November 20, 2026

ଖଟିଆରେ ନଦୀ ପାର୍ ହେଲେ ରୋଗୀ, ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ

ରାୟଗଡା : ରାୟଗଡା ଜିଲ୍ଲାରୁ ପୁଣି ଆସିଛି ଏକ ବିକଳ ଚିତ୍ର । ଖଟିଆରେ ଭରା ନଈରେ ପାର ହେଲେ ରୋଗୀ । ରାସ୍ତା ନଥିବାରୁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ । ଫଳରେ ଜଣେ ରୋଗୀଙ୍କୁ ଖଟିଆରେ ବୋହି ନାଗାବଳୀ ନଦୀ…

ତାରାତାରିଣୀ ମନ୍ଦିର ରାସ୍ତାରେ ଭୂସ୍ଖଳନ, ଯାତାୟାତ ଠପ୍

ବ୍ରହ୍ମପୁର: ଗଞ୍ଜାମର ତାରାତାରିଣୀ ମନ୍ଦିର ରାସ୍ତାରେ ଭୂସ୍ଖଳନ, ଯାତାୟାତ ବନ୍ଦ । ପାହାଡ଼ରୁ ଖସିଲା ପଥର, ଉପୁଡ଼ିଲା ୨ଟି ଗଛ । ରାସ୍ତା ସଫା କାମ ଜାରି, ପାଗ ଅନୁକୂଳ ରହିଲେ ସନ୍ଧ୍ୟା ସୁଦ୍ଧା ଖୋଲିପାରେ ରାସ୍ତା । ବାତ୍ୟା ‘ଅକଭାନ୍…

ଟ୍ରକ୍ ଧକ୍କାରେ ଚାଲିଗଲା ଅଜା-ନାତିଙ୍କ ଜୀବନ

ସମ୍ବଲପୁର: ଅଜା-ନାତିଙ୍କ ଶେଷ ଯାତ୍ରା । ସ୍କୁଲ ବସ୍ ବଦଳରେ ଆସିଲା ମୃତ୍ୟୁର ଟ୍ରକ୍ । ସ୍କୁଲ ବସକୁ ଅପେକ୍ଷା କରିଥିବା ବେଳେ ମାଡ଼ିଗଲା ଯମଦୂତ । ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ବାବୁବନ୍ଧ ନିକଟରେ ହୃଦୟ ବିଦାରକ ଦୃଶ୍ୟ…