କ ଚାଷୀ ମାରଣା ନୀତି ପ୍ରତିବାଦରେ ନିମାପଡାରେ ବିଜେଡ଼ିର ପୁରୀ ଜିଲ୍ଲା ସ୍ତରୀୟ ବିକ୍ଷୋଭ ସମାବେଶ ସ୍ଥାନୀୟ ଟାଉନ ହଲ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ପୁରୀ ଜିଲ୍ଲା ବିଜେଡ଼ି ସଭାପତି ଉମା…

ଘର କ୍ରେତାଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ

ନୂଆଦିଲ୍ଲୀ : ଦିଲ୍ଲୀରେ ନିଜ ଘର ଖୋଜୁଥିବା ଲୋକଙ୍କ ପାଇଁ ଏକ ବଡ଼ ଖବର। ଦିଲ୍ଲୀ ବିକାଶ ପ୍ରାଧିକରଣ (DDA) ଗୃହ ଯୋଜନାଗୁଡ଼ିକୁ ଅଧିକ ଆକର୍ଷଣୀୟ କରିବା ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ଆଶ୍ୱସ୍ତି ଦେବା ଲାଗି ଏକ ଐତିହାସିକ ନିଷ୍ପତ୍ତି…