Odisha Governor Kambampati 2ee3101176 V Jpg

ଭୁବନେଶ୍ୱର: ରାଜଭବନ ସାଧାରଣ ଲୋକଙ୍କ ପାଇଁ ଖୋଲିବା ଦରକାର ବୋଲି ଦାୟିତ୍ୱ ନେବା ପରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତିିି ଗଣମାଧ୍ୟମକୁ ପ୍ରଥମ ପ୍ରତିକ୍ରିୟା ଦେଇ କହିଛନ୍ତି। ବର୍ଷକୁ ଥରେ କିମ୍ବା ୨ ଥର ଖୋଳିବା ଉଚିତ। ଏହା ଜନତାଙ୍କ ପାଇଁ ବନ୍ଦ ହେବା ଉଚିତ ନୁହେଁ।

ସୁଯୋଗ ମିଳିଲେ ଆମେ ଜନତାଙ୍କ ପାଇଁ ରାଜଭବନ ଖୋଲିବୁ ବୋଲି ରାଜ୍ୟପାଳ ହରିବାବୁ କମ୍ଭମପତି ପ୍ରକାଶ କରିଛନ୍ତି।

Share