July 2026

ବିମାନର ସୁରକ୍ଷିତ ଉଡ଼ାଣ ପାଇଁ ବିଏମସିର ବଡ଼ ପଦକ୍ଷେପ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ବିମାନର ସୁରକ୍ଷିତ ଉଡ଼ାଣ ଓ ଅବତରଣକୁ ଦିଆଯାଇଛି ସର୍ବୋଚ୍ଚ ପ୍ରାଥମିକତା। ବିମାନର ସୁରକ୍ଷିତ ଉଡ଼ାଣ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ନେଇଛି ବଡ଼ ପଦକ୍ଷେପ । ବିମାନ ଚଳାଚଳରେ ବାଧା ସୃଷ୍ଟି କରିପାରୁଥିବା…

ଆସୁଛି ଆଉ ଏକ ଲଘୁଚାପ: ୧୨ ଯାଏଁ ଭିଜିବ ସାରା ରାଜ୍ୟ, ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ। ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିବା ସହ ସ୍ବଳ୍ପ ଧରଣର ବର୍ଷା ମଧ୍ୟ ହେଉଛି। ଆସନ୍ତା ୧୨ ତାରିଖରେ ରାଜ୍ୟରେ ପୁଣି ବର୍ଷା ବଢ଼ିପାରେ। । ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ।…

କଲକାତାରେ ରାଲି ବେଳେ ଦଳୀୟ କର୍ମୀଙ୍କୁ ଚାପୁଡ଼ା ମାରିଲେ ମମତା, ଭାଇରାଲ ହେଲା ଭିଡିଓ

କଲକାତା:ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଟିଏମସି ରାଲିକୁ ନେଇ ରାଜନୈତିକ ଉତ୍ତେଜନା ମଧ୍ୟରେ ଏବେ ଆଉ ଏକ ଘଟଣା ଚର୍ଚ୍ଚାରେ ରହିଛି। ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜଣେ ଦଳୀୟ କର୍ମୀଙ୍କୁ ସର୍ବସମ୍ମୁଖରେ ଚାପୁଡ଼ା ମାରୁଥିବା ଏକ ଭିଡିଓ…

ବିଦ୍ୟୁତ୍ ଆଘାତ ଲାଗି ଦମ୍ପତିଙ୍କ ସହ ୨ ସନ୍ତାନଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ସତାରା ଜିଲ୍ଲାରୁ ଏକ ହୃଦୟବିଦାରକ ଦୁର୍ଘଟଣା ସାମ୍ନାକୁ ଆସିଛି । ଜିଲ୍ଲାର ଫଳଟନ ତାଲୁକାର ଖାମଗାଁରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୋଟିଏ ପରିବାରର ୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ଦମ୍ପତି ଏବଂ…

ଭୁଶୁଡ଼ିଲା ୩ ମହଲା କୋଠା, ଅନେକ ଲୋକ ଦବିଥିବା ଆଶଙ୍କା

ପୁଣେ : ପ୍ରବଳ ବର୍ଷା ଯୋଗୁଁ ଦେଶର ବିଭିନ୍ନ ରାଜ୍ୟରେ ପ୍ରବଳ କ୍ଷୟକ୍ଷତି ହୋଇଛି । ମହାରାଷ୍ଟ୍ରରେ ଅନେକ ସ୍ଥାନରେ ଗୋଟିଏ ପରେ ଗୋଟିଏ ଅଘଟଣ ଚାଲିଛି । ପୁଣେରେ ଏକ ବିଲିଡିଂ ଭୁଶୁଡ଼ିବା ଯୋଗୁଁ ଅନେକ ଲୋକ ଦବିଥିବା ଆଶଙ୍କା…

ଟାୟାର ପମ୍ପଚର ସଜାଡ଼ିବା ବେଳେ ଚଢ଼ିଗଲା ଟ୍ରକ, ୪ ମୃତ

ଉତ୍ତରପ୍ରଦେଶ : ଉତ୍ତର ପ୍ରଦେଶ କୌଶାମ୍ବୀ ଜିଲ୍ଲା ପ୍ରୟାଗରାଜ-କାନପୁର ହାଇଓେ୍ବରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଅଜ୍ଞାତ ପିକଅପ୍ ଗାଡିର ଟାୟାର ପମ୍ପଚର ହୋଇଥିବାରୁ ଏମାନେ ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ଏକ ଟ୍ରକ ପଛରୁ ଆସି ଧକ୍କା…

ପହଲଗାମ ଆକ୍ରମଣ ସହ ସମ୍ପୃକ୍ତ ଥିବା ଲସ୍କର-ଇ-ତୋଇବାର ଶୀର୍ଷ କମାଣ୍ଡର ନିହତ

ଜମ୍ମୁ କଶ୍ମୀର : ଜମ୍ମୁ-କଶ୍ମୀରରେ ସୁରକ୍ଷା ବଳକୁ ବଡ଼ ସଫଳତା ମିଳିଛି । ଦୀର୍ଘ ୪ ଦିନ ଧରି ଚାଲିଥିବା ସର୍ଚ୍ଚ ଅପରେସନ ପରେ ଯବାନ ଚର୍ଚ୍ଚିତ ଲସ୍କର-ଇ-ତୋଇବାର ଜଣେ ଶୀର୍ଷ କମାଣ୍ଡର ନିହତ ହୋଇଛି । ପହଲଗାମ୍ ଆକ୍ରମଣ ସହ…

ମଝି ଆକାଶରୁ ଗାୟବ ହେଲା ପାକିସ୍ତାନର କାର୍ଗୋ ବିମାନ

ଲାହୋର : ୟୁଏଇ ଶାରଜାହରୁ ପାକିସ୍ତାନ କରାଚୀ ଆସୁଥିବା ଏକ ପାକିସ୍ତାନୀ କାର୍ଗୋ ବିମାନ ମଙ୍ଗଳବାର ରାତିରେ ମଝି ଆକାଶରୁ ନିଖୋଜ ହୋଇଯାଇଛି । ବିମାନରେ ଚାଳକ ଦଳର ପାଞ୍ଚ ଜଣ କ୍ରୁ ସଦସ୍ୟ ଥିଲେ । ବିମାନର ସନ୍ଧାନ ଜାରି…

ଇରାନ ଉପରେ ଆମେରିକାର ମିସାଇଲ ମାଡ଼! ୮୦ଟି ଘାଟି ଧ୍ୱଂସ

ଆମେରିକା : ବଦଲା ନେଲା ଆମେରିକା! । ଇରାନ ଉପରେ ଟ୍ରମ୍ପସେନାର ମିସାଇଲ ମାଡ଼!। ୮୦ଟି ଘାଟି ଧ୍ୱଂସ । ଇରାନର ସାମରିକ ଘାଟି ଉପରେ ବୋମାମାଡ କରିଛି ଆମେରିକା। କିଛି ସପ୍ତାହ ପୂର୍ବରୁ ହୋଇଥିବା ଅସ୍ଥାୟୀ ସରକାରୀ ଚୁକ୍ତିକୁ ବେଖାତିର…

ଇଣ୍ଡୋନେସିଆରେ ବିଜୁ ବାବୁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଇଣ୍ଡୋନେସିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଦେଶର ସ୍ୱାଧୀନତା ସଂଗ୍ରାମ ସମୟରେ ଡଚ୍-ଅଧିକୃତ ଜାଭାରୁ ଇଣ୍ଡୋନେସିଆ ନେତାମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିବାରେ ବିଜୁ ବାବୁ…