ସନ୍ଦେହଜନକ ଅବସ୍ଥାରେ ମିଳିଲା ନାବାଳକଙ୍କ ମୃତଦେହ

ଆଳି: ଭୋଜି ଖାଇସାରି ଗୋଟିଏ ଘରେ ସାଙ୍ଗ ମାନଙ୍କ ସହ ଶୋଇଥିଲେ । ହେଲେ ସନ୍ଦେହଜନକ ଅବସ୍ଥାରେ ମିଳିଲା ନାବାଳକଙ୍କ ମୃତଦେହ । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ କଇଥାପାଳ ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା ।…

ସିନ୍ଦେଙ୍କ ଗଡ଼ ଥାନେରେ ‘ଜନତା ଦରବାର’ କରିବେ ବିଜେପି ମନ୍ତ୍ରୀ ଗଣେଶ ନାଏକ

ଥାନେ: ମହାରାଷ୍ଟ୍ର ଜଙ୍ଗଲ ବିଭାଗ ମନ୍ତ୍ରୀ ଏବଂ ବିଜେପି ନେତା ଗଣେଶ ନାଏକ ସୋମବାର ଉପମୁଖ୍ୟମନ୍ତ୍ରୀ ଏବଂ ଶିବସେନା ଅଧ୍ୟକ୍ଷ ଏକନାଥ ସିନ୍ଦେଙ୍କ ଗଡ଼ ଥାନେରେ ‘ଜନତା ଦରବାର’ କରିବେ। ସେ ଥାନେରେ ମଧ୍ୟ ଜନ ଅଭିଯୋଗ ସଭା କରିବେ, ଯଦ୍ୱାରା…

ସଂକଳ୍ପ ପଦଯାତ୍ରାରେ ଭାଙ୍ଗିଥିଲା ପିସିସି ସଭାପତିଙ୍କ ହାତ: ସରିଲା ଅସ୍ତ୍ରୋପଚାର

ଭୁବନେଶ୍ବର: ନୂଆ ପିସିସି ସଭାପତି ଭାବେଯୋଗ ଦେବା ପରେ କଂଗ୍ରେସର ପଦ ଯାତ୍ରା ସମୟରେ ଆହତ ହୋଇଥିଲେ ଭକ୍ତ ଦାସ । ଭୁବନେଶ୍ଵର – ପୁରୀ ସଂକଳ୍ପ ଯାତ୍ରା ସମୟରେ ଉତ୍ସାହୀ କର୍ମୀଙ୍କ ଭିଡ଼ରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କର…

ପଳାଶୁଣି ଛକ ନେଲା ଆଉ ଏକ ମୁଣ୍ଡ, ଟ୍ରକ ଧକ୍କାରେ ଅଜଣା ବ୍ୟକ୍ତି ମୃତ

ଭୁବନେଶ୍ବର: ଭୁବନେଶ୍ବର ପଳାଶୁଣି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଘଟଣା ସ୍ଥଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କର ପରିଚୟ ମିଳିପାରି ନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ଅନ୍ୟପଟେ ପ୍ରତ୍ୟକ୍ଷଦର୍ଶୀଙ୍କ…

ଆତିଶୀ ବିରୋଧୀ ଦଳ ନେତା ନିର୍ବାଚିତ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ବିଧାୟକ ଦଳ ବୈଠକ ରବିବାର ଦଳ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିରୋଧୀ ଦଳ ନେତାଙ୍କ ନାଁରେ ମୋହର ବାଜିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତା ହେବେ ବୋଲି…

‘ପରମ୍ପରା ଓ ଆଂଚଳିକ ଭାଷାର ମହତ୍ତ୍ୱ ଆମ ଅସ୍ମିତାକୁ ଦୃଢ଼ କରିବ’

ଭୁବନେଶ୍ୱର: ପରମ୍ପରା ଓ ଆଞ୍ଚଳିକ ଭାଷାର ମହତ୍ତ୍ୱ ଆମର ଅସ୍ମିତାକୁ ଦୃଢ଼ କରିବାରେ ସମର୍ଥ । ଭାରତୀୟ ସାହିତ୍ୟରେ ଓଡ଼ିଆ ଭାଷାର ମର୍ଯ୍ୟାଦା ଉଲ୍ଲେଖନୀୟ ବୋଲି ସାହିତ୍ୟ ଏକାଡେମୀ ଉପସଭାପତି ପ୍ରଫେସର କୁମୁଦ ଶର୍ମା ଉଲ୍ଲେଖ କରିଛନ୍ତି । ଶନିବାର ଭୁବନେଶ୍ୱର…

କମ୍ପାନୀ ଅଧିକାରୀଙ୍କୁ ଅପହରଣ ମାମଲାରେ ୭ ଗିରଫ, ମୁଣ୍ଡଜାମିନ ବାବଦରେ ନେଇଥିଲେ ୬୦ ଲକ୍ଷ

କେନ୍ଦୁଝର: କେନ୍ଦୁଝର ଅପହରଣ ଘଟଣାର ପର୍ଦ୍ଦାଫାସ । ଖଣି କମ୍ପାନୀର ଉପସଭାପତି ନିମାନନ୍ଦ ପ୍ରଧାନଙ୍କ ଅପହରଣ ଘଟଣାର ପର୍ଦ୍ଦାଫାସ କଲା ବଡ଼ବିଲ ଥାନା ପୋଲିସ । ୭ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୮ଟି ମୋବାଇଲ , ଗୋଟିଏ…

ତେଲଙ୍ଗାନାରେ ଟନେଲ ଭୁଶୁଡ଼ିବା ଘଟଣା: ଫସି ରହିଥିବା ଶ୍ରମିକଙ୍କ ପାଖକୁ ପହଞ୍ଚିଛନ୍ତି ଉଦ୍ଧାରକାରୀ ଦଳ

ହାଇଦ୍ରାବାଦ: ତେଲଙ୍ଗାନାର ନାଗରକୁର୍ଣ୍ଣୁଲ ଜିଲାରେ ଶନିବାର ଏକ ନିର୍ମାଣାଧୀନ ଟନେଲ (ସୁଡ଼ଙ୍ଗ) ଭୁଶୁଡି ପଡ଼ିବାରୁ ୮ ଜଣ ଶ୍ରମିକ ଫସି ରହିଛନ୍ତି। ଲିକ୍‌ ମରାମତି କରିବାକୁ କିଛି ଶ୍ରମିକ ଟନେଲ ଭିତରକୁ ଯାଇଥିବାବେଳେ ହଠାତ୍‌ ଶ୍ରୀସାଇଲମ ଲେଫ୍ଟ ବ୍ୟାଙ୍କ କେନାଲର ଏକ…

ସୋମବାର ପ୍ରଭୁ ଲୋକନାଥଙ୍କ ମନ୍ଦିରରେ ପଙ୍କୋଦ୍ଧାର ଏକାଦଶୀ, ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ପୁରୀ: ରାତି ପାହିଲେ ପ୍ରଭୁ ଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ ଅନୁଷ୍ଠିତ ହେବାକୁ ଯାଉଛି । ସେନେଇ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହିତ ଗହଳୀକୁ ନଜରେ ରଖି ଆବଶ୍ୟକ ପଦକ୍ଷେପ ନିଆଯାଇଛି…

ଋଷିକୂଲ୍ୟା ବେଳାଭୂମିରେ ଗଣ ଅଣ୍ଡାଦାନ, ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ

ଛତ୍ରପୁର : ଆରମ୍ଭ ହୋଇଯାଇଛି ଅଲିଭ ରିଡଲେଙ୍କ ଅଣ୍ଡାଦାନ । ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଣ ଗପୋଡ଼ମପେଟା ଗାଁଠାରୁ ବଟେଶ୍ୱର ମନ୍ଦିର ନିକଟସ୍ଥ ସମୁଦ୍ର ବେଳାଭୂମିରେ ବିରଳ ପ୍ରଜାତିର ଅଲିଭ ରିଡେଲ କଇଁଛ ଅଣ୍ଡାଦାନ ପାଇଁ ଆସୁଥିବା ଦେଖିବାକୁ ମିଳୁଛି ।…