‘ନବ ଦାସଙ୍କ ପରିବାର ଉପରେ ଚାପ ପକାଉଛି ବିଜେଡି’

ଭୁବନେଶ୍ଵର: ନବ ଦାସଙ୍କ ହତ୍ୟାକାଣ୍ଡ ନେଇ ପରିବାର ଲିଖିତ ଅଭିଯୋଗ ଦେବା ପ୍ରସଙ୍ଗରେ ବିଜେଡ଼ି ଚାପ ପକାଉଛି। ଏପରି କିଛି ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ। ସିବିଆଇ ତଦନ୍ତ ପାଇଁ ପରିବାର ଲୋକେ ଲିଖିତ ଅଭିଯୋଗ କଲେ…

ଆସନ୍ତା ଏପ୍ରିଲ ୧ରୁ ରାଜ୍ୟରେ ଲାଗୁ ହେବ ଆଇନଜୀବୀ କଲ୍ୟାଣ କର୍ପସ ଫଣ୍ଡ ଆଇନ ୨୦୨୦

କଟକ : ଆସନ୍ତା ଏପ୍ରିଲ ୧ରୁ ରାଜ୍ୟରେ ଲାଗୁ ହେବ ଆଇନଜୀବୀ କଲ୍ୟାଣ କର୍ପସ ଫଣ୍ଡ ଆଇନ ୨୦୨୦ । ଏହି ଆଇନ ବଳରେ ବେଳେ ବକାଲତିନାମା ସହିତ ଲାଗିବ ୧୦୦ ଟଙ୍କାର କର୍ପସ ଫଣ୍ଡ ଷ୍ଟାମ୍ପ । ନୂଆ ମାମଲା…

ବିଏସପିର ସବୁ ପଦବୀରୁ ପୁତୁରା ଆକାଶ ଆନନ୍ଦଙ୍କୁ ହଟାଇଲେ ମାୟାବତୀ

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବହୁଜନ ସମାଜ ପାର୍ଟି(ବିଏସପି) ଅଧ୍ୟକ୍ଷ ମାୟାବତୀ ଦଳରେ ବଡ଼ ପରିବର୍ତ୍ତନ କରିଛନ୍ତି। ନିଜ ପୁତୁରା ଆକାଶ ଆନନ୍ଦଙ୍କୁ ସେ ସମସ୍ତ ପଦବୀରୁ ହଟାଇଛନ୍ତି। ଏହା ସହିତ ଆକାଶଙ୍କ ସ୍ଥାନରେ ତାଙ୍କ ବାପା ତଥା ଦଳର ସମ୍ପାଦକ…

ରାଉରକେଲାରେ ୭ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ରାଉରକେଲା: ରାଉରକେଲାରେ ୭ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ଚାନ୍ଦିପୋଷ ଷ୍ଟେସନ ନିକଟ ପରିତ୍ୟକ୍ତ କ୍ୟାବିନରେ ୭ ବର୍ଷର ନାବାଳିକାଙ୍କୁ ବସ ହେଲ୍ପର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପରିବାର ସଦସ୍ୟଙ୍କ ଲିଖିତ ଏତଲା ଆଧାରରେ ଚାନ୍ଦିପୋଷ ପୋଲିସ ମାମଲା…

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ପିଟିସନକୁ ଅଣଦେଖା, ୪୮ ଜଣ ସରକାରୀ ବାବୁଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ

କଟକ : ସରକାର ବଦଳିଛି , ହେଲେ ସରକାରୀ ବାବୁଙ୍କ ଦବଦବା ଏବେ ବି କମିନି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ଆସିଥିବା ପିଟିସନକୁ ବି ଅଣଦେଖା କରାଯାଇଛି । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଟକରେ । ମୁଖ୍ୟମନ୍ତ୍ରୀଙ୍କ…

ଅଙ୍ଗନଓ୍ବାଡ଼ି ଅଣ୍ଡା ଦାମ୍ ବଢିଲା

ଭୁବନେଶ୍ୱର: ଅଙ୍ଗନଓ୍ବାଡ଼ି କେନ୍ଦ୍ର ପାଇଁ ଦିଆଯାଉଥିବା ଅଣ୍ଡା ଦାମ ବଢିଲା । ୫ ଟଙ୍କାରୁ ୭ ଟଙ୍କାକୁ ବୃଦ୍ଧି ହୋଇଛି ଅଣ୍ଡାର ମୂଲ୍ୟ । ଶିଶୁମାନଙ୍କ ପୋଷଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଙ୍ଗନଓ୍ବାଡ଼ି କେନ୍ଦ୍ର ପାଇଁ ଦିଆଯାଉଥିବା ଅଣ୍ଡାର ମୂଲ୍ୟ…

ମହିଳା କଂଗ୍ରେସ କର୍ମୀଙ୍କୁ ହତ୍ୟା, ସୁଟ୍‌କେସ ଭିତରୁ ମିଳିଲା ମୃତଦେହ

ଭାରତ ଯୋଡ଼ୋ ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ସହିତ ନଜର ଆସିଥିବା ୨୨ ବର୍ଷୀୟା ମହିଳା କଂଗ୍ରେସ କର୍ମୀ ହିମାନୀ ନରୱାଲଙ୍କୁ ହତ୍ୟା କରାଯାଇଛି। ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଦିନକ ପୂର୍ବରୁ ହିମାନୀଙ୍କୁ ହତ୍ୟା କରାଯିବାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।…

ଅଧ୍ୟାପକଙ୍କ ଅସଦାଚରଣ ଲାଗି ଜୀବନ ହାରିଲେ ଛାତ୍ରୀ

ପଟ୍ଟାମୁଣ୍ଡାଇ: ମୋ ଝିଅ…ମୋ ଝିଅ…କୁଆଡ଼େ ଗଲୁ ମୋ ସୁନା ….କାହିଁକି ଏମିତି କଲୁ ….ମୋତେ ଛାଡ଼ି ଚାଲିଗଲୁ … କିଏ ମୋତେ ବୋଉ ବୋଲି ଆଉ ଡାକିବ…..କଲେଜରୁ ଆସି ଖାଇବାକୁ ଦେ ବୋଲି ମାଗିବ…. ଏମିତି ଭାବି ଭାବି ଭୋ ଭୋ…

ଲିଙ୍ଗରାଜ ମନ୍ଦିରରେ ହେଲାନି ହାଣ୍ଡିଭଙ୍ଗା ଯାତ୍ରା, ଉପବାସରେ ମହାପ୍ରଭୁ

ଭୁବନେଶ୍ୱର: ପୁଣି ଉପବାସରେ ରହିଲେ ମହାପ୍ରଭୁ ଶ୍ରୀଲିଙ୍ଗରାଜ । ମନ୍ଦିରରେ ବନ୍ଦ ରହିଛି ନୀତିକାନ୍ତି । ହାଣ୍ଡିଭଙ୍ଗା ଯାତ୍ରା ପାଳନ ନ ହେବାରୁ ଶ୍ରୀଜିଉଙ୍କ ନୀତିକାନ୍ତି ବନ୍ଦ ରହିଛି । ଲଗାତର ୧୧ ବର୍ଷ ହେବ ପାଳନ ହେଉନି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ…

ସୁରେଶ ପନ୍ତ ନୂଆ ପିସିସିଏଫ୍‌

ଭୁବନେଶ୍ବର: ରାଜ୍ୟ ସରକାର ଭାରତୀୟ ବନ ସେବା (ଆଇଏଫ୍‌ଏସ୍‌) ଅଧିକାରୀ ସୁରେଶ ପନ୍ତଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଛନ୍ତି। ଶ୍ରୀ ପନ୍ତଙ୍କୁ ମୋହନ ସରକାର ପିସିସିଏଫ୍‌ ପଦବିରେ ନିଯୁକ୍ତି ଦେଇଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୯୦…