ଯୁବବର୍ଗଙ୍କୁ ବ୍ୟାପକ ଭାବେ ସମାଜସେବା ଓ ରାଷ୍ଟ୍ର ନିର୍ମାଣରେ ବ୍ରତୀ ହେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର: “ରକ୍ତଦାନ କରି ଗୋଟିଏ ଜୀବନ ବଞ୍ଚାଇବାର ଅନୁଭବ ଆମର ଉଚ୍ଚ ମାନବୀୟ ମୂଲ୍ୟବୋଧର ପରିଚୟ ପ୍ରଦାନ କରିଥାଏ। ବିଜ୍ଞାନ ଯେତେ ଆଗେଇଲେ ମଧ୍ୟ ରକ୍ତର କୌଣସି ବିକଳ୍ପ ନାହିଁ ଏବଂ ଏହା କୌଣସି କାରଖାନାରେ ତିଆରି ହୋଇପାରିବ ନାହିଁ,” ବୋଲି…

ଚାଲାଣ କରୁଥିଲେ, ଧରାପଡ଼ିଗଲେ ୪ଜଣ, ୫୫ଟି ଜୀବନ୍ତ କଇଁଛ ଉଦ୍ଧାର

ମାଲକାନଗିରି : ବେଆଇନ ଭାବେ ବନ୍ୟଜନ୍ତୁ ଚାଲାଣ ହେଉଥିବା ନେଇ ମିଳିଥିବା ବିଶ୍ୱସନୀୟ ସୂଚନା ଆଧାରରେ ମାଲକାନଗିରି ବନ ବିଭାଗ ଓ ମୋଟୁ ପୁଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ୫୫ଟି ଜୀବନ୍ତ କଇଁଛ ଉଦ୍ଧାର କରାଯାଇଛି। ଏହି ଘଟଣାରେ ୪…

ବଢ଼ୁଛି ନଦୀରେ ଡେଇଁ ଜୀବନ ହାରିବା ଘଟଣା, ୫ ବର୍ଷରେ ୪୬ ମୃତ

କଟକ : ଗତ ୫ ବର୍ଷ ମଧ୍ୟରେ କଟକ ଓ ଭୁବନେଶ୍ବର ଅଗ୍ନିଶମ ସର୍କଲ୍‌ରେ ନଦୀ ଓ ଜଳାଶୟରେ ଡେଇଁ ଜୀବନ ହାରିବା ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଅଗ୍ନିଶମ ବିଭାଗର ପରିସଂଖ୍ୟାନରୁ ମିଳିଥିବା ତଥ୍ୟାନୁସାରେ, କଟକ ଅଗ୍ନିଶମ…

ପଶ୍ଚିମବଙ୍ଗର ୧୦ ବିଦ୍ରୋହୀ ଟିଏମ୍‌ସି ବିଧାୟକଙ୍କୁ ବିଧାନସଭାର ନୋଟିସ୍

କୋଲକାତା: ଦଳବଦଳ ଅଭିଯୋଗକୁ ନେଇ ପଶ୍ଚିମବଙ୍ଗର ୧୦ ଜଣ ବିଦ୍ରୋହୀ ଟିଏମ୍‌ସି ବିଧାୟକଙ୍କୁ ବିଧାନସଭା ସଚିବାଳୟ ନୋଟିସ୍ ଜାରି କରିଛି। ଦଳର ମମତା ବାନାର୍ଜୀ ନେତୃତ୍ୱାଧୀନ ଗୋଷ୍ଠୀ ପକ୍ଷରୁ ଦାଖଲ ଅଯୋଗ୍ୟତା ଆବେଦନ ଉପରେ ଏହି ନୋଟିସ୍ ଜାରି ହୋଇଛି। ସମ୍ପୃକ୍ତ…

ପୁଣି ଏପ୍ରିଲରେ ଖୋଲିବ ସୁଭଦ୍ରା ପୋର୍ଟାଲ

ଭୁବନେଶ୍ୱର: ଆସନ୍ତାକାଲି ସୁଭଦ୍ରା ଯୋଜନାର ୨ବାର୍ଷିକ ଜନ୍ମଦିନ ପାଳନ କରାଯିବ। ୧ କୋଟି ୩ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ୨୫, ୮୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଗ୍ରାମୀଣ ଅର୍ଥନୀତିର ମେରୁଦଣ୍ଡ ସୁଭଦ୍ରା ସାଜିଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା…

ରାଷ୍ଟ୍ରପତି ଭବନ ଠାରେ ଲାଞ୍ଜିଆ ସଉରାଙ୍କ ନୂଆଖାଇ ଭେଟଘାଟ

ରାୟଗଡା: ନୂଆଖାଇ ଭେଟଘାଟ ଅବସରରେ ରାୟଗଡ଼ା ଜିଲା ଗୁଣୁପୁର ବ୍ଲକ୍ ପୁଟାସିଂ ଅଞ୍ଚଳରୁ ବିଶେଷ ଭାବେ ଅନୁନ୍ନତ ଜନଜାତି (ପିଭିଟିଜି) ଲାଞ୍ଜିଆ ସଉରାଙ୍କ ଏକ ୧୫ ଜଣିଆ ସାଂସ୍କୃତିକ ଦଳ ରାଷ୍ଟ୍ରପତି ଭବନରେ ହୋଇଥିବା କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ। ରାଷ୍ଟ୍ରପତି…

ପୀତବାସ ପଣ୍ଡା ହତ୍ୟା ମାମଲା: ଆଉ ଏକ ମାମଲାରେ ଛନ୍ଦିହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲରେ ଭିତରୁ ଫୋନରେ ଧମକ ଦେବା ନେଇ ଜେଲରୁ ମୁକୁଳିଥିବା ବିଜେଡି ଜିଲ୍ଲା ସଭାପତି ତଥା ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ନାମରେ ଆଉ ଏକ ମାମଲା ରୁଜୁ…

୧୧ ଟଙ୍କା ମୂଲ୍ୟର ଆଇଭି ସେଟ୍‌ ୩୨୫ ଟଙ୍କାରେ ବିକ୍ରି; କେନ୍ଦ୍ରକୁ ହସ୍ତକ୍ଷେପ କରିବାକୁ ଅନୁରୋଧ କଲେ ତୁକାରାମ ମୁଣ୍ଢେ

ମୁମ୍ବାଇ: ମହାରାଷ୍ଟ୍ରରେ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ରୋଗୀଙ୍କୁ ସାମାନ୍ୟ ସିରିଞ୍ଜ ଓ ଔଷଧ କିପରି ଚଢ଼ା ଦରରେ ବିକ୍ରି ହେଉଛି ସେ ଉପରେ ହସ୍ତକ୍ଷେପ କରିବାକୁ‌ କେନ୍ଦ୍ର ସରକାରଙ୍କୁ ମହାରାଷ୍ଟ୍ର ଏଫଡିଏ କମିଶନର ତୁକାରାମ ମୁଣ୍ଢେ କହିଛନ୍ତି। ବଜାରରେ ବିକ୍ରି…

କଟକ କଂଗ୍ରେସକୁ ବଡ଼ ବଳ: ଦଳକୁ ଫେରିଲେ ପୂର୍ବତନ କର୍ପୋରେଟର ରମଜାନ ଖାନ୍

କଟକ: କଟକ କଂଗ୍ରେସ ସଂଗଠନକୁ ମିଳିଛି ବଡ଼ ସଫଳତା। ବିଜେଡି ଛାଡ଼ି ପୁଣି ଥରେ କଂଗ୍ରେସ ଶିବିରକୁ ଫେରିଛନ୍ତି ପୂର୍ବତନ କର୍ପୋରେଟର ରମଜାନ ଖାନ୍। ରାଜ୍ୟ କଂଗ୍ରେସ ପ୍ରଭାରୀ ଲାଲଜି ଦେଶାଇ ଏବଂ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ…

ନିଜ ସରକାରଙ୍କୁ କାଠଗଡ଼ାରେ ଠିଆ କଲେ ୩ ସାଂସଦ, ବିକାଶମୂଳକ କାର୍ଯ୍ୟର ମାନ ଓ ଗତିକୁ ନେଇ ଉଠାଇଲେ ପ୍ରଶ୍ନ

ଭୁବନେଶ୍ଵର: ଓଡ଼ିଶାରେ ବିଭିନ୍ନ ବିକାଶମୂଳକ ତଥା ଭିତ୍ତିଭୂମି କାର୍ଯ୍ୟର ଗତି ମନ୍ଥର | ଚାଲିଥିବା ଏବଂ କାମରେ ନିମ୍ନମାନର ସାମଗ୍ରୀ ବ୍ୟବହାର ହେଉଥିବା ଅଭିଯୋଗ ହୋଇଛି| ଏ ଅଭିଯୋଗ ଆଉ କେହି ନୁହେଁ ବରଂ ଆଣିଛନ୍ତି ଶାସକ ଦଳର ତିନି ସାଂସଦ…