ମନ୍ କି ବାତର ୧୩୨ ତମ ସଂସ୍କରଣରେ ସମ୍ବଲପୁର ମତ୍ସ୍ୟ ଚାଷୀ ସୁଜାତା ଭୂୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ସମ୍ବଲପୁର: ସମ୍ବଲପୁରର ମହିଳା ମତ୍ସ୍ୟ ଚାଷୀ ସୁଜାତା ଭୂୟାଁଙ୍କୁ ଆଜି ମନ କି ବାତ ରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଶଂସା କରିଛନ୍ତି । ହୀରାକୁଦ ଜଲଭଣ୍ଡାରରେ ୨୦୨୨ରୁ ମତ୍ସ୍ୟ ଚାଷ କରୁଛନ୍ତି ସୁଜାତା । ପ୍ରଥମେ ସରକାରଙ୍କ ନିକଟରୁ ୩୨ ଲକ୍ଷ…

ଶିମିଳିପାଳରେ ଶିକାରୀଙ୍କ ଉତ୍ପାତ: ଜଣେ ଗିରଫ, ଦେଶୀ ବନ୍ଧୁକ ଓ ବିସ୍ଫୋରକ ଜବତ

ମୟୁରଭଞ୍ଜ: ଶିମିଳିପାଳରେ ଶିକାରିଙ୍କ ଉତ୍ପାତ। ଶିକାରୀକୁ ଧରିଲା AI କ୍ୟାମେରା । AI କ୍ୟାମେରା ଆଲର୍ଟରେ ସତର୍କ ହୋଇ ବନ ବିଭାଗର ତତ୍ପରତା, ଜଣେ ଶିକାରୀକୁ ଗିରଫ କଲା ବନ ବିଭାଗ । ତାଠାରୁ ଗୋଟିଏ ଦେଶୀ ବନ୍ଧୁକ ଓ ବିସ୍ଫୋରକ…

ସ୍ତ୍ରୀର ଗଳା କାଟି ହତ୍ୟା ଉଦ୍ୟମ, ଅବସ୍ଥା ସଙ୍କଟାପନ୍ନ

ଟାଙ୍ଗୀ: ସ୍ତ୍ରୀର ବେକ କାଟି ହତ୍ୟା ଉଦ୍ୟମ । ପତି ପତ୍ନୀ କଳହର ଚରମ ପରିଣତି। ରାଗରେ ସ୍ତ୍ରୀର ବେକ କାଟିଦେଲା ସ୍ବାମୀ। ଗୁରୁତର ଅବସ୍ଥାରେ ପତ୍ନୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ…

ଶୋଭାଯାତ୍ରାରେ ଫାଙ୍କା ଗୁଳିଚାଳନା ଘଟଣା: ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ PSO ନିଲମ୍ବିତ

ଭୁବନେଶ୍ବର: ଫାଙ୍କା ଗୁଳିଚାଳନା ନେଇ ଭାଇରାଲ ଭିଡିଓ ଘଟଣାରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ PSO ନିଲମ୍ବିତ । ପିଏସଓ ପ୍ରେମଚାନ୍ଦ ନାଗଙ୍କୁ ସସପେଣ୍ଡ କରାଯାଇଛି । ବନ୍ଧୁକ ଜବତ କରାଯିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଟିଟିଲାଗଡ ଥାନାରେ…

ଏପ୍ରିଲ ୨ରୁ ରାଜ୍ୟରେ ଗଡିବ ଆଉ ଦୁଇଟି ସାପ୍ତାହିକ ଏକ୍ସପ୍ରେସ୍ ଟ୍ରେନ୍

ଭୁବନେଶ୍ବର: ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର । ଦୂରଗାମୀ ରେଳ ସଂଯୋଗୀକରଣ ବୃଦ୍ଧି ଏବଂ ଯାତ୍ରୀମାନଙ୍କୁ ଉନ୍ନତ ଯାତ୍ରା ସୁବିଧା ପ୍ରଦାନ କରିବ ଦୁଇଟି ସାପ୍ତାହିକ ଏକ୍ସପ୍ରେସ୍ ଟ୍ରେନ୍ । ଟ୍ରେନ୍ ନମ୍ବର ୧୮୦୬୩ ସାନ୍ତ୍ରାଗାଛି-ୟାଲାହାଙ୍କା ଏସି ଏକ୍ସପ୍ରେସ୍ ୨…

ହେଲମେଟ ନପିନ୍ଧି ବାଇକ୍ ଚଳାଇଲେ ସ୍ବାସ୍ଥ୍ୟମନ୍ତ୍ରୀ, ଇସ୍ତଫା ଦାବି କଲା ବିଜେଡି

ଭୁବନେଶ୍ୱର: ହେଲମେଟ ନପିନ୍ଧି ବାଇକ ରାଲି କରି ଏବେ ଅଡ଼ୁଆରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ୍ ମହଲିଙ୍ଗ। ଉଠିଲା ଇସ୍ତଫା ଦାବି। ଗାଡି ଚଳାଇବା ବେଳେ ହେଲମେଟ ନପିନ୍ଧିବା କାର୍ଯ୍ୟକୁ ଆଇନ ଅମାନ୍ୟତାକୁ ପ୍ରୋତ୍ସାହିତ କରୁଥିବା ସାର୍ବଜନୀନ ଶୃଙ୍ଖଳାର ଉଲ୍ଲଂଘନ ବୋଲି ବର୍ଣ୍ଣନା କରି,…

ନର୍ଲା ବିଧାୟିକାଙ୍କ ସ୍ୱାମୀଙ୍କ ବିରୋଧରେ ତହସିଲଦାରଙ୍କୁ ହତ୍ୟା ଧମକ ଅଭିଯୋଗ, ଘରେ ପଶି ଛାନଭିନ କଲା ପୋଲିସ

ଭୁବନେଶ୍ବର: ବିଜେଡି ବିଧାୟିକାଙ୍କ ଘରେ ପୋଲିସ ରେଡ୍ ପରେ ତେଜିଲା ରାଜନୀତି । ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ କେସିଙ୍ଗା ପୋଲିସର ଚଢ଼ାଉ । ଚଢ଼ାଉକୁ ନେଇ ରାଜ୍ୟ ରାଜନୀତି ସରଗରମ । ତହସିଲଦାରଙ୍କୁ ଧମକ…

ନେତାନ୍ୟାହୁଙ୍କୁ ସମାଲୋଚନା କଲେ ଭାନ୍ସ

ୱାସିଂଟନ: ଇରାନ ଯୁଦ୍ଧକୁ ମାସେ ହୋଇଥିବାବେଳେ ଏହାର ଫଳାଫଳ ନେଇ କୌଣସି ସ୍ପଷ୍ଟତା ଦେଖାଯାଉନି। ଯୁଦ୍ଧ ଆରମ୍ଭରେ ଆମେରିକା ଓ ଇସ୍ରାଏଲ ଏହାକୁ ଯେତେ ସହଜ ମନେ କରୁଥିଲେ ବାସ୍ତବତା କିନ୍ତୁ ଭିନ୍ନ ରହିଛି। ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଓ…

ଉତ୍ତରପ୍ରଦେଶରେ ଜେୱାର ବିମାନବନ୍ଦରର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗରର ଜେୱାରରେ ଥିବା ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର କର୍ଗେୋ ଟର୍ମିନାଲ ମଧ୍ୟ ଉଦଘାଟନ କରିଛନ୍ତି…

ଇଣ୍ଡିଗୋ ବିମାନ ଇଞ୍ଜିନରେ ତ୍ରୁଟି: ଦିଲ୍ଲୀରେ କଲା ଜରୁରୀ ଅବତରଣ, ୧୬୧ ଯାତ୍ରୀ ସୁରକ୍ଷିତ

ନୂଆଦିଲ୍ଲୀ : ମଝି ଆକାଶରେ ଇଞ୍ଜିନ ତ୍ରୁଟି । ଇଣ୍ଡିଗୋ ବିମାନର ଏମରଜେନ୍ସି ଲ୍ୟାଣ୍ଡିଂ ହୋଇଛି । ଦିଲ୍ଲୀର ଇନ୍ଦିରା ଗାନ୍ଧି ଇଣ୍ଟରନ୍ୟାସନାଲ ବିମାନ ବନ୍ଦରରେ ଇଣ୍ଡିଗୋ 6E 579ର ଜରୁରୀ ଅବତରଣ କରିଛି । ୧୬୧ ଜଣ ଯାତ୍ରୀଙ୍କୁ ନେଇ…