ଶଶୁର ଘରେ ଜ୍ୱାଇଁଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ, ଅବସ୍ଥା ଗୁରୁତର

ପଟ୍ଟାମୁଣ୍ଡଇ: ଶଶୁର ଘରେ ଜ୍ୱାଇଁଙ୍କୁ ମାଡ଼ ଅଭିଯୋଗ । ପଟ୍ଟାମୁଣ୍ଡଇ ଆଦର୍ଶ ଥାନା ଅନ୍ତର୍ଗତ ସେକପୁର ବନ୍ଧସାହି ଗାଁରେ ଶଶୁର ଘର ଲୋକଙ୍କ ସଂଘବଦ୍ଧ ଆକ୍ରମଣ । ଜ୍ବାଇଁ ଗୁରୁତର ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।…

ବାଲି ମାଫିଆଙ୍କ ବିରୋଧରେ ଅପରେସନ୍ ବୈତରଣୀ, ଏକାକାଳୀନ ୧୨ ଥାନା ଅଞ୍ଚଳରେ ଚଢ଼ଉ

କେନ୍ଦୁଝର: କେନ୍ଦୁଝରରେ ପୋଲିସର ଅପରେସନ୍ ବୈତରଣୀ । ବାଲିମାଫିଆଙ୍କ ବିରୋଧରେ ଜିଲ୍ଲା ପୋଲିସର ଅପରେସନ ବୈତରଣୀ । ବେଆଇନ ବାଲି ଖଣି, ପରିବହନ ଏବଂ ନକଲି ଟ୍ରାଞ୍ଜିଟ୍ ପାସ୍ ବ୍ୟବହାର ନେଇ ସୂଚନା ମିଳିବା ପରେ ଆକ୍ସନ ମୋଡରେ କେନ୍ଦୁଝର ପୋଲିସ।…

ବିଚ୍ ରାସ୍ତାରେ ଯୁବକ-ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ, ୫ ଅଭିଯୁକ୍ତ ନାଁରେ ମାମଲା

ବ୍ରହ୍ମପୁର: ବ୍ରହ୍ମପୁରରେ ବିଚ୍ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ସୋସିଆଲ ମିଡିରେ ଏହାର ଭିଡିଓ ଭାଇରାଲ ହୋଇଛି । ଆକ୍ରମଣକାରୀ ଦୁଇଜଣ ହେଲେ ହିଲପାଟଣାର ମୁକ୍ତତେଶ କୁମାର ସାହୁ ଓରଫ ମୁକେଶ ଓ ତାଙ୍କ ସାନ ଭାଇ ଲାଞ୍ଜିପଲ୍ଲୀର ଆଶିଷ…

୫ ରାଜ୍ୟର କୃଷି ବିକାଶ ପାଇଁ ପ୍ରସ୍ତୁତ ହେବ ରୋଡ ମ୍ୟାପ: କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ

ଭୁବନେଶ୍ୱର: ପୂର୍ବ ଭାରତର କୃଷି ବିକାଶ ଓ କୃଷକଙ୍କ କଲ୍ୟାଣ ପାଇଁ ଭୁବନେଶ୍ୱରଠାରେ ଆଜି ‘ପୂର୍ବାଞ୍ଚଳ କ୍ଷେତ୍ରୀୟ କୃଷି ସମ୍ମିଳନୀ -୨୦୨୬’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା, ବିହାର, ଛତିଶଗଡ଼, ଝାରଖଣ୍ଡ ଓ ପଶ୍ଚିମବଙ୍ଗ ଆଦି ୫ଟି ରାଜ୍ୟର କୃଷି ବିକାଶ…

ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ

ମୟୂରଭଞ୍ଜ: ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ମଙ୍ଗଳବାର ଦିନ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବ୍ଲକ ଅନ୍ତର୍ଗତ ମିରିଗିନେଣ୍ଡି ଗ୍ରାମ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ପର୍ଶୁରାମ ନାଏକଙ୍କୁ ୧୮,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରିବା ସମୟରେ ଗିରଫ କରିଛନ୍ତି। ଭିଜିଲାନ୍ସ ବିଜ୍ଞପ୍ତି…

ଆସନ୍ତାକାଲି ସାରା ଦେଶରେ ବନ୍ଦ ରହିବ ମେଡିସିନ୍ ଷ୍ଟୋର୍‌

ଭୁବନେଶ୍ୱର: ଯଦି ଆପଣଙ୍କର କୌଣସି ନିତ୍ୟ ବ୍ୟବହାର୍ଯ୍ୟ କିମ୍ବା ଗୁରୁତ୍ୱପୂର୍ଣ୍ଣ ଔଷଧ କିଣିବାର ଅଛି, ତେବେ ଆଜି ହିଁ ଆଣିକି ରଖନ୍ତୁ। କାରଣ ଆସନ୍ତାକାଲି ରାଜ୍ୟରେ ଔଷଧ ଦୋକାନଗୁଡ଼ିକ ବନ୍ଦ ରହିବାକୁ ଯାଉଛି। କ୍ରମାଗତ ଭାବେ ବଢ଼ି ଚାଲିଥିବା ଅନ୍‌ଲାଇନ୍ ଔଷଧ…

ଜଗନ୍ନାଥଙ୍କୁ ଖୋଲା ଡାଲାରେ ନେଲା ଇସ୍କନ: ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ

ଭୁବନେଶ୍ୱର: ପୁଣି ଅମାନିଆ ଇସ୍କନ। ମହାପ୍ରଭୁଙ୍କ ପ୍ରତି ମହା ଅପମାନ। ଜଗନ୍ନାଥଙ୍କୁ ଖୋଲା ଡାଲାରେ ନେଲା ଆମେରିକା ଇସ୍କନ ହ୍ୟୁଷ୍ଟନ। କାର ଡାଲାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ରଖି କଲା ରଥଯାତ୍ରା। ଦକ୍ଷିଣ ଆଫ୍ରିକା ଓ ଆମେରିକାରେ ଅଦିନିଆ ରଥଯାତ୍ରା। ପ୍ରବାସୀ ଓଡ଼ିଆ…

ରାସ୍ତା ଉପରେ ନମାଜ ପାଠକୁ ନେଇ ଯୋଗୀଙ୍କ ବୟାନ: ମସଜିଦରେ ଜାଗା ହେଉନାହିଁ ସିଫ୍ଟରେ ନମାଜ ପଢ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାସ୍ତା ଉପରେ ନମାଜ ପାଠକୁ ନେଇ ବଡ଼ ବୟାନ ଦେଇଛନ୍ତି । ଲକ୍ଷ୍ନୌର ଏକ କାର୍ଯ୍ୟକ୍ରମ ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ରାସ୍ତା ଚାଲିବା ପାଇଁ ହୋଇଛି, ନାଟକ ପାଇଁ ନୁହେଁ ।…

ଶୁଭେନ୍ଦୁ ସରକାର କ୍ୟାବିନେଟ୍ ବୈଠକ, ୫ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର

କୋଲକତା : ପଶ୍ଚିମବଙ୍ଗର ଶୁଭେନ୍ଦୁ ସରକାର କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି ନେଇଛି । ଏହି କ୍ୟାବିନେଟ୍ ବୈଠକରେ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ମାରିଛନ୍ତି ଶୁଭେନ୍ଦୁ ସରକାର । ଏଥିରେ ମହିଳାମାନଙ୍କୁ ପ୍ରତି ମାସରେ ତିନି ହଜାର ଟଙ୍କା,…

ୟୁକ୍ରେନର ଡ୍ରୋନ ଆଟାକରେ ଓଡ଼ିଆ ଯୁବକ ମୃତ, ମୃତଦେହ ଆଣିବାକୁ ପ୍ରଶାସନକୁ ପରିବାରର ଅନୁରୋଧ

ନୂଆଦିଲ୍ଲୀ: ରୁଷ ଉପରେ ଯୁକ୍ରେନ ଡ୍ରୋନ ମାଡ଼ରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ । ମୃତକ ହେଲେ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ମାଧବନ୍ଧ ଗାଁ ର ଏ. ରାମାୟା । ଏକ ମାସ ତଳେ ଏକ ଏଜେନ୍ସି ଜରିଆରେ ରୁଷର ଏକ…