ଗାଁରେ ପଶିଲା ବନ୍ୟା ପାଣି, ଭାସିଗଲା ୨୦ ଘର
ଭଞ୍ଜନଗର: ଗାଁ ଭିତରେ ପଶିଲା ବନ୍ୟା ପାଣି । ଧୋଇ ନେଇଗଲା ୨୦ ଘର । ଗଞ୍ଜାମ-କନ୍ଧମାଳ ସୀମାନ୍ତ ଗିଡିପାବାଲି ଭୂସ୍ଖଳନ ଘଟଣା ପରେ, ଆଉ ଏକ ଭୟଙ୍କର ଘଟଣା ନଜରକୁ ଆସିଛି । କନ୍ଧମାଳ ଜିଲ୍ଲାର ଇନ୍ଦ୍ରଗଡ ଗାଁର ପଞ୍ଚାୟତ…
ଭଞ୍ଜନଗର: ଗାଁ ଭିତରେ ପଶିଲା ବନ୍ୟା ପାଣି । ଧୋଇ ନେଇଗଲା ୨୦ ଘର । ଗଞ୍ଜାମ-କନ୍ଧମାଳ ସୀମାନ୍ତ ଗିଡିପାବାଲି ଭୂସ୍ଖଳନ ଘଟଣା ପରେ, ଆଉ ଏକ ଭୟଙ୍କର ଘଟଣା ନଜରକୁ ଆସିଛି । କନ୍ଧମାଳ ଜିଲ୍ଲାର ଇନ୍ଦ୍ରଗଡ ଗାଁର ପଞ୍ଚାୟତ…
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ମଞ୍ଚେଶ୍ୱର ଥାନା ଜନଗହଳି ପୂର୍ଣ୍ଣ କେଳୁ ଚରଣ ପାର୍କ ନିକଟରୁ ଉଦ୍ଧାର ହୋଇଛି ଜଣେ ଯୁବକଙ୍କ ଅଧାପୋଡ଼ା ଓ ଗଳିତ ମୃତଦେହ । ଘଟଣାକୁ ନେଇ ଗାଡ଼କଣ ଅଞ୍ଚଳରେ ଖେଳିଯାଇଛି ଆତଙ୍କ । ମୃତକଙ୍କୁ…
ଉଦଳା: ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରେ ଇଡି ରେଡ୍ । ୭୦ କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗରେ ଚଢ଼ାଉ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବିଶୋଳ ଗାଁର ଈଶ୍ୱର ବିନ୍ଧାଣୀଙ୍କ ଘରେ ଚଢଉ ଚାଲିଛି । କୋଲକାତାର ଏକ ଟ୍ରେଡିଂ କମ୍ପାନୀର…
ମାଲକାନଗିରି: ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଦୀର୍ଘଦିନ ଧରି ଲାଗି ରହିଥିବା ସୀମା ବିବାଦକୁ ନେଇ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଧୂଳିପୁଟ ଓ ଜୁମଡାଙ୍ଗ ଅଞ୍ଚଳରେ ପୁଣି ଉତ୍ତେଜନା ଦେଖାଦେଇଛି।ଆସନ୍ତାକାଲି ନଭେମ୍ବର ୫ ତାରିଖରେ ଆନ୍ଧ୍ରପ୍ରଦେଶରେ ପଞ୍ଚାୟତ ନିର୍ବାଚନ…
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଗ୍ୱାଲିୟରରେ ସଶସ୍ତ୍ର ସୀମା ବଳର ଜଣେ ଯବାନ ନିଜ ପତ୍ନୀଙ୍କୁ ତଣ୍ଟିଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଯବାନ ଜଣକ କରୱାଚୌଥ ପାଳନ ପାଇଁ ଜମ୍ମୁ-କଶ୍ମୀରରୁ ଛୁଟି ନେଇ ଘରକୁ ଆସିଥିଲେ । ତେବେ ଚରିତ୍ରକୁ ସନ୍ଦେହ କରି…
ନୂଆଦିଲ୍ଲୀ: କୌଣସି ବ୍ୟକ୍ତି କିମ୍ବା ସଂଗଠନ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନିଜ ଦଖଲରେ ରଖିପାରିବେ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଦିଲ୍ଲୀର ରାମଲୀଳା ମୈଦାନରେ ଚାଲିଥିବା ବିରୋଧ ପ୍ରଦର୍ଶନ ବିରୋଧରେ ଦାୟର ମାମଲାର ଶୁଣାଣି କରି…
ନେପାଳ: ଏହି ସମୟର ବଡ଼ ଖବର ନେପାଳରୁ ସାମ୍ନାକୁ ଆସିଛି । ନେପାଳର ସୋଲୁଖୁମ୍ବୁ ଜିଲ୍ଲାରେ ଦୁଇଟି ହେଲିକପ୍ଟର ମଧ୍ୟରେ ଧକ୍କା ହେବାରୁ ବଡ଼ ଦୁର୍ଘଟଣା ଘଟିଛି । ଲ୍ୟାଣ୍ଡିଂ ସମୟରେ ଦୁଇ ହେଲିକପ୍ଟର ପରସ୍ପର ସହ ଧକ୍କା ହୋଇଥିବା ଜଣାପଡ଼ିଛି…
ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ପାଇଁ ବଡ଼ ଖବର । ଏଣିକି ବିମାନ ଟିକେଟ୍ ବୁକ୍ କରିବା ସମୟରେ ଭଡ଼ା ସହ ଅନ୍ୟାନ୍ୟ ଶୁଳ୍କକୁ ନେଇ ଆଉ ରହିବନି ଦ୍ୱନ୍ଦ୍ୱ । ଟିକେଟ୍ ବାତିଲ୍ କଲେ କେତେ ଟଙ୍କା କଟିବ ଏବଂ କେତେ…
କଟକ ( ବିକ୍ରମ କିଶୋର ସେନାପତିଙ୍କ ରିପୋର୍ଟ): କଟକ ସହରରେ ବିନା ଅନୁମତି ଓ ଲାଇସେନ୍ସରେ ବେଆଇନ ବାଣ ବିକ୍ରି ଏବଂ ମହଜୁଦ ରଖିବା ଅଭିଯୋଗରେ ଲାଲବାଗ ଥାନା ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ବାଣ ଜବତ କରିଛି। ମିଳିଥିବା…
ନୂଆଦିଲ୍ଲୀ: ଆରବ ସାଗରରେ ଭାରତୀୟ ନୌସେନାର ବଡ଼ ସଫଳତା । ସମୁଦ୍ର ମଧ୍ୟରେ ଲୁଟେରାଙ୍କ କବଳରେ ଫସିଥିବା ମାଛଧରା ଜାହାଜ ‘ଅଜିନି’ର ସମସ୍ତ ୨୦ ଜଣ କ୍ରୁ ମେମ୍ବରଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ଭାରତୀୟ ନୌସେନା । ମୁମ୍ବାଇଠାରୁ ୩ ହଜାର…