ବିଶାଖାପାଟଣା ତୈଳ ରିଫାଇନାରୀରେ ଅଗ୍ନିକାଣ୍ଡ, ସ୍ଥାନୀୟ ଅଞ୍ଚଳରେ ଆତଙ୍କ

ବିଶାଖାପାଟଣା: ବିଶାଖାପାଟଣା ତୈଳ ରିଫାଇନାରୀରେ ବିସ୍ଫୋରଣ । ହୁତୁହୁତୁ ହୋଇ ଜଳିଲା ନିଆଁ । ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଥିବା ଏଚପିସିଏଲ୍ ତୈଳ ରିଫାଇନାରୀରେ ଅଗ୍ନିକାଣ୍ଡ ଘଟିଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ତେବେ ସୌଭାଗ୍ୟବଶତଃ ଅଗ୍ନିକାଣ୍ଡରେ…

କାମ ଦେଲାନି ଭ୍ୟାକ୍ସିନ୍‌, ନ୍ୟୁୟର୍କରେ ହାଡଫୁଟିରେ ପ୍ରଥମ ମୃତ୍ୟୁ !

ନ୍ୟୁୟର୍କ: ନ୍ୟୁୟର୍କ ଉତ୍ତରାଂଚଳରେ ଅଭାବନୀୟ ଘଟଣା । ହାଡଫୁଟିରେ ଆକ୍ରାନ୍ତ ଜଣେ ଶିଶୁର ଜୀବନ ଯାଇଥିବା ସୂଚନା ମିଲିଛି । ୩୦ ବର୍ଷରେ ନ୍ୟୁୟର୍କରେ ଏମିତି ମୃତ୍ୟୁ ଘଟଣା ପ୍ରଥମ । ଟିକାରଣ ଜନିତ ସୁରକ୍ଷା କମି ଯାଇଥିବାରୁ ଏତେ ବଡ…

ୟୁକ୍ରେନର ମାନବୀୟ ସହାୟତା କେନ୍ଦ୍ର ଉପରେ ଋଷର ଆକ୍ରମଣ: ୨୬ ମୃତ, ଅନେକ ଆହତ

କିଭ୍: ୟୁକ୍ରେନ ଉପରେ ଋଷର ସାମରିକ ଆକ୍ରମଣ ଆହୁରି ଭୟାନକ ରୂପ ନେଇଛି। ଦକ୍ଷିଣ ୟୁକ୍ରେନର ଜାପୋରିଜିଆ ଅଞ୍ଚଳରେ ଥିବା କୋମିଶୁଭାଖା ଗ୍ରାମର ଏକ ମାନବୀୟ ସହାୟତା କେନ୍ଦ୍ର ଉପରେ ଋଷ ସେନା ଭୟଙ୍କର ବୋମା ମାଡ଼ କରିଛି। ୟୁକ୍ରେନ କର୍ତ୍ତୃପକ୍ଷ…

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରୀନିବାସରୁ ପାଣି ଓ ସଂକ୍ରମିତଙ୍କ ରକ୍ତ ନମୁନା ସଂଗ୍ରହ କଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରୀନିବାସରୁ ପାଣି ଓ ସଂକ୍ରମିତଙ୍କ ରକ୍ତ ନମୁନା ସଂଗ୍ରହ କଲା ସ୍ବାସ୍ଥ୍ୟ ବିଭାଗର ଟିମ । ଜଣ୍ଡିସ୍ ବ୍ୟାପିବାର ପ୍ରକୃତ କାରଣକୁ ନେଇ ଚାଲିଛି ଯାଞ୍ଚ । ଦୂଷିତ ପାଣି ନା ଖାଦ୍ୟ ଯୋଗୁ ଜଣ୍ଡିସ୍…

୫ ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ମହକ ଓ ଉତ୍ସାହ’ ଉଦ୍‌ଘାଟିତ

ଭୁବନେଶ୍ୱର (ବିକ୍ରମ କିଶୋର ସେନାପତିଙ୍କ ରିପୋର୍ଟ) : ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ର ପ୍ରାକ୍ଟିସ୍ ଗ୍ରାଉଣ୍ଡଠାରେ ଆଜି (ମଙ୍ଗଳବାର) ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ମହକ-୨୦୨୬’ ଉଦ୍‌ଘାଟିତ ହୋଇଯାଇଛି। ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି…

ଯୁବକଙ୍କୁ ଅପହରଣ, ଅପ୍ରାକୃତିକ ଯୌନସମ୍ପର୍କ ଓ ହତ୍ୟା ଉଦ୍ୟମ ମାମଲାରେ ୯ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ରାୟଗଡ଼ା : ବହୁଚର୍ଚ୍ଚିତ ଅପହରଣ, ଅପ୍ରାକୃତିକ ଯୌନସମ୍ପର୍କ ଓ ହତ୍ୟା ଉଦ୍ୟମ ମାମଲାରେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌ ଅଳ୍ପନା ସ୍ୱାଇଁ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ ମାମଲାରେ ରାୟ ପ୍ରଦାନ କରି ୯ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା…

କୋଟିଆରେ ପୁଣି ଉତ୍ତେଜନା ; ଓଡ଼ିଶା ଆନ୍ଧ୍ର ପୁଲିସ ମୁହାଁମୁହିଁ

କୋରାପୁଟ : ପୁଣି ତେଜିଲା ଓଡ଼ିଶା ଏବଂ ଆନ୍ଧ୍ର ବିବାଦ। କୋଟିଆକୁ ନେଇ ପୁଣି ମୁହାଁମୁହିଁ ଓଡ଼ିଶା ଓ ଆନ୍ଧ୍ର ପ୍ରଶାସନ। ସୀମାନ୍ତ ନେରିଡ଼ିୱାଲସାରେ ଦୁଇ ରାଜ୍ୟର ପୁଲିସ ମଧ୍ୟରେ ଉତ୍ତେଜନା ପୂର୍ଣ୍ଣ ପରିସ୍ଥିତି। ଆନ୍ଧ୍ରର ନିର୍ବାଚନୀ କାର୍ଯ୍ୟକଳାପକୁ ରୋକିବା ପାଇଁ…

ଚାନ୍ଦିପୁରରୁ ଅତ୍ୟାଧୁନିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର : ଚାନ୍ଦିପୁରରୁ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ପରୀକ୍ଷା । ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ରୁ ଆଜି ଦିନ ୧୧ଟା୧୯ଟାରେ ମିସାଇଲର ସଫଳ ପରୀକ୍ଷା ହୋଇଛି । ଲଞ୍ଚ କମ୍ପ୍ଲେକ୍ସ -୩ରୁ କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଇଥିଲା । ଏଥିପାଇଁ ଆଜି ସକାଳୁ…

ବନ୍ଧା ହେଲେ ଲୁଙ୍ଗି ଗ୍ୟାଙ୍ଗର ୧୨ ଲୁଟେରା, କୋଟିଏ ଟଙ୍କାର ଅଳଙ୍କାର ଜବତ

ଖୋର୍ଦ୍ଧା : ଲୁଙ୍ଗି ଗ୍ୟାଙ୍ଗର ୧୨ ଗିରଫ । କୋଟିଏ ଟଙ୍କାର ସୁନା ଓ ରୁପା ଅଳଙ୍କାର ଜବତ । ୨ମାସ ଧରି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଉତ୍ପାତ୍ତ ମଚାଇଥିବା ଲୁଙ୍ଗି ଗ୍ୟାଙ୍ଗ ପୋଲିସ ହାତରେ ଧରାପଡ଼ିଛନ୍ତି । ବାଣପୁର,…

ଶୀତଳ ଭଣ୍ଡାରରେ ପଚିଗଲା ୩ହଜାର କୁଇଣ୍ଟାଲ ଆଳୁ, ଚିନ୍ତାରେ ଚାଷୀ

ଭୁବନେଶ୍ୱର: ଆଗାମୀ ବର୍ଷ କେମିତି ହେବ ଆଳୁ ଚାଷ? କୁଇଂଟାଲ କୁଇଂଟାଲ ଆଳୁ ଓ ମଂଜି ପଚିଷଢି ଯାଇଛି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀକୂଳ । ଶୀତଳଭଣ୍ଡାରରେ ଆଳୁ ସଂରକ୍ଷଣ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିବା ଆସିଛି ସଙ୍ଗୀନ ଅଭିଯୋଗ…