ମାଟ୍ରିକ୍ ପରୀକ୍ଷା ଦେବା ପୂର୍ବରୁ ଟଳି ପଡ଼ିଲେ ଛାତ୍ର

ସୋର: ଅଧା ରହିଗଲା ମାଟ୍ରିକ ପରୀକ୍ଷା। ପରୀକ୍ଷା ଦେବା ପୂର୍ବରୁ ଟଳି ପଡ଼ିଲେ ଛାତ୍ର। ବାହାନଗା ବ୍ଲକ ବରିପଦା ଗାଁରେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ମୃତ୍ୟୁ। ହଠାତ୍ ପେଟ କାଟିବାରୁ ଅସୁସ୍ଥ ହୋଇ ତଳେ ପଡ଼ିଗଲେ ଛାତ୍ର। ସୋର ମେଡିକାଲରେ ଛାତ୍ରକୁ ମୃତ…

ନେପାଳ ଛାତ୍ରଛାତ୍ରୀଙ୍କୁ କିଟ୍ ପ୍ରତିଷ୍ଠାତାଙ୍କ ଅପିଲ, ବିଶ୍ବବିଦ୍ୟାଳୟକୁ ଫେରିଆସି କ୍ଲାସରେ ଯୋଗ ଦେବାକୁ ନିବେଦନ

ଭୁବନେଶ୍ୱର : କିଟ ବିଶ୍ବବିଦ୍ୟାଳୟରେ ଶାନ୍ତିଶୃଙ୍ଖଳାର ସହ ପାଠପଢା ଚାଲିଛି । ନେପାଳର ଛାତ୍ରଛାତ୍ରୀଙ୍କୁ ବିଶ୍ବବିଦ୍ୟାଳୟକୁ ଫେରି କ୍ଲାସରେ ଯୋଗ ଦେବାକୁ ଅପିଲ କରିଛନ୍ତି କିଟ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ । ସେ ଅତ୍ୟନ୍ତ ଦୁଃଖିତ ଅନୁଭବ…

ମାଟ୍ରିକ ପରୀକ୍ଷାର୍ଥୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

କେନ୍ଦ୍ରାପଡ଼ା: ମାଟ୍ରିକ ପିଲାଙ୍କୁ ଆଣୁଥିବା ବୋଲେରୋ ଦୁର୍ଘଟଣାଗ୍ରସ୍ତ। ନାଳକୁ ଓଲଟିଲା ବୋଲେରୋ। ତାଳଚୁଆ ସାମୁଦ୍ରିକ ଥାନା ଡାଙ୍ଗମାଳ କୃଷ୍ଣନଗର ନିକଟରେ ଦୁର୍ଘଟଣା ଘଟିଛି। ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ଓଲଟିଲା ବୋଲେରୋ। ଏହି ଦୁର୍ଘଟଣାରେ ଜଣେ ଛାତ୍ରୀ ଗୁରୁତର ଏବଂ ଆଉ…

SCBରେ ପୁଣି ଶିଶୁ ଅଦଳବଦଳ ଅଭିଯୋଗ, ନବଜାତ କନ୍ୟାକୁ ବଦଳ କରି ମୃତ ଶିଶୁ ଧରାଇ ଦେଲେ କର୍ମଚାରୀ

କଟକ: କଟକ ଏସସିବିରେ ପୁଣି ଶିଶୁ ଅଦଳବଦଳ ଅଭିଯୋଗ । ଏସ୍ଏନସିୟୁରେ ଚିକିତ୍ସାଧୀନ ବେଳେ ବଦଳ ହୋଇଥିବା ଅଭିଯୋଗ ହୋଇଛି । ନବଜାତ କନ୍ୟାକୁ ବଦଳ କରି କର୍ମଚାରୀମାନେ ଏକ ମୃତ ଶିଶୁ ଧରାଇ ଦେଇଥିବା ଅଭିଯୋଗ କରିଛନ୍ତି ସମ୍ପର୍କୀୟ ।…

ଦୁର୍ଘଟଣାର ଶିକାର ପରେ କାର୍ଯ୍ୟକ୍ରମରେ ସାମିଲ ହୋଇ କଥା ରଖିଲେ ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଅଧିନାୟକ ଏବଂ ପୂର୍ବତନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି। ସୌଭାଗ୍ୟବଶତଃ ଦୁର୍ଘଟଣାରୁ ସୌରଭ ଗାଙ୍ଗୁଲି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତାଙ୍କୁ କୌଣସି ପ୍ରକାର ଆଘାତ ଲାଗିନାହିଁ। ପ୍ରକାଶିତ ରିପୋର୍ଟ ଅନୁସାରେ,…

ମହାପ୍ରଭୁୁ ଲାଗି ହେଲା ଜୈବିକ ଚାଉଳରେ ପ୍ରସ୍ତୁତ ‘ଅମୃତ ଅନ୍ନ’

ପୁରୀ: ମହାପ୍ରଭୁଙ୍କ ପାଖରେ ଲାଗି ହେଲା ଜୈବିକ ଚାଉଳରେ ପ୍ରସ୍ତୁତ ଅମୃତ ଅନ୍ନ। ଗୁରୁବାର ମଧ୍ୟାହ୍ନ ଧୂପରେ ଭୋଗ ଲାଗିଲା ଅମୃତ ଅନ୍ନ। ସୁଆର ମହାସୁଆର ନିଯୋଗ ପାଞ୍ଚ ପ୍ରକାର ଜୈବିକ ଚାଉଳ ପାଇବା ପରେ ପ୍ରସ୍ତୁତ ହୋଇଥିଲା ଅମୃତ ଅନ୍ନ।…

ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା

କଟକ: ଆଜି ଠାରୁ ଆରମ୍ଭ ହୋଇଛି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ (ମାଟ୍ରିକ୍) ପରୀକ୍ଷା। ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇଥିଲା । ଏଥିଲାଗି ସକାଳ ସାଢ଼େ ୭ଟା ବେଳୁ ପରୀକ୍ଷାକେନ୍ଦ୍ର ସମ୍ମୁଖରେ ଅଭିଭାବକ, ଛାତ୍ରଛାତ୍ରୀ…

ଗିଲ୍‌ଙ୍କ ଜବରଦସ୍ତ ଶତକ: ବାଂଲାଦେଶକୁ ପରାସ୍ତ କଲା ଭାରତ

ଦୁବାଇ,୨୦।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ମ୍ୟାଚ୍‌ରେ, ଭାରତୀୟ ଦଳ ବାଂଲାଦେଶକୁ ୬ ଉଇକେଟ୍‌ରେ ପରାସ୍ତ କରିଛି। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ବାଂଲାଦେଶ ଦଳର ଅଧିନାୟକ ନାଜମୁଲ ହୋସେନ ସାଣ୍ଟୋ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ…

ପଶ୍ଚିମ ଓଡ଼ିଶା ବିକାଶ ପାଇଁ କେତେ ଖର୍ଚ୍ଚ ହୋଇଛି, ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପଶ୍ଚିମ ଓଡ଼ିଶା ବିକାଶ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ ହୋଇଛି ପ୍ରାପ୍ତ ତଥ୍ୟ ଅନୁସାରେ ପଶ୍ଚିମ ଓଡ଼ଶା ବିକାଶ ପରିଷଦ ପାଣ୍ଠିରୁ ମଞ୍ଜୁର ହୋଇଥିବା ପ୍ରକଳ୍ପ ଗୁଡିକ ପାଇଁ ୨୦୨୪-୨୫ର କାର୍ଯ୍ୟାନ୍ବୟନ ପାଇଁ ମୋଟ ୧୫୦,୮୪,୬୪,୦୪୮ ଟଙ୍କା…

ଆସନ୍ତାକାଲିଠାରୁ ଓଡିଶାରେ ମାଟ୍ରିକ୍ ପରୀକ୍ଷା: ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷାଦେବେ

ଭୁବନେଶ୍ବର: ଆସନ୍ତାକାଲି ଶୁକ୍ରବାରଠାରୁ ଓଡ଼ିଶାରେ ବାର୍ଷିକ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବାକୁ ଯାଉଥିବାରୁ, ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ) ପରୀକ୍ଷାରେ କପି ଏବଂ ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ ଠୋସ୍ ପଦକ୍ଷେପ ନେଇଛି। ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ, ଏଥର ରାଜ୍ୟ…