ସାଲେପୁର ନିକଟରେ ସଡ଼କ ଦୁର୍ଘଟଣା: ଜିଏସଟି ଯୁଗ୍ମ କମିଶନର ଓ ଡ୍ରାଇଭର ଗୁରୁତର, କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତରିତ

କଟକ (ବିକ୍ରମ କିଶୋର ସେନାପତିଙ୍କ ରିପୋର୍ଟ) : କଟକ-କେନ୍ଦ୍ରାପଡ଼ା ରାସ୍ତାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜିଏସଟି ଯୁଗ୍ମ କମିଶନର ବିଜୟଲକ୍ଷ୍ମୀ ବିଶ୍ୱାଳ ଏବଂ ତାଙ୍କ କାର୍ ଚାଳକ କୈଳାସ ବେହେରା (୫୪) ଗୁରୁତର ଆହତ…

ସହିଦ ଭବନରେ ଗଣକବି ବୈଷ୍ଣବ ପାଣି ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ: ସାହିତ୍ୟ ଓ ଯାତ୍ରା ଜଗତ ପ୍ରତି ଅବଦାନକୁ ସ୍ମରଣ କଲେ ବିଶିଷ୍ଟ ଅତିଥି

କଟକ (ବିକ୍ରମ କିଶୋର ସେନାପତିଙ୍କ ରିପୋର୍ଟ) : ସ୍ଥାନୀୟ ସହିଦ ଭବନ ପ୍ରେକ୍ଷାଳୟରେ ମାହାଙ୍ଗା ବିକାଶ ପରିଷଦ ଆନୁକୂଲ୍ୟରେ ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀ ମହୋତ୍ସବ–୨୦୨୬ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ତଥା ମୁକ୍ତାକାଶ ରଙ୍ଗମଞ୍ଚ ଓଡ଼ିଆ…

ଗଞ୍ଜାମ ବନ୍ୟାଞ୍ଚଳ ଗସ୍ତ କଲେ ନବୀନ ପଟ୍ଟନାୟକ, ଚାଷୀଙ୍କ ଦୁଃଖ ଶୁଣି ହେଲେ ଭାବପ୍ରବଣ

ଶେରଗଡ଼: ବନ୍ୟା ପ୍ରଭାବିତ ଚାଷୀଙ୍କ ଦୁଃଖ ଶୁଣିଲେ । ଭାବପ୍ରବଣ ହେଲେ ନବୀନ । ଗଞ୍ଜାମ ବନ୍ୟାଞ୍ଚଳ ଗସ୍ତରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଶେରଗଡ଼ରେ ନବୀନଙ୍କୁ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ଼ । ଶେରଗଡ଼ରେ…

୪୫ ଦିନ ପରେ ଖୋଲିଲା କଳିଙ୍ଗା ଘାଟି

କନ୍ଧମାଳ: ଦୀର୍ଘ ୪୫ ଦିନ ପରେ ଖୋଲିଲା କଳିଙ୍ଗା ଘାଟି । ଗଞ୍ଜାମ-କନ୍ଧମାଳ ଜିଲ୍ଲା ସୀମାନ୍ତରେ ଥିବା ଏହି ଗାଟି ରାସ୍ତାରେ ଏବେ ସମସ୍ତ ଗାଡି ଚଳାଚଳ ପାଇଁ ଅନୁମତି ମିଳିଛି । ଫଳରେ ଉଭୟ ଜିଲ୍ଲା ମଧ୍ୟରେ ଯାତାୟାତ ପୁଣି…

କାର୍ଯ୍ୟରେ ଅବହେଳା ନେଇ ବିଡିଓ ନିଲମ୍ବିତ

ବୌଦ୍ଧ: କଣ୍ଟାମାଳ ବିଡିଓ ନିଲମ୍ବିତ । କାର୍ଯ୍ୟରେ ଅବହେଳା ଯୋଗୁ ନିଲମ୍ବିତ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବିଡିଓ ସାମି ରେଡ୍ଡୀ ଜୟଶ୍ରୀଙ୍କୁ ନିଲମ୍ବନ କଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ । କାର୍ଯ୍ୟର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ…

କାଳୀପୂଜା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଯାଜପୁର ସହରରେ ଫ୍ଲାଗ୍ ମାର୍ଚ୍ଚ

ଯାଜପୁର: କାଳୀପୂଜାରେ ଶାନ୍ତି ବଜାୟ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଯାଜପୁର ସହରରେ ଫ୍ଲାଗ୍ ମାର୍ଚ୍ଚ । ସହରରେ କାଳୀପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ ପାଇଁ୨୨ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି । ଏହି ଫ୍ଲାଗ୍ ମାର୍ଚ୍ଚ ମାଧ୍ୟମରେ ସହରବାସୀଙ୍କୁ ସୁରକ୍ଷାର…

ଶଳାକୁ ପଥରରେ ଛେଚି ହତ୍ୟା କଲା ଭିଣୋଇ

ଭୁବନେଶ୍ୱର: ସମ୍ପର୍କରେ ରକ୍ତର ଛିଟା । ଶଳାକୁ ପଥରରେ ଛେଚି ହତ୍ୟା । ଭୁବନେଶ୍ୱର ସହିଦନଗର ଥାନା ତାରିଣୀ ବସ୍ତିରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ପଠାଣି ସାହୁ । ସୂଚନା ଅନୁଯାୟୀ, ସ୍ତ୍ରୀ ଆଉ କହ ସହ ସମ୍ପର୍କ…

ମେଡିକାଲ କଲେଜରେ ବଢ଼ିଲା ୩୧୮ ପିଜି ସିଟ୍, ୧୪ ବିଭାଗରେ ଅତିରିକ୍ତ ସିଟକୁ NMCର ମଞ୍ଜୁରି

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତରୀ ଶିକ୍ଷାକୁ ବଡ଼ ବୁଷ୍ଟ୍, ବଢ଼ିଲା ୩୧୮ ପିଜି ସିଟ୍ । ୧୪ଟି ବିଭାଗରେ ଅତିରିକ୍ତ ସିଟକୁ NMCର ମଞ୍ଜୁରି, ୬୨୦ରୁ ୯୩୮କୁ ବଢ଼ିଲା ମୋଟ ପିଜି ସିଟ୍ ସଂଖ୍ୟା । ଜାତୀୟ ମେଡିକାଲ କମିଶନ ବା NMC…

ବିଚ୍ ରାସ୍ତାରେ ଯୁବକଙ୍କୁ ଗୁଳି କରି ହତ୍ୟା

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ । ବିଚ୍ ରାସ୍ତାରେ ଯୁବକଙ୍କୁ ଗୁଳି କରି ହତ୍ୟା । ପୁଣି ଅଶାନ୍ତ ରାଜଧାନୀ । ଦୀପାବଳି ପୂର୍ବରୁ ରକ୍ତରଞ୍ଜିତ ହେଲା ରାଜଧାନୀ । ଲକ୍ଷ୍ମୀସାଗର କଟକ ରୋଡରେ ଗୁଳିକାଣ୍ଡ । ଜଣେ ଯୁବକଙ୍କ ମୁଣ୍ଡକୁ ଗୁଳି…

ଅତିଥି ପ୍ରଶିକ୍ଷକଙ୍କଠାରୁ ଲାଞ୍ଚ ନେଇ ବନ୍ଧା ହେଲେ ବଲାଙ୍ଗିର ସରକାରୀ ଆଇଟିଆଇ ଅଧ୍ୟକ୍ଷ

ବଲାଙ୍ଗିର : ଅତିଥି ପ୍ରଶିକ୍ଷକଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ବଲାଙ୍ଗିର ସରକାରୀ ଶିଳ୍ପ ତାଲିମ କେନ୍ଦ୍ର (ଆଇଟିଆଇ) ଅଧ୍ୟକ୍ଷ ସୁରେଶ କୁମାର ଦଳବେହେରା ଦୁର୍ନୀତି ନିବାରଣ ବିଭାଗ ହାତରେ ଧରାପଡ଼ିଛନ୍ତି । ଆଜି ସଂଧ୍ୟା ପ୍ରାୟ…