ଆମେରିକାର ଲକ୍ଷ୍ୟଭେଦ କରୁଥିବା ଘାତକ ପରମାଣୁ କ୍ଷେପଣାସ୍ତ୍ର ବିକଶିତ କରୁଛି ପାକିସ୍ତାନ

ୱାଶିଂଟନ: ଆମେରିକାର ଗୁଇନ୍ଦା ସଂସ୍ଥାଗୁଡ଼ିକ ଦାବି କରିଛନ୍ତି ଯେ ପାକିସ୍ତାନ ଗୁପ୍ତ ଭାବରେ ଏକ ଆନ୍ତଃମହାଦେଶୀୟ ନ୍ୟୁକ୍ଲିୟର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର (ଆଇସିବିଏମ) ନିର୍ମାଣ କରିବା ପାଇଁ ଦ୍ରୁତ ଗତିରେ କାମ କରୁଛି। ରିପୋର୍ଟରେ କୁହାଯାଇଛି ଯେ, ଯଦି ପାକିସ୍ତାନ ଏହି କ୍ଷମତା…

୪ ଦିନ ମହାକାଶରେ ରହିବା ପାଇଁ ଯାତ୍ରା ଆରମ୍ଭ କରିଥିବା ଶୁଭାଂଶୁଙ୍କ ପାରିଶ୍ରମିକକୁ ନେଇ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ: ସ୍ପେସ୍ ଏକ୍ସର ଆକ୍ସିୟମ ମିଶନ-୪ର ସଫଳ ଉତକ୍ଷେପଣ ପରେ ୨ୟ ଭାରତୀୟ ଭାବେ ଶୁଭାଂଶୁ ଶୁକ୍ଳା ୩ଜଣ ମହାକାଶଚାରୀଙ୍କ ସହ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ୍ ଯାଉଛନ୍ତି । ଏଭଳି ସମୟରେ ଶୁକ୍ଳାଙ୍କୁ ୧୪ ଦିନ ମହାକାଶରେ ରହିବା ପାଇଁ କେତେ…

ମହାକାଶରେ ଉଡ଼ିବ ତ୍ରିରଙ୍ଗା: ୧୯୮୪ରୁ ୨୦୨୫.. ୪୧ ବର୍ଷ ପରେ ମହାକାଶ ଗଲେ ୨ୟ ଭାରତୀୟ

ନୂଆଦିଲ୍ଲୀ: ୧୯୮୪ ମସିହା, ଏକ ଶୀତୁଆ ସକାଳରେ ମହାକାଶ ଯାତ୍ରା ପାଇଁ ପ୍ରସ୍ତୁତ ହେଉଥିଲେ ଭାରତୀୟ ବାୟୁସେନା ଅଧିକାରୀ ରାକେଶ ଶର୍ମା । ସୋୟୁଜ୍ ଟି-୧୧ ଇଞ୍ଜିନର ଗର୍ଜନ ସହ ସେ ଉପରକୁ ଉଠିବାକୁ ଲାଗିଲେ ଆଉ କିଛି ସମୟ ପରେ…

ଅସ୍ତ୍ରବିରତି ପାଇଁ ରାଜି ହେଲା ଇରାନ

ନୂଆଦିଲ୍ଲୀ: ୧୨ ଦିନ ଧରି ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଶେଷ । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଯୁଦ୍ଧବିରତି ଆରମ୍ଭ ହୋଇଥିବା ନେଇ ଘୋଷଣା କରିଦେଇଛନ୍ତି । ଏହାକୁ ଉଲଘଂନ ନକରିବାକୁ ବି କହିଛନ୍ତି । ଆଉ…

ଦଶ ମୂଳ ମୋଦକ ଚୋରୀ ଘଟଣା; ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲେ ଜଗନ୍ନାଥ ସ୍ୱାଇଁ ମହାପାତ୍ର

ପୁରୀ: ଦଶ ମୂଳ ମୋଦକ ଚୋରୀ ଅଭିଯୋଗରେ ନୂଆ ମୋଡ । ଅନବସରରେ ମହାପ୍ରଭୁଙ୍କୁ ଦଶମୂଳ ମୋଦକ ଲାଗି ପୂର୍ବରୁ ୭୦ ମୋଦକ କମ୍ ପଡ଼ିବା ନେଇ ବାଡଗ୍ରାହୀଙ୍କ ଅଭିଯୋଗ ପରେ ଜୋର୍ ଧରିଛି ଚୋରି ଚର୍ଚ୍ଚା । ଶ୍ରୀମନ୍ଦିର ମୁଖ୍ୟ…

ଜୁଲାଇ ୧ରୁ ବଢିବ ଟ୍ରେନ ଭଡ଼ା

ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଭାରତୀୟ ରେଳବାଇ ଗତ କିଛି ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଯାତ୍ରୀବାହୀ ଟ୍ରେନ ଭଡା ବୃଦ୍ଧି କରିବାକୁ ଯାଉଛି। ଆସନ୍ତା ଜୁଲାଇ ୧ରୁ ସଂଶୋଧିତ ଦର ଲାଗୁ ହେବ। ରିପୋର୍ଟ ଅନୁଯାୟୀ, ଅଣ-ବାତନୁକୂଳିତ ଟ୍ରେନ…

କୋଇଲା ଖଣି ଲୁଟର ତଦନ୍ତ ପାଇଁ ଗୋପାଳପୁରରେ ଭିଜିଲାନ୍ସର ଏସ ଆଇ ଟି ଟିମ୍

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଭିଜିଲାନ୍ସ ଏସ ଆଇ ଟି ଟିମ । କୋଇଲା ଖଣି ଲୁଟର ତଦନ୍ତ ପାଇଁ ଗ୍ରାଉଣ୍ଡ ଜିରୋରେ ଏସ ଆଇ ଟିର ୧୦ ଜଣିଆ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି। ହେମଗିରି ଗୋପାଳପୁର କୋଇଲା ଖଣି ଲୁଟ ଘଟଣାରେ…

ରାଜ୍ୟରେ ଆଉ ୫ଶହ ରାଇସ୍ ମିଲ୍‌ର ଆବଶ୍ୟକତା ରହିଛି: ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ରାଇସ୍ ମିଲ୍ ଓ ଚାଉଳ ରପ୍ତାନୀ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବୟାନ । ମିଲ୍‌ ଅଭାବରୁ ଧାନ ଉଠାଇବାରେ ଅସୁବିଧା ହେଉଛି ବୋଲି କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ଯେ,…

ହନିମୁନ୍ ହତ୍ୟା ମାମଲାରେ ୮ ଗିରଫ, ନାର୍କୋ ଟେଷ୍ଟ ଦାବି କରିବେ ରାଜା ରଘୁବଂଶୀଙ୍କ ପରିବାର

ସ୍ୱାମୀ ରାଜା ରଘୁବଂଶୀ ହତ୍ୟା ମାମଲାରେ ସୋନମ୍ ରଘୁବଂଶୀ ମୁଖ୍ୟ ଅଭିଯୁକ୍ତ ବୋଲି ସ୍ପଷ୍ଟ ହେବାରେ ଲାଗିଛି। ଏହି ଘଟଣାରେ ସୋନମ୍ ରଘୁବଂଶୀ ଇନ୍ଦୋରରେ ରହୁଥିବା ଫ୍ଲାଟର ମାଲିକଙ୍କ ସମେତ ଆଠ ଜଣଙ୍କୁ ପୁଲିସ ଗିରଫ କରିଛି। ସୋନମ୍, ତାଙ୍କ ଅଭିଯୁକ୍ତ…

ଜୁନ ୨୫ରେ ସମ୍ବିଧାନ ହତ୍ୟା ଦିବସ ପାଳନ କରିବେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ସରକାର ସମ୍ବିଧାନ ହତ୍ୟା ଦିବସ ପାଳନ କରିବେ | ଭୁବନେଶ୍ଵର ରେଳ ଅଡିଟରିୟମରେ ପାଳିତ ହେବ ରାଜ୍ୟସ୍ତରୀୟ ସମ୍ବିଧାନ ହତ୍ୟା ଦିବସ କାର୍ଯକ୍ରମ | ରାଜନୀତି ବିଜ୍ଞାନର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେବେ | ଏନେଇ ସୂଚନା…