ବଦଳିଲା ସିଭିଲ୍ ସର୍ଭିସ୍ ପରୀକ୍ଷା ନିୟମ, ଏଣିକି ପ୍ରିଲିମ୍ ପରୀକ୍ଷାର ମିଳିବ Answer key

ନୂଆଦିଲ୍ଲୀ : ସିଭିଲ୍ ସର୍ଭିସ୍ ପରୀକ୍ଷାର୍ଥୀଙ୍କ ପାଇଁ ଆସିଲା ନୂଆ ନିୟମ । ଏଣିକି ପ୍ରିଲିମ୍ ପରୀକ୍ଷା ପରେ ମିଳିବ ଏହାର ଆନ୍ସର କି । ଚଳିତବର୍ଷ ଠାରୁ ଏହି ନିୟମ ଲାଗୁ କରିବାକୁ ଯାଉଛି UPSC । ପରୀକ୍ଷା ପ୍ରକ୍ରିୟାକୁ…

ଉଜ୍ଜୟିନୀ ଏକ୍ସପ୍ରେସ ଲାଇନଚ୍ୟୁତ, ଯାତ୍ରୀ ଭୟଭୀତ

ଉତ୍ତରାଖଣ୍ଡ : ଋଷିକେଶରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଯୋଗ ନଗରୀର ଋଷିକେଶ ରେଳ ଷ୍ଟେସନ ନିକଟରେ ଥିବା ଖଣ୍ଡ ଗାଁ ଅଞ୍ଚଳରେ ଉଜ୍ଜୟିନୀ ଏକ୍ସପ୍ରେସର ୩ଟି କୋଚ୍ ଲାଇନଚ୍ୟୁତ ହୋଇଛି । ଏହି ଘଟଣାଟି ସୋମବାର ରାତି…

ଇରାନ ଉପରେ ହେବାକୁ ଥିବା ବଡ଼ ଆକ୍ରମଣ ସ୍ଥଗିତ, ଘୋଷଣା କଲେ ଟ୍ରମ୍ପ

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ବଡ଼ ଘୋଷଣା । ଇରାନ ଉପରେ ହେବାକୁ ଥିବା ବଡ଼ ଆକ୍ରମଣ ସ୍ଥଗିତ । ଗଲ୍ଫ ଦେଶଗୁଡ଼ିକର ଅନୁରୋଧ କ୍ରମେ ଟଳିଲା ଇରାନ ଉପରେ ଆମେରିକାର ସେନା ଆକ୍ରମଣ । ଶେଷ ମୁହୂର୍ତ୍ତରେ ରଣନୀତି ବଦଳାଇଲେ ଆମେରିକା ରାଷ୍ଟ୍ରପତି…

ପାଲଘରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ୧୨ ଜୀବନ

ମହାରାଷ୍ଟ୍ର : ପାଲଘରର ମୁମ୍ବାଇ-ଅହମ୍ମଦାବାଦ ଜାତୀୟ ରାଜୀୟ ପଥରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ଥିବାବେଳେ ୨୦ରୁ ୨୫ ଜଣ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

ଉତ୍ତରପ୍ରଦେଶରେ ଅଦିନିଆ ରଥଯାତ୍ରା, ପ୍ରତିବାଦ କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ : ଉତ୍ତରପ୍ରଦେଶରେ ଅଦିନିଆ ରଥଯାତ୍ରା । ହାପୁର ଜିଲ୍ଲାର ଶ୍ରୀଜଗନ୍ନାଥ ସେବା ସମିତି ଏହି ଅଦିନିଆ ରଥଯାତ୍ରା ପାଳନ କରିବାକୁ ଯାଉଛି । ଏହାକୁ ନେଇ ଦୃଢ ପ୍ରତିବାଦ କରିଛି ପୁରୀ ଶ୍ରୀମନ୍ଦିର ପ୍ରଶାସନ । ଏହା ଜାଣିବା ପରେ…

ଆମ ବସରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଭୁବନେଶ୍ୱର : ଆମ ବସ୍ ରେ ନିଆଁ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ପୁରୀ ମଙ୍ଗଳାଘାଟ ଛକରେ ଅଘଟଣ ଘଟିଛି । ବସଟି ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ମଙ୍ଗଳାଘାଟ ଛକରେ ଧୂଆଁ ବାହାରିଥିଲା । ଖବରପାଇ ବାସେଳିସାହି ଥାନା ଅଧିକାରୀ…

ଅଙ୍ଗନୱାଡ଼ି ‘ବାଦାମ ଲଡ଼ୁ’ ଖାଇ ଗର୍ଭବତୀ ଗୁରୁତର: ସିଡିପିଓ ଅଫିସ ଘେରାଉ କଲେ ଜନପ୍ରତିନିଧି

ବନ୍ତ : ଭଦ୍ରକ ଜିଲା ବନ୍ତ ବ୍ଲକ୍ ଅଧୀନସ୍ଥ ସଖୀପାଟଣା ଅଙ୍ଗନୱାଡ଼ି କେନ୍ଦ୍ରରୁ ମିଳିଥିବା ଅସ୍ୱାସ୍ଥ୍ୟକର ପୃଷ୍ଟିକର ଖାଦ୍ୟ ଖାଇ ଜଣେ ଗର୍ଭବତୀ ମହିଳା ଗୁରୁତର ଅସୁସ୍ଥ ହୋଇଛନ୍ତି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ନିମ୍ନମାନର…

ଡିଭାଇଡରରେ ପିଟି ହେଲା ବାଇକ, ଚାଲିଗଲା ୨ ଜୀବନ

ସୁନ୍ଦରଗଡ : ବାଇକ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ । ରାଜଗାଙ୍ଗପୁର ମାଣ୍ଡିଆକୁଦର ବିଜୁ ଏକ୍ସପ୍ରେସ ୱେରେ ବାଇକ୍ ଦୁର୍ଘଟଣା । ଦୁଇ ବାଇକ ଅରୋହୀଙ୍କ ମୃତ୍ୟୁ ଘଟିଛି । ଜଣେ ରାଜଗାଙ୍ଗପୁର ଓ ଅନ୍ୟ ଜଣେ ରାଉରକେଲା ଅଞ୍ଚଳର ।…

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍

କଟକ : ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ଆର ଆଣ୍ଡ ବି ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ଶବରଙ୍କ ଘରେ ଭିଜିଲାନ୍ସ ରେଡ୍ । ଏକକାଳୀନ ୬ଟି ସ୍ଥାନରେ…

ଯୁବକଙ୍କୁ ମାରି ପୋଡିଦେଲେ: ୨୩ ଜଣଙ୍କୁ ଉଠାଇଲା ପୋଲିସ

ନରସିଂହପୁର : କଟକ ମାଣିଆବନ୍ଧରେ ଚାଞ୍ଚଲ୍ୟ । ତାଳମୁଣ୍ଡଳୀ ଶବରସାହି ଗାଁରେ ଯୁବକଙ୍କୁ ହତ୍ୟା କରି ପୋଡିଦେଲେ। ୨୩ ଜଣଙ୍କୁ ଉଠାଇନେଲା ପୋଲିସ । ମୃତକ ଉକ୍ତ ଗାଁର ଟିକନ ବେହେରା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଟିକନକୁ ହତ୍ୟା…